Odia news portal

ବିଜେଡ଼ିରେ ଯୋଗ ଦେଲେ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ

ଭୁବନେଶ୍ୱର : ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ…

ମିଶନ ଶକ୍ତିର ମା’ମାନେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ରହିଛନ୍ତି : ବିଜେଡି

 ମହିଳା ସଶକ୍ତିକରଣ ପାଇଁ ସରକାର ପ୍ରତିବଦ୍ଧ ମିଶନଶକ୍ତିରେ ଅଛନ୍ତି ୭୦ଲକ୍ଷ ମହିଳା ସଦସ୍ୟ ବିନା ସୁଧରେ ଦିଆଯାଉଛି ୧୦ଲକ୍ଷ ଟଙ୍କାର ଋଣ ବିଦେଶ ଯାଉଛନ୍ତି ଓଡିଶାର ମିଶନ ଶକ୍ତି ମା’ ଏସଏଚଜିର ମହିଳାମାନେ ଏବେ ସଫଳ ଉଦ୍ୟୋଗୀ ଭୁବନେଶ୍ବର : ମହିଳାମାନେ ହେଉଛନ୍ତି ଶକ୍ତିର…

ବଡ଼ସାହିରେ ବେତନଟୀରେ ଶ୍ରୀ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

• ମୁଖ୍ୟମନ୍ତ୍ରୀଙ୍କ ଦିନରାତି କଠିନ ପରିଶ୍ରମର ଫଳସ୍ୱରୂପ ମିଶନଶକ୍ତି ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି • ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ • ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ସମସ୍ତଙ୍କ ପାଇଁ…

ଜଳେଶ୍ୱରରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

• ଜଳେଶ୍ୱରରେ ବିଶାଳ ଜନସମୁଦ୍ର ଦେଖି ବିରୋଧିଙ୍କ ନିଦ ହଜିଯାଉଛି • ଜଳେଶ୍ୱର ବିଧାୟକ ପ୍ରାର୍ଥୀଙ୍କୁ କଲେ ଉଚ୍ଚ ପ୍ରଶଂସା • ଜଳେଶ୍ୱରରେ ଯେତେସବୁ ବିକାଶ କାମ ହୋଇଛି, ସେଥିପାଇଁ ଅଶ୍ୱିନୀ ବାବୁ କଠୋର ପରିଶ୍ରମ କରିଛନ୍ତି, ଆପଣଙ୍କ ଅଞ୍ଚଳରେ ପ୍ରକଳ୍ପ କରିବା ପାଇଁ ଦିନରାତି ଲାଗି…

ଇଲିଟି ଫାଉଣ୍ଡେସନ ଶିଶୁ ଶିକ୍ଷାନୁଷ୍ଠାନର ୧୦ମ ଗ୍ରୀଷ୍ମ ଶିବିର ଉଡାନ – ୨ ଅନୁଷ୍ଠିତ

ଭୁବନେଶ୍ବର : ଇଲିଟି ଓୟାଣ୍ଡର ଇୟାର ଓ ହେଲୋକିଡ୍ସ ଖେଳ ବିଦ୍ୟାଳୟରେ ଶିଶୁମାନଙ୍କର ଗ୍ରୀଷ୍ମ ଶିବିର ଉଡାଣ - ୨ ଅନୁଷ୍ଠିତ ହୋଇଯାଇଛି। ଏହା ମେ ୧ ତାରିଖ ଠାରୁ ୨୬ତାରିଖ ପର୍ଯ୍ୟନ୍ତ ଚାଲି ଥିଲା । ଏହି ଶିବିରକୁ ନେଇ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲାମାନଙ୍କ ମନରେ ବହୁ ଆଗ୍ରହ ଓ…

ଲେଖାଶ୍ରୀଙ୍କ ପ୍ରତାପ ଷଡଙ୍ଗୀକୁ ତିନି ଟି ପ୍ରଶ୍ନ ?

ଭୁଵନେଶ୍ଵର : ବାଲେଶ୍ୱରରେ ଜମୁଛି ନିର୍ବାଚନ ପ୍ରଚାର । ଜୁନ ୧ରେ ଏହି ଲୋକସଭା ଆସନରେ ଭୋଟ୍ ପଡିବ । ଏହା ପୂର୍ବରୁ ବିଜେଡିର ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଏବଂ ବିଜେପିର ସାଂସଦ ତଥା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କ ମଧ୍ୟରେ ବୟାନବାଜି ତେଜିିଛି । ନୀଳଗିରି ବିଜେଡି ପକ୍ଷରୁ…

ଭଦ୍ରକ ବାସୁଦେବପୁର ଓ ତିହିଡିରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ବର୍ତ୍ତମାନ ସୁଦ୍ଧା ଆମେ ସଂଖ୍ୟା ଗରିଷ୍ଠତା ପାଇସାରିଛୁତିନି ପର୍ଯ୍ୟାୟରେ ଓଡିଶାର ୧୦୫ଟି ସିଟ୍‌ରେ ନିର୍ବାଚନ ସରିଯାଇଛି, ମହାପ୍ରଭୁଙ୍କ ଆଶୀର୍ବାଦରୁ ବର୍ତ୍ତମାନ ସୁଦ୍ଧାଆମେ ନମ୍ବର ପାଇ ସାରିଛୁ, ନିର୍ବାଚନ ଫଳ ବାହାରିଲେଆପଣମାନେ ଦେଖିବେ ମହାପ୍ରଭୁଙ୍କ ଆଶୀର୍ବାଦରୁ ଜୁନ୍‌ ୯ରେ ନବୀନ…

ପ୍ରଶାନ୍ତ ଜଗଦେବଙ୍କ ଭଳି ଅପରାଧୀଙ୍କୁ ବିଜେପି ସୁରକ୍ଷା ଦେବା ଅତ୍ୟନ୍ତ ଲଜ୍ଜାଜନକ

ପୂର୍ବତନ ବିଜେପି ସଭାପତି ବି ଗୁଣ୍ଡାଙ୍କୁ ସୁରକ୍ଷା ଦେବା ଆଶ୍ଚର୍ଯ୍ୟଜନକବିଜେପି କର୍ମୀଙ୍କୁ ଗାଡି ଚଢାଇ ମାରିବାକୁ ଉଦ୍ୟମ କରିଥିଲେ ଜଗଦେବଇଭିଏମ୍ ଭାଙ୍ଗି ସାଂସଦଙ୍କ ସହ ଫେରାର ବେଳେ ଜଗଦେବଙ୍କୁ ଧରିଥିଲା ପୁଲିସ୍ବିଜେପିର ଏଭଳି ଆଚରଣ ପାଇଁ ବାରମ୍ୱାର ପ୍ରତ୍ୟାଖାନ କରୁଛନ୍ତି…

ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

• ବିରୋଧିଦଳ ନେତା ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି • ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, କାଳିଆ, ମଧୁବାବୁ ପେନ୍‍ସନ୍‍ ଯୋଜନା, ଚାଉଳ କାର୍ଡ ଆଦି କେମିତି…