Odia news portal

ନୂତନ ଫୈ।ଜଦାରୀ ଆଇନ୍ ର କାର୍ଯ୍ୟକାରିତା ସ୍ଥଗିତ ରଖିବାକୁ ଦାବିରେ ନାଗରିକ ପ୍ରତିବାଦ

ଭୁବନେଶ୍ୱର : ଆଜି ଠାରୁ ଅର୍ଥାତ ୧ ଜୁଲାଇ,୨୦୨୪ ଠାରୁ ଭାରତ ସରକାର ସାରା ଦେଶରେ ନୂତନ ଅପରାଧିକ ଆଇନ୍ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି, ଯାହା ମାନବିକ ଅଧିକାର ଉଲ୍ଲଙ୍ଘନ ପାଇଁ ସରକାରଙ୍କ ହାତରେ ଏକ ଅସ୍ତ୍ର ବୋଲି ଅଭିଯୋଗ କରି ଏହି ଆଇନ୍ ଲାଗୁ କରିବା ପୂର୍ବରୁ ପାର୍ଲିଆମେଣ୍ଟର ଉଭୟ

ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦର ସମ୍ବର୍ଦ୍ଧନା ଉତ୍ସବ

ଜିଲ୍ଲାର ସର୍ବାଙ୍ଗିନ ଉନ୍ନତି ନିମନ୍ତେ ଆମେ ପ୍ରତିଶୃତିବଦ୍ଧ- ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଭୁବନେଶ୍ୱର : ଜଗତସିଂହପୁର ଅନେକ ସମ୍ଭାବନା ଓ ଏøତିହ ସମ୍ପର୍ଣ୍ଣ ଜିଲ୍ଲା । ଏହି ଜିଲ୍ଲାର ବିକାଶ ଆମ ସମସ୍ତଙ୍କ ଦାୟିତ୍ୱ । ଜିଲ୍ଲାବାସୀ ଆମକୁ ନିର୍ବାଚିତ କରିଛନ୍ତି । ସେମାନେ ଆମ ଉପରେ

ସେପ୍ଟେମ୍ବର ୨୯ ରୁ କଳିଙ୍ଗ କପ୍, ଅଂଶଗ୍ରହଣ କରିବେ ୩୨ଟି ଦଳ

ଭୁବନେଶ୍ବର : ଦୁଇ ବର୍ଷର ସଫଳତା ପରେ ତୃତୀୟ ଥର ପାଇଁ ଗୋପବନ୍ଧୁ କ୍ଲବ ତରଫରୁ ଭୁବନେଶ୍ୱରର ଗୋପବନ୍ଧୁ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି କଳିଙ୍ଗ ପ୍ରିମିୟର ଲିଗ - ୨୦୨୪ । ଏ ନେଇ କ୍ଲବ ପକ୍ଷରୁ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯାଇଛି । ଚଳିତ ବର୍ଷ ଏହି ଟୁର୍ନାମେଣ୍ଟ ଟିକେ ବଡ଼ ଧରଣର

୧୭ ବର୍ଷ ପରେ ଟି-୨୦ ବିଶ୍ୱକପରେ ପୁଣିଥରେ ଚମ୍ପିୟାନ ହେଲା ଭାରତ

ଭୁବନେଶ୍ୱର : ୧୭ ବର୍ଷ ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ପୁଣିଥରେ ଟି-୨୦ ବିଶ୍ୱକପ୍ ଚମ୍ପିୟାନ ହୋଇଛି ଭାରତ । ଶନିବାର ବାର୍ବାଡୋସ ବ୍ରିଜଟାଉନରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ରୋମାଞ୍ଚକର ବିଜୟ ହାସଲ କରିଛି

ସିଆଇଆଇ ‘ଫାର୍ମ ୨ ଫୋର୍କ’ର ୧୦ମ ସଂସ୍କରଣରେ କୃଷି ରପ୍ତାନିରେ ଉନ୍ନତିର ସମ୍ଭାବନା ଉପରେ ଆଲୋକପାତ

ଭୁବନେଶ୍ୱର : କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ସିଆଇଆଇ ଫାର୍ମ୨ଫୋର୍କର ୧୦ମ ସଂସ୍କରଣ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ରାଜ୍ୟର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ସାମଗ୍ରୀର ରପ୍ତାନି ବୃଦ୍ଧିର ସୁଯୋଗ ଉପରେ ଆଲୋକପାତ କରାଯାଇଛି । ଓଡ଼ିଶା ଏକ

ଵଵିଙ୍କ ଜନ୍ମଦିନରେ ବିଶାଳ ରକ୍ତଦାନ ଶିବିର

ଭୁବନେଶ୍ୱର : ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଉପଲକ୍ଷେ ପଟିଆ ସ୍ଥିତ ଡ଼ଲଫିନ ଗାର୍ଡେନ ଠାରେ ଆୟୋଜିତ ଏକ ରକ୍ତଦାନ ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ରକ୍ତଦାନ ଏକ ମହତ କାର୍ଯ୍ୟ ତଥା, ଜୀବନ ରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତିପୋଷଣ

ମହାନଦୀ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ବକ୍ତବ୍ୟ ଦୁର୍ଭାଗ୍ୟଜନକ ଓ ବିଭ୍ରାନ୍ତିକର : ବିଜେଡି

ଟ୍ରିପଲ ଇଞ୍ଜିନ୍ ସରକାରରେ ବାହାନା ଖୋଜିବା ବଦଳରେ ମହାନଦୀ ସମସ୍ୟାର ସମାଧାନ କରୁ ବିଜେପି ସରକାର ତତ୍କାଳୀନ ବିଜେଡି ସରକାର ଓ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁଁ ହିଁ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇପାରିଥିଲା ଭୁୁବନେଶ୍ୱର : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମାନ୍ୟବର ରାଜସ୍ୱ

ଡ୍ରେନରୁ ପଙ୍କୋଦ୍ଧାର କାମ ତୁରନ୍ତ ସାରିବାକୁ ମେୟରଙ୍କର କଡା ନିର୍ଦେଶ

 ଜନହିତ ଦୃଷ୍ଟିରୁ ତୁରନ୍ତ କାମସାର-ମେୟର ମୁଖ୍ୟ ଡ୍ରେନ କାମ ସାରିବାକୁ କିଛି ସମୟ ମାଗିଲେ ଏଜେନ୍ସି ଭୁବନେଶ୍ୱର, (ଚକ୍ରଧର ମାଝି) : ତୁରନ୍ତ ଡ୍ରେନରୁ ପଙ୍କୋଦ୍ଧାର କାମ ସାରିବାକୁ ତାଗିଦ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ର ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ।

ସିଫେରର୍ସ ମାନଙ୍କୁ ନେଇ ସ୍ୱତନ୍ତ୍ର କର୍ମଶାଳା ଆୟୋଜିତ

ଭୁବନେଶ୍ବର : ଆଜି ସିଫେରର୍ସ ବା ନାବିକମାନଙ୍କୁ ନେଇ ଏକ ସ୍ବତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାର ଲକ୍ଷ୍ୟ ଥିଲା ମର୍ଚ୍ଚାଣ୍ଟ ନେଭି ଶିକ୍ଷା ଲାଭ କରୁଥିବା ପ୍ରଶିକ୍ଷାର୍ଥୀଙ୍କ ପାଇଁ କେମିତି ରହିବ ରୋଜଗାର ଖୋଜିବାର ସଠିକ୍ଉ ପାୟ । ଏହା ସହିତ ନାବିକଙ୍କ ଅଭିଯୋଗର

ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଦେବସ୍ନାନ ପୁର୍ଣିମା ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଆଜି ମହାପ୍ରଭୁଙ୍କ ସ୍ନାନ ଯାତ୍ରା ୧୦୮ କୁମ୍ଭ ସୁବାସିତ ଜଳରେ ଦିବ୍ୟସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ଅନୁଯାଇ ଦଇତାପତି ସେବାୟତ ମାନେ ଶୃଙ୍ଖଳାର ସହ ଶ୍ରୀମନ୍ଦିରରେ ସମସ୍ତ କାର୍ଯ୍ୟକ୍ରମ କରିଛନ୍ତି । ଆଜି ଭୋର୍ ୬ଟା ମଧ୍ୟରେ