Odia news portal

ତନେଇରା ପକ୍ଷରୁ ସାବିତ୍ରୀ, ରଜ ପର୍ବ ଅଫର : ୨୦,୦୦୦ ଟଙ୍କାର ଶପିଂରେ ସ୍ବତନ୍ତ୍ର ଗୋଲ୍ଡ କଏନ୍ ଅଫର

ଭୁବନେଶ୍ୱର : ସାବିତ୍ରୀ ବ୍ରତ ଏବଂ ରଜ ପର୍ବର ଉତ୍ସାହ ବଢ଼ାଇବା ପାଇଁ ଟାଟା ପ୍ରଡକ୍ଟ ତନେଇରା ପକ୍ଷରୁ ଅଣାଯାଇଛି ସ୍ବତନ୍ତ୍ର ଗୋଲ୍ଡ କଏନ୍ ଅଫର। ଏହା ଅନ୍ତର୍ଗତ ମେ’ ୩୧ରୁ ଜୁନ୍ ୧୬ ପର୍ଯ୍ୟନ୍ତ ଭୁବନେଶ୍ଵର ଷ୍ଟେସନ ସ୍କୋୟାରସ୍ଥିତ ତନେଇରା ଷ୍ଟୋରରୁ ଗ୍ରାହକ ଆକର୍ଷଣୀୟ ଅଫର୍‌ର ଲାଭ ଉଠାଇପାରିବେ। ୨୦,୦୦୦ ଟଙ୍କା କିମ୍ବା ତଦୁର୍ଦ୍ଧ୍ଵ ମୂଲ୍ୟର ସପିଂ କଲେ ଗ୍ରାହକ ଉପହାର ଆକାରରେ ପାଇପାରିବେ ୦.୨ ଗ୍ରାମ ତନିସ୍କ ଗୋଲ୍ଡ କଏନ୍ । ଏହାସହିତ ବ୍ରାଣ୍ଡ ପକ୍ଷରୁ ଶାଢ଼ି ଉପରେ ୨୦% ପର୍ଯ୍ୟନ୍ତ ଏବଂ କୁର୍ଭା ଉପରେ ୪୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି।

ପର୍ବର ସାମାଜିକ ଏବଂ ସାଂସ୍କୃତିକ ମହତ୍ଵକୁ ମାନ୍ୟତା
ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏ ଅଫର । ସାଧାରଣତଃ
ପିନ୍ଧି ଉପବାସ କରି ଉତ୍ସବକୁ ପାଳନ୍ତି । ଏ ଅଫର ସାରା
ରଖିଛି। ଦେଇ ଗ୍ରାହକଙ୍କୁ ସର୍ବୋତ୍ତମ ସେବା ଯୋଗାଇବା ଦିଗରେ ବ୍ରାଣ୍ଡର ଅଦମ୍ୟ ସାବିତ୍ରୀରେ ବିବାହିତ ମହିଳାମାନେ ନୂଆ ବିଶେଷକରି ପାରମ୍ପରିକ ପୋଷାକ ରାଜ୍ୟରେ ଥିବା ଏହି ମହିଳାମାନଙ୍କ ଉତ୍ସବ ମୁଖ୍ୟକୁ ବଢ଼ାଇବାର ଲକ୍ଷ୍ୟ ଗ୍ରାହକ ଶୁଦ୍ଧତା ଏବଂ ଆବେଗ ସହ ପ୍ରସ୍ତୁତ ହାତବୁଣା ଡ୍ରେସ୍‌ର ବ୍ୟାପକ ରେଞ୍ଜ୍ ତନେଇରା ଷ୍ଟୋରରୁ ପାଇପାରିବେ। ଭାରତର ୧୦୦ରୁ ଊର୍ଦ୍ଧ୍ବ ବୟନ କ୍ଲଷ୍ଟରରୁ ଶୁଦ୍ଧ ଏବଂ ପ୍ରାକୃତିକ ଫ୍ୟାବ୍ରିକ୍ସରେ ଏସବୁ ପ୍ରସ୍ତୁତ । ଗୋଟିଏ ଛାତ ତଳେ ଦେଶର କୋଣ ଅନୂକୋଣର ଶାଢ଼ି ପାଇପାରିବେ ଗ୍ରାହକ। କାଞ୍ଜିବରମ ଏବଂ ବନାରସୀଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ବେଙ୍ଗଲ୍ ସିଲ, ମୁର୍ସିଦାବାଦ ସିଲ୍‌, ସାଉଥ୍ ସିଲ୍‌ ଏବଂ ଏୟୋଡୋରି ସିଲ୍‌ କଟନ ଆଦି ତନେଇରାର ସ୍ବତନ୍ତ୍ର ଉତ୍ପାଦମାଳା ସାବିତ୍ରୀ ବ୍ରତ ଏବଂ ରଜପର୍ବର ପରମ୍ପରାକୁ ଏକଦମ୍ ଷ୍ଟାଇଲ୍‌ରେ ପାଳନ କରିବାର ସୁଯୋଗ ଦେଉଛି, ଯାହାଦ୍ୱାରା ଗ୍ରାହକ ସ୍ମରଣୀୟ ଅନୁଭୂତି ଲାଭ କରିପାରିବେ ।

ଓଡ଼ିଶାରେ ଥିବା ସମସ୍ତ ତନେଇରା ଷ୍ଟୋରରୁ ଗ୍ରାହକ ସିଗ୍‌ନେଚର କଲେକ୍ସନ ଅନ୍ତର୍ଗତ ଅତି ସୁନ୍ଦର ରେଡି-ଟୁ-ୱେର୍ କୁର୍ଭା ଏବଂ
କୁର୍ଭା ସେଟ୍ ପାଇପାରିବେ । ତନେଇରା ବିଷୟରେ:ତନେଇରା ହେଉଛି ଟାଟା ଗ୍ରୁପ୍ କମ୍ପାନି ଅଧୀନ ଟାଇଟନ୍ ପକ୍ଷରୁ ମହିଳାଙ୍କ ଏଥନିକ୍ ୱେର୍ ବ୍ରାଣ୍ଡ । ଏହା ଅନନ୍ୟ ଡିଜାଇନ୍ ଶାଢ଼ି, ବ୍ଲାଉଜ୍ ଏବଂ ରେଡି-ଟୁ-ୱେର୍ କୁର୍ଭା ସେଟ୍ ଉପଲବ୍ଧ କରାଇଥାଏ । ଭାରତର ୧୦୦ରୁ ଊର୍ଦ୍ଧ୍ବ ବୟନ କୃଷ୍ଟରରୁ ଶୁଦ୍ଧ ଏବଂ ପ୍ରାକୃତିକ ପ୍ୟାଟ୍ରିକ୍ସରେ ଏସବୁ ପ୍ରସ୍ତୁତ । ଭାରତର କୋଣ ଅନୁକୋଣରୁ ସର୍ବଶ୍ରେଷ୍ଠ କାରିଗରୀକୁ ଗୋଟିଏ ଛାତ ତଳେ ଉପଲବ୍ଧ କରାଇଛି ତନେଇରା। ଟାଟାର ଭରସାରୁ ପ୍ରସ୍ତୁତ ତନେଇରା ପ୍ରଗତିଶୀଳ ଭାରତୀୟ ମହିଳାଙ୍କୁ ବହୁବିଧ କାରିଗରୀ ଏବଂ ଅନନ୍ୟ କ୍ରାଫ୍ଟ ଓ ଡିଜାଇନ୍‌ରେ ପ୍ରସ୍ତୁତ ଉତ୍ପାଦ ଯୋଗାଉଛି। ଉତ୍ସବ ହେଉ ଅବା ବିବାହ କିମ୍ବା ସ୍ୱତନ୍ତ୍ର ଅବସର, ତନେଇରା ମହିଳାଙ୍କ ପ୍ରତିଦିନ ଫ୍ୟାଶନ ତଥା ପ୍ରତି ଅବସର ପାଇଁ ଉତ୍ପାଦ ଯୋଗାଉଛି। ସମଗ୍ର ଦେଶରେ ବୁଣାକାର ସମୁଦାୟ ସହିତ କାର୍ଯ୍ୟ କରୁଛି ତନେଇରା। ବୟନ ପ୍ରଯୁକ୍ତିକୁ ଆଧୁନିକ କରିବା ନିମନ୍ତେ ଏହା ମଧ୍ୟ ‘ୱେଭରଶାଳା’ ନାମରେ ଏକ ଅଭିଯାନ ଆରମ୍ଭ କରିଛି। ଏହାସହିତ ପରବର୍ତ୍ତୀ ପିଢ଼ି ପାଇଁ ହାତବୁଣା ପାରମ୍ପରିକ ପଦ୍ଧତିକୁ ବି ବଞ୍ଚାଇ ରଖିଛି ତନେଇରା।

ଏହାସହିତ ସ୍ଥାନୀୟ ବୁଣାକାର ନେତୃତ୍ବାଧୀନ ସଂସ୍ଥାଗୁଡିକ ସହଯୋଗିତାରେ ଏହା ବୁଣାକାରମାନଙ୍କ ପାଇଁ ଫ୍ରେମ୍ ଲୁମ୍ ସହିତ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟଶାଳା ସୁବିଧା ଉପଲବ୍ଧ କରାଇଛି। ସମ୍ପ୍ରତି ଦେଶବ୍ୟାପୀ ୧୮ଟି ୱେଭରଶାଳା କାର୍ଯ୍ୟ କରୁଛି। ୨୦୧୭ରେ ଆରମ୍ଭ ହୋଇଥିବା ତନେଇରା ଗ୍ରାହକଙ୍କୁ ଏକ ସ୍ଵତନ୍ତ୍ର ଏବଂ ଆରାମଦାୟକ ବ୍ରାଉଜିଂ ଅନୁଭୂତି ପ୍ରଦାନ କରୁଛି। ଷ୍ଟୋରରେ
ଥିବା ଷ୍ଟାଫମାନଙ୍କର ଉତ୍ପାଦ ଉପରେ ବିସ୍ତୃତ ଜ୍ଞାନ ରହିଛି। ୩୮ଟି ସହରରେ ୭୬ ଷ୍ଟୋର ସହିତ ଏକ ମଜଭୁତ ନେଶ୍ୱର୍କ ମାଧ୍ୟମରେ
ଏହା ମାନଯୁକ୍ତ ସେବା ପ୍ରଦାନ କରୁଛି। ସମସ୍ତ ପ୍ରମୁଖ ମେଟ୍ରୋ ହଗୁଡ଼ିକରେ ତନେଇରାର ଉପସ୍ଥିତି ରହିଛି। ପ୍ରମୁଖ ଟିୟର-୧
ଏବଂ ଟିୟର-୨ ସହରଗୁଡ଼ିକରେ ଏହା ଉପସ୍ଥିତି ମଜଭୁତ କରୁଛି। ତନେଇରା ମଧ୍ୟ ଅନ୍‌ଲାଇନ୍ WWW.taneira.com
ରେ ଉପଲବ୍ଧ।

You might also like
Leave A Reply

Your email address will not be published.