Odia news portal

ଜଳେଶ୍ୱରରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

• ଜଳେଶ୍ୱରରେ ବିଶାଳ ଜନସମୁଦ୍ର ଦେଖି ବିରୋଧିଙ୍କ ନିଦ ହଜିଯାଉଛି

• ଜଳେଶ୍ୱର ବିଧାୟକ ପ୍ରାର୍ଥୀଙ୍କୁ କଲେ ଉଚ୍ଚ ପ୍ରଶଂସା

• ଜଳେଶ୍ୱରରେ ଯେତେସବୁ ବିକାଶ କାମ ହୋଇଛି, ସେଥିପାଇଁ ଅଶ୍ୱିନୀ ବାବୁ କଠୋର ପରିଶ୍ରମ କରିଛନ୍ତି, ଆପଣଙ୍କ ଅଞ୍ଚଳରେ ପ୍ରକଳ୍ପ କରିବା ପାଇଁ ଦିନରାତି ଲାଗି ପଡ଼ନ୍ତି

• ସୁବର୍ଣ୍ଣରେଖା ନଦୀରେ ଚରମରାଠାରେ ୧୨୫ କୋଟି ଟଙ୍କାରେ ସେତୁ କରାଯାଇଛି, ନଦୀରେ Stone Packing କରାଯାଇଛି

• ଏସବୁ କାମ ପାଇଁ ଅଶ୍ୱିନୀ ବାବୁ ଚୁପ୍‍ଚାପ୍‍ ଶାନ୍ତିରେ କାମ କରନ୍ତି

• ଅଶ୍ୱିନୀ ବାବୁ ଜଣେ ଆଦର୍ଶ ଲୋକ ପ୍ରତିନିଧି

• ଆପଣ ଏଠାରୁ ଜଣେ ସାଂସଦ ପଠାଇଥିଲେ, ସେ ଆପଣଙ୍କ ପାଇଁ କିଛି କାମ କଲେ କି ?

• ସ୍କୁଲ ରୂପାନ୍ତର, ମନ୍ଦିର ମସ୍‍ଜିଦ ଚର୍ଚ୍ଚ ରୂପାନ୍ତର ଆଦି କାମରେ ସହଯୋଗ କଲେ କି ?

• ଏ ମାଟର ଲୋକ ହୋଇ ଏ ମାଟିକୁ ଭୁଲିଗଲେ, ମନ୍ତ୍ରୀ ହେଲେ କିନ୍ତୁ ନିଜ ଅଞ୍ଚଳ ପାଇଁ ଗୋଟିଏ ବି କାମ କଲେ ନାହିଁ

• ଆମ ଭଉଣୀ ସାଂସଦ ହେଲେ ଏ ମାଟି ପାଇଁ ଦିନରାତି କାମ କରିବେ

• ସାରା ଓଡ଼ିଶା ଜାଣେ, ସମସ୍ତେ ଜାଣନ୍ତି ଯେ, ନବୀନ ପଟ୍ଟନାୟକ ଜୁନ ୯ ତାରିଖ ଦିନ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

• ପ୍ରଥମ ଦସ୍ତଖତରେ ଆପଣମାନଙ୍କର, ୯୦ ପ୍ରତିଶତ ଲୋକଙ୍କର ବିଜୁଳି ବିଲ୍‍ ଛାଡ଼୍‍ କରିବେ

• ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବି,ଏସ୍‍.କେ.ୱାଇରେ ସାମିଲ କରିବେ

• ତୃତୀୟ ଦସ୍ତଖତରେ ମିଶନଶକ୍ତି ମା’ମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ଦେବେ

• ଚତୁର୍ଥ ଦସ୍ତଖତରେ ନୂଆ-ଓ ସ୍କଲାରସିପ ରାଶି ପରିମାଣକୁ ବୃଦ୍ଧି କରିବେ, ଝିଅ ପିଲା ପାଇବେ ୧୪ ହଜାର, ପୁଅ ପିଲା ପାଇବେ ୧୨ ହଜାର

• ବହୁ ସଂଖ୍ୟାରେ ଭୋଟ ଦେବାକୁ ମା’ମାନଙ୍କୁ ନିବେଦନ କଲେ

• ଗତଥର ଜଳେଶ୍ୱରରୁ ୩୦ ହଜାର ମାର୍ଜିନ ମିଳିଥିଲା

• କଥା ରହିଲା, ଏଥର ୫୦ ହଜାର ମାର୍ଜିନ ମିଳିବ, ଜନତା ଦେଲେ ସମ୍ମତି

You might also like
Leave A Reply

Your email address will not be published.