Odia news portal

ମେ’ ୨୨ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ଆଶଙ୍କା, ୨୪ ତାରିଖ ଆଡ଼କୁ ଅବପାତ

ଭୁବନେଶ୍ୱର : ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବାଧକ ସାଜିପାରେ ବର୍ଷା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ଆକଳନ ଅନୁସାରେ ଆସନ୍ତା ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ…

ଭୁବନେଶ୍ବର ଉତ୍ତରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ କଲେ ଅନୁରୋଧ

ଭୁବନେଶ୍ବର,(ଚକ୍ରଧର ମାଝି) : ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ୫-ଟି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର । ପ୍ରଥମେ ସାଲିଆ ସାହି, ତା’ ପରେ କଲ୍ଯାଣସିଂହପୁର ଓ ନହରକଣ୍ଟାରେ ପ୍ରଚାର କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ…

ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରହଜାର ହଜାର ଲୋକଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ

‘‘ମା ସମଲେଇଙ୍କ ମନ୍ଦିର ରୂପାନ୍ତର ଭଲ ହୋଇଛି କି,’’‘ପୁରୀ ପରିକ୍ରମା ପ୍ରକଳ୍ପ କାମ ଭଲ ହୋଇଛି କି’ ପ୍ରଶ୍ନରେ ଉଚ୍ଛସିତ ଜନତାଙ୍କ ବିପୁଳ କରତାଳି ଜୁଲାଇରୁ ବିଜୁଳି ବିଲ ଛାଡ଼କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ହେବ ପ୍ୟାକେଜ୍‍-ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ…

ୱେଣ୍ଡେର୍ଲା ଭାରତର ସର୍ବବୃହତ ଆମୋଦ ପ୍ରମୋଦ ପାର୍କ ଚେନ୍ ଭୁବନେଶ୍ୱରକୁ ସମ୍ପ୍ରସାରିତ କରୁଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆମ୍ୟୁଜମେଣ୍ଟ (ଆମୋଦ ପ୍ରମୋଦ) ପାର୍କ ଚେନ୍ ୱଣ୍ଡେର୍ଲା ହଲିଡେଜ ଭୁବନେଶ୍ଵରର କୁମ୍ଭୀରବସ୍ତରେ ନିଜର ନବୀନତମ ପାର୍କ ଶୁଭାରମ୍ଭ ଘୋଷଣା କରି ରୋମାଞ୍ଚିତ ଅନୁଭବ କରୁଛି। ଏହା ୱଣ୍ଡେର୍ଲାର କୋଚି, ବେଙ୍ଗାଲୁରୁ ଏବଂ ହାଇଦରାବାଦ ପରେ ଚତୁର୍ଥ ସମ୍ମାନଜନକ ପାର୍କ…

ବିଜେଡ଼ିରେ ଯୋଗଦେଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ

ଭୁବନେଶ୍ୱର, (ଚକ୍ରଧର ମାଝି) : ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ମୁଖପାତ୍ର ରମାରଞ୍ଜନ ବଳିୟାରସିଂହଙ୍କ ସହ ବହୁ ନିର୍ବାଚିତ ପ୍ରତିନିଧି ଓ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ବରିଷ୍ଠ ସାଧାରଣ…

ଭିଏସ୍‌ଏସ୍‌ ନଗର, ମଞ୍ଚେଶ୍ବର, ଚକେଇସିଆଣିରେ ସୁଶାନ୍ତଙ୍କ ରୋଡ ସୋ’

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଏମ୍‌ସିର ୧୧, ୧୦ ଓ ୫ ନମ୍ବର ୱାର୍ଡରେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତଙ୍କ ରୋଡ୍‌ ସୋ’ ଅନୁଷ୍ଠିତ ହୋଇଛି। ହଜାର ହଜାର ବିଜୁ ଜନତା ଦଳ କର୍ମକର୍ତ୍ତାଙ୍କ ଗ୍ରହଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ…

ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ଧୂଆଁଧାର ପ୍ରଚାର

ଚାରିଆଡେ ମିଳୁଛି ଅଭୂତପୁର୍ବ ସମର୍ଥନ ଭୁବନେଶ୍ୱର,(ଚକ୍ରଧର ମାଝି) : ଉତ୍ତର ନିର୍ବାଚନ ମଣ୍ଡଳୀରେ ପ୍ରଚାର ମଇଦାନ ସରଗରମ ହୋଇଛି । ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ଆଜି ଉତ୍ତର ନିର୍ବାଚନ ମଣ୍ଡଳୀର ୪ଟି ୱାର୍ଡରେ ହଜାର ହଜାର ସମର୍ଥକଙ୍କ ଗହଣରେ ଧୂଆଁଧାର ପ୍ରଚାର…

ମହାପ୍ରଭୁଙ୍କ କାମରେ ବି ମିଛ କହୁଛନ୍ତି ଧର୍ମେନ୍ଦ୍ର : ବିଜେଡି

 ଜଗନ୍ନାଥଙ୍କ ନାଁରେ ଦୁଇ ଦୁଇଟି ଡାହା ମିଛ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ନବକଳେବର ପାଇଁ କେନ୍ଦ୍ର ଦେଇଛି ୫୦ କୋଟି ବାସ୍ତବରେ କେନ୍ଦ୍ର ମଞ୍ଜୁର କରିଛି ୧୦ କୋଟି କହିଥିଲେ ଓଡିଶା ଟ୍ରେଜେରୀକୁ ଆସିଛି ଟଙ୍କା ହେଲେ ଟଙ୍କା ଆସିଥିଲା କେନ୍ଦ୍ରୀୟ ସଂସ୍ଥା ଆଇଟିଡିସି ଖାତାକୁ …

ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପାଖରୁ ଦିନିକିଆ ସତସଙ୍ଗ ମା ଅନନ୍ତ.. ତାର କଥା ଅନନ୍ତ..

ଭୁବନେଶ୍ୱର : ମା ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ଶ୍ରୀ ନିଶିକାନ୍ତ ମିଶ୍ର ଓ ସଭାପତି ଡ଼ ନାରାୟଣ ମହାପାତ୍ର ଙ୍କ ସଂଯୋଜନା ରେ ଭଜନ ଓ ମା ଅନନ୍ତ. ତାର କଥା ଅନନ୍ତ (ଦେବି ମହାତ୍ମ୍ୟ )ଦିନିକିଆ ସତସଙ୍ଗ 11.5.24. ସନ୍ଧ୍ୟା 6.30ରେ ଗିରୀଦୁର୍ଗା ମନ୍ଦିର ୟୁନିଟ ୩…

ଯୁବ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଡାବର ଗ୍ଲୁକୋଜ ପକ୍ଷରୁ ଏନର୍ଜାଇଜ୍ ଇଣ୍ଡିଆ କ୍ୟାମ୍ପେନ୍‌ର…

ଭୁବନେଶ୍ୱର : ଡାବର କମ୍ପାନୀର ଅଗ୍ରଣୀ ଇନ୍‌ଷ୍ଟାଂଟ୍ ଏନର୍ଜି ଡ୍ରିଙ୍କ୍ ଡାବର ଗ୍ଲୁକୋଜ ପକ୍ଷରୁ ଦେଶର ଯୁବ କ୍ରୀଡା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ପ୍ରମୁଖ କ୍ରୀଡା ଅନୁଷ୍ଠାନଗୁଡିକରେ ଯୁବ କ୍ରୀଡାବିତ୍‌ମାନଙ୍କ ମଧ୍ୟରେ ଶକ୍ତି ଓ ସାମର୍ଥ୍ୟର ମହତ୍ୱ ସମ୍ପର୍କରେ…