Odia news portal

Recent Posts

କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ହେବ ୭୦ତମ ଓଡ଼ିଶା ରାଜ୍ୟ ସିନିଅର ଆଥଲେଟିକ୍ସ ଚ୍ୟାମ୍ପିଅନ୍‌ଶିପ୍ ୨୦୨୪

ଭୁବନେଶ୍ୱର : ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ଆଥଲେଟିକ୍ସ ଅସୋସିଏସନ ର ଯୁଗ୍ମ ଉଦ୍ୟମ ରେ, ୭୦ତମ ଓଡ଼ିଶା ରାଜ୍ୟ ସିନିଅର ଆଥଲେଟିକ୍ସ ଚ୍ୟାମ୍ପିଅନ୍‌ଶିପ୍ ୨୦୨୪ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ୍‌ରେ ୧୮-୨୦ ସେପ୍ଟେମ୍ବର ୨୦୨୪ ମଧ୍ୟ ରେ ଅନୁଷ୍ଠିତ ହେବ। ଏହି ୩ ଦିନିଆ…

ସୁଭଦ୍ରା ଯୋଜନା ନାମରେ ଓଡ଼ିଶାର ମହିଳାଙ୍କୁ ପ୍ରବଞ୍ଚନା କରିଛି ବିଜେପି : ବିଜେଡି

ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଭୁଲିଗଲା ବିଜେପି ବିଭିନ୍ନ ମାନଦଣ୍ଡ ଯୋଗୁଁ ଯୋଜନାରୁ ବାଦ୍ ପଡ଼ିବେ ରାଜ୍ୟର ଅନେକ ମହିଳା ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ସମାଲୋଚନା କରିଛନ୍ତି ବିଜେଡି…

ବିଜେପି ଇତିହାସକୁ ବିକୃତ କରିବାର ହୀନ ଉଦ୍ୟମ କରୁଛି : ବିଜେଡି

ମହାମନିଷୀଙ୍କୁ ଅପବାଦରେ ପକାଉଛି ବିଜେପି ପ୍ରଧାନମନ୍ତ୍ରୀଙ୍କ ଆଗରେ ଓଡ଼ିଶାରେ ଇନଷ୍ଟିଚ୍ୟୁଟ୍ ଅଫ ଏମିନେନ୍ସ ସ୍ଥାପନ କରିବାକୁ ଦାବି ରଖିବ କି ବିଜେପି ? ଭୁବନେଶ୍ୱର : ରେଭେନ୍ସାର ନାଁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି…

କୋଇଲା ରୟାଲିଟି ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ : ବିଜେଡି

କୋଇଲା ରୟାଲିଟି ସଂଶୋଧନ ନ ହେବାରୁ ଓଡ଼ିଶା ହରାଉଛି ବାର୍ଷିକ ୧୦ ହଜାର କୋଟି ଟଙ୍କା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତି । ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ କୋଇଲା ରୟାଲିଟି ସଂଶୋଧନ କରିବାକୁ…

ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର ଫେବୃଆରୀ ୮ ରେ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କୁ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ସମ୍ପାଦକ ପ୍ରଭାକର ମଲ୍ଲିକ ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ଉପ ସଭାପତି ବୈକୁଣ୍ଠ ମହାପାତ୍ର ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର ପ୍ରମୁଖ କୁଞ୍ଜିଆ ପାଟଣା ଭାଗବତ ସପ୍ତାହରେ ବାବା…

ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପ୍ରତିନିଧିଙ୍କ ଆଲୋଚନା

ଭୁବନେଶ୍ବର : ଓଡ଼ିଶାରେ କାର୍ଯ୍ୟରତ କ୍ରୀଡ଼ା ସାମ୍ବାଦିକଙ୍କୁ ନେଇ ଗଠିତ ରାଜ୍ୟ ସଂଘ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ)ର ଏକ ପ୍ରତିନିଧି ମଣ୍ଡଳି ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ଦାବି ବିଷୟରେ ଆଲୋଚନା…

ଏଚ୍ଏଆଇ ଓଡ଼ିଶା ଚାପଟର ଉନ୍ମୋଚନ

ଭୁବନେଶ୍ୱର: ଭାରତର ହୋଟେଲଗୁଡ଼ିକର ସର୍ବୋଚ୍ଚ ସଂସ୍ଥା ହୋଟେଲ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଚ୍ଏଆଇ)ର ସମ୍ମାନିତ ସମ୍ପାଦକ ଡଃ ଜେ.କେ.ମହାନ୍ତିଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଚାପ୍ଟରର ଶୁଭାରମ୍ଭ କରାଯାଇଛି । ନିଯୁକ୍ତି ସୃଷ୍ଟି କରିବା, ଜାତୀୟ, ଆଂଚଳିକ ଏବଂ ସ୍ଥାନୀୟ ଅର୍ଥନୀତିରେ ଉଲ୍ଲେଖନୀୟ…

‘ମନ ମୋର କାଗଜ ଗୁଡ଼ି’ର ସ୍ୱତନ୍ତ୍ର ପ୍ରଦର୍ଶନ

ଭୁବନେଶ୍ୱର : ସୁମିତ୍ରା ଏଣ୍ଟରନେଟମେଣ୍ଟ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’ର ସ୍ୱତନ୍ତ୍ର ସଂଖ୍ୟା ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମ ଲୋକମାନଙ୍କ ସହିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ବିଭାଗର ଯୁଗ୍ମ ସଚିବ…

ଦଳୀୟ ନେତାଙ୍କ ଚାପରେ ଅସହାୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଚାପର ବଶବର୍ତ୍ତୀ ହୋଇ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତି । ପ୍ରସଙ୍ଗରେ ୟୁ ଟର୍ଣ୍ଣ ନେଲେ ମୁଖ୍ୟମନ୍ତ୍ରୀ: ବିଜେଡିହାଇକୋର୍ଟ ବେଞ୍ଚ ପ୍ରତି । ପ୍ରସ୍ତାବ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଦିଅନ୍ତୁ ଭୁବନେଶ୍ୱର : ଓଡ଼ିଶା ରାଜନୈତିକ ଇତିହାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ…

ନଭେମ୍ବର ୮ ରୁ ଆନ୍ତର୍ଜାତୀୟ ଜଗନ୍ନାଥ ମହୋତ୍ସବ ୨୦୨୪

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ଵର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ନଭେମ୍ବର ୮ ତାରିଖ ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ନୟାପଲ୍ଲୀ ଅଞ୍ଚଳରେ ଥିବା କସ୍ତୁରବା (ରାବଣ ପୋଡି) ପଡିଆ…

ରାଜ୍ୟସ୍ତରୀୟ ଆଲୋଚନା

ଭୁବନେଶ୍ୱର: ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ, କଳିଙ୍ଗ ଗ୍ରୁପ୍ ଅଫ୍ ଇନ୍ଷ୍ଟିଟ୍ୟୁଶନ୍ସ (କେଜିଆଇ) ପକ୍ଷରୁ ଆସୋଚାମ୍, ଏଏଫ୍ଏସ୍ଏ ଓ ଇଗ୍ନାଇଟିଙ୍ଗ୍ ମାଇଣ୍ଡ୍ସ ସହ ସହଭାଗିତାରେ ଏକ ଇଣ୍ଡଷ୍ଟ୍ରୀ-ଏକାଡେମିଆ କନେକ୍ଟ ଇଭେଂଟ୍ର ଆୟୋଜନ କରାଯାଇଛି । ଯାଜପୁରର ତାରାପୁରସ୍ଥିତ କେଜିଆଇ କନ୍ଫରେନ୍ସ…

ଓଡିଏମ୍‌ରେ ‘ଗୁରୁସମ୍ବର୍ଦ୍ଧନା’ ଉତ୍ସବ ପାଳିତ

ଭୁବନେଶ୍ୱର : ଭାରତୀୟ ସଂସ୍କୃତିରେ ଗୁରୁଶିଷ୍ୟ ପରମ୍ପରାକୁ ଉଜ୍ଜିବୀତ କରିବା ପାଇଁ ପଟିଆସ୍ଥିତ ଓ.ଡି.ଏମ୍‌. ପବ୍ଳିକ୍ ସ୍କୁଲ୍ ପରିସରରେ ଗୁରୁବାର ଦିନ ପୂର୍ବତନ ରାଷ୍ଟ୍ରପତି, ଦାର୍ଶନିକ ତଥା ଉଚ୍ଚାଙ୍ଗ ଶିକ୍ଷାଧାରାର ପ୍ରବର୍ତକ ରାଷ୍ଟ୍ରଗୁରୁ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିନ…

କସ୍ତୁରବା ଶିକ୍ଷା ଶ୍ରମରେ ବିଜ୍ଞାନ ମେଳା ଅନୁଷ୍ଠିତ

ଭୁବନେଶ୍ୱର : ଆଜି ନୟାପଲ୍ଲୀ ସ୍ଥିତ କସ୍ତୁରବା ଶିକ୍ଷା ଶ୍ରମରେ ଅନୁଷ୍ଠିତ ହୋଇଅଛି ବିଜ୍ଞାନମେଳା, ବାଟିକା ପ୍ରଦର୍ଶନୀ, ତଥା ମୀନାବଜାର । ଉଦ୍‌ଘାଟନୀ ଏବଂ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥୁ ରୂପେ ୩୭ ନଂ ୱାର୍ଡର କର୍ପୋରେଟର ଶ୍ରୀମତୀ ବନ୍ଦିତା ପାଲ୍ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ…

ବର୍ତ୍ତମାନର ସରକାର କେବଳ ନବୀନଙ୍କ ସମୟରେ ହୋଇଥିବା ପ୍ରକଳ୍ପର ରିବନ କାଟୁଛନ୍ତି : ବିଜେଡି

ନବୀନଙ୍କ କାମର ଶ୍ରେୟ ନେବା ପାଇଁ ବ୍ୟଗ୍ର ଆଜିର ସରକାରଓଡିଶାକୁ ସେମି କଣ୍ଡକ୍ଟର ହବ କରିବାରେ ନବୀନ ସରକାରଙ୍କ ଭୂମିକା ଅନନ୍ୟ ଭୁବନେଶ୍ୱର : ବର୍ତ୍ତମାନର ବିଜେପି ସରକାର କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା ଅନେକ କାର୍ଯ୍ୟଗୁଡିକର ରିବନ କାଟି ଉଦଘାଟନ କରୁଛନ୍ତି ଓ ଶ୍ରେୟ ନେବାକୁ…

ଦୟା ଧର୍ମ ସେବା ଟ୍ରଷ୍ଟର ଅଷ୍ଟମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ଆଜି ସାଂସ୍କୃତିକ ସମିତି ହଲ ଶହୀଦନଗର ଠାରେ ଦୟା ଧର୍ମ ସେବା ଟ୍ରଷ୍ଟର ଅଷ୍ଟମ ସାଧାରଣ ସଭା ସନ୍ତୋଷ ବାବୁ ଓ ପ୍ରଦୀପ ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଉ ଯାଇଛି । ଶ୍ରୀଯୁକ୍ତ ଆଦିତ୍ୟ ମହାନ୍ତି ମୁଖ୍ୟ ଅତିଥି ଭାବେ ଡ଼ ଭାସ୍କର ପଟ୍ଟନାୟକ ଓ ଡ଼ ନାରାୟଣ ମହାପାତ୍ର…

ଉଇନର ଆସୋସିଏସନ ପକ୍ଷରୁ ଧୁମଧାମରେ ପ୍ରଭୁ ଗଜାନନଙ୍କୁ ସ୍ୱାଗତ

ଭୁବନେଶ୍ୱର : ଓଡିଶାରେ ବଡ ଗଣେଶ କରି ଆସୁଥିବା ଉଇନର ଆସୋସିଏସନ ଶହୀଦ ନଗର ଚଳିତ ବର୍ଷ ମଧ୍ୟ ୪୬ ଫୁଟ ଉଚ୍ଚତା ପ୍ରଭୁ ଗଜାନନଙ୍କ ବିଗ୍ରହ କରିବା ସହ ତାଙ୍କର ପୁରା ପରିବାରକୁ ମେଢ଼ରେ ସ୍ଥାନ ଦିଆ ହୋଇଛି । ମା ପାର୍ବତୀ ପ୍ରଭୁ ଶିବ ପ୍ରଭୁ ଗଣେଶଙ୍କ ସହଧର୍ମିଣୀ ନିଧି ଓ ସିଦ୍ଧି ଭାଇ…

ଭୁବନେଶ୍ୱରର ବିଭିନ୍ନ ଗଣେଶ ପୂଜା ମଣ୍ଡପ ପରିଦର୍ଶନ କଲେ ନବୀନ

ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ରେ ପୂଜା ପାଉଛନ୍ତି ସିଦ୍ଧିଦାତା ଗଜାନନ.ଏହି ଅବସରରେ ଗଣେଶ ଭଗବାନଙ୍କ ଆଶୀର୍ବାଦ ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ପୂଜା ମଣ୍ଡପ ଯାଇ ପ୍ରଭୃଙ୍କ ଦର୍ଶନ କରି ଓଡିଶା ବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ ।…

ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଜୀବନକୁ ଆଲୋକିତ କଲା ଟିପିସିଓଡିଏଲ୍

ଭୁବନେଶ୍ୱର: ଦୀର୍ଘ ଦିନର ସ୍ବପ୍ନ ହେଲା ସାକାର। ଢେଙ୍କାନାଳ ବିଦ୍ୟୁତ୍ ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲ୍ଲା କାଳିଆପାଣି ସେକ୍ସନର କେନ୍ଦୂପଡ଼ା, ଟିକରପଡ଼ା, ଜାରିକ୍ ସାହି ଓ ମହୁକଣ୍ଟା ଭଳି ଆଦିବାସୀ ଗାଁର ପାଖାପାଖି ୧୦୦ ଟି ପରିବାର ଲୋକ ପ୍ରଥମ ଥର ପାଇଁ ଦେଖିଲେ ବିଦ୍ୟୁତ୍ ଆଲୋକ।…

ଇନ୍ଦ୍ରଧନୁ ମାର୍କେଟରେ ଖୋଲିଲା ଚାନ୍ଦି ଭଣ୍ଡାର

ବ୍ୟାପକ ରେଞ୍ଜ୍ ରୁପା ସାମଗ୍ରୀ ଗଢ଼ା ମୂଲ୍ୟରେ ଫ୍ଲାଟ୍ ୨୦% ରିହାତ ଭୁବନେଶ୍ୱର : ସ୍ଥାନୀୟ ନୟାପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ଖୋଲିଯାଇଛି ଚାନ୍ଦି ଭଣ୍ଡାରର ସର୍ବବୃହତ୍ ଶୋ’ରୁମ୍। ଓଡ଼ିଶାର ଅଗ୍ରଣୀ ତଥା ଏକ୍ସକ୍ୟୁସିଭ୍ ରୁପା ଗହଣା ଚେନ୍ ଚାନ୍ଦି ଭଣ୍ଡାର ରୁପା କାରିଗରୀରେ ଏହାର…