Odia news portal

ଅଲ୍ ଟାଇମ୍ ଫିଟ୍‌ନେସ୍‌ର ଷ୍ଟୁଡିଓ ଲଞ୍ଚ୍‌

ଭୁବନେଶ୍ୱର : ଭୁବନେଶ୍ୱରରେ ପଟିଆ-ଇନ୍‌ଫୋସିସ୍ ରୋଡ୍‌ରେ ଥିବା ଅଲ୍ ଟାଇମ୍ ଫିଟ୍‌ନେସ୍ (ଏଟିଏଫ୍‌) ଜିମ୍ ପକ୍ଷରୁ ଶନିବାର ଏକ ଷ୍ଟୁଡିଓ ଲଞ୍ଚ୍ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମିଷ୍ଟର୍ ୱାର୍ଲ୍ଡ, ମିଷ୍ଟର୍ ଏସିଆ ବିଜେତା ୟତୀନ୍ଦର ସିଂହ, ଏଟିଏଫ୍‌ର ଫାଉଣ୍ଡର୍ ବିଜନ…

ହରିଦ୍ଵାରରେ ଆଜି ଠାରୁ ଆରମ୍ଭ ହେଲା ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ହରିଦ୍ୱାରରେ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆରମ୍ବ କରାଯାଇଛି । ଓଡିଶାରୁ ପ୍ରାୟ ୨୦୦ ଉର୍ଦ୍ଧ୍ବ ମହାପ୍ରଭୁଙ୍କୁ ଭଲ ପାଉଥିବା ଭକ୍ତ ଆଜି ହରିଦ୍ୱାର ଠାରେ ପହଂଚି…

ବିରୋଧୀ ଦୁର୍ବଳ ନବୀନଙ୍କ ବଳ ଦେଶ ବି ଦେଖିବ ପୁଣି

ନେତା ବୁଲାବୁଲି ସରିଗଲା କାଲିଆଉ ତ ପ୍ରଚାର ନାହିଁଆମଦାନୀନେତା କାହିଁକି ଅଯଥାଓଡ଼ିଶା ଆସିବେ ଧାଇଁ । ବିଜେପିଦଳର ନିର୍ବାଚନ ଭାରଦିଲ୍ଲୀ ନେତା କରୁଥିଲେଆମରିନବୀନ ବୁଲି ରାତିଦିନ ଏକାକୀ ଲଢେ଼ଇ କଲେ ।ପଚିଶିବରଷ ବିଜେପି କଂଗ୍ରେସଯାଇଛନ୍ତି ଘରେ ଶୋଇହେଲେ ନିର୍ବାଚନ ହୋଇକି…

କମନମ୍ଯାନ୍ ଷ୍ଟାଇଲରେ ବୁକ ଷ୍ଟୋରରୁ ବହି କିଣିଲେ ନବୀନ

ଭୁବନେଶ୍ବର : ମାସେ ଧରି ମାରାଥନ୍ କ୍ଯାମ୍ପେନ୍ ପରେନିର୍ବାଚନୀ ଟେନସନରୁ ଓହ୍ଲାଇଥିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ରିଲାକ୍ସ ପାଇଁ ଆଜି ସନ୍ଧ୍ଯା ସାଢେ ସାତଟା ବେଳେ ମାଷ୍ଟରକ୍ଯାଣ୍ଟିନ ସ୍ଥିତ ମଡର୍ଣ୍ଣ ବୁକ ଡିପୋରେ ପହଞ୍ଚିଥିଲେ ନବୀନ। ଗାଡ଼ିରୁ ଓହ୍ଲାଇ କମନମ୍ଯାନ୍ ଷ୍ଟାଇଲରେ ବୁକ…

ମାଲାବାର ସୁନା ଓ ପ୍ରିସିଆ ଗହଣା ମହୋତ୍ସବର ଶୁଭାରମ୍ଭ

ଭୁବନେଶ୍ୱର : ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ସୋ'ରୁମ୍ ପକ୍ଷରୁ ‘ଏରା ଓ ପ୍ରେସିଆ ଜୁଏଲାରୀ ଫେଷ୍ଟିଭାଲ୍‌' ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ସୁନା, ହୀରା ଓ ମୂଲ୍ୟବାନ ରତ୍ନ ଅଳଙ୍କାରର ସ୍ୱତନ୍ତ୍ର ପ୍ରଦର୍ଶନୀ ଓ ବିକ୍ରି ହୋଇଛି । କାଳଜୟୀ ସୌନ୍ଦର୍ଯ୍ୟ…

ତନେଇରା ପକ୍ଷରୁ ସାବିତ୍ରୀ, ରଜ ପର୍ବ ଅଫର : ୨୦,୦୦୦ ଟଙ୍କାର ଶପିଂରେ ସ୍ବତନ୍ତ୍ର ଗୋଲ୍ଡ କଏନ୍ ଅଫର

ଭୁବନେଶ୍ୱର : ସାବିତ୍ରୀ ବ୍ରତ ଏବଂ ରଜ ପର୍ବର ଉତ୍ସାହ ବଢ଼ାଇବା ପାଇଁ ଟାଟା ପ୍ରଡକ୍ଟ ତନେଇରା ପକ୍ଷରୁ ଅଣାଯାଇଛି ସ୍ବତନ୍ତ୍ର ଗୋଲ୍ଡ କଏନ୍ ଅଫର। ଏହା ଅନ୍ତର୍ଗତ ମେ’ ୩୧ରୁ ଜୁନ୍ ୧୬ ପର୍ଯ୍ୟନ୍ତ ଭୁବନେଶ୍ଵର ଷ୍ଟେସନ ସ୍କୋୟାରସ୍ଥିତ ତନେଇରା ଷ୍ଟୋରରୁ ଗ୍ରାହକ ଆକର୍ଷଣୀୟ ଅଫର୍‌ର ଲାଭ…

ଟଙ୍କା ପାଇଁ ବୋହୂକୁ ପିଟିପିଟି ମାରିଦେଲେ ଶାଶୁଘର ଲୋକେ !

ନୟାଗଡ଼ : ପାରିବାରିକ କଳହର କରୁଣ ପରିଣତି। ଟଙ୍କା ପାଇଁ ବୋହୂକୁ ପିଟିପିଟି ମାରିଦେଲେ ଶାଶୁଘର ଲୋକେ। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଏଭଳି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ଜଣକ ହେଲେ ପଦ୍ମିନୀ ପ୍ରଧାନ। ସେ ଶିକ୍ଷୟିତ୍ରୀ ଭାବେ ଓଡଗାଁ ଆଦର୍ଶ…

ରାଜଧାନୀରେ ବାର ଡ୍ରାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର : ରାଜଧାନୀରେ ବାର ଡ୍ରାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରେ ରକ୍ତାକ୍ତ ଅବସ୍ଥାରେ ପଡିଛି ମୃତଦେହ । ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ନଗରରେ ଘଟିଛି ଅଭାବନୀୟ ଅଘଟଣ। ମୃତ ଯୁବତୀଙ୍କ ଛଦ୍ମନାମ ଚାରୁ । ଘର ଚଣ୍ଡୀଗଡ଼ । କଟକ ରୋଡର ଏକ ଡ୍ୟାନ୍ସ ବାରରେ କାମ କରୁଥିଲେ ଉକ୍ତ…