Odia news portal

ନୂଆ ସକାଳ ଓ ଜୀବନ ସେବା ଫାଉଣ୍ଡେସନ ପରିବାର ତରଫରୁ ମିଶନ ସନଡେ ପାଳିତ

ଭୁବନେଶ୍ବର : ସାପ୍ତାହିକ ସଡଡାଉନ ଆରମ୍ଭ ଦିନଠାରୁ ସବୁ ରବିବାର ଭଲି ଆଜି ମିଶନ ରବିବାର କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ୟାପିଟାଲ ହସ୍ପିଟାଲକୁ ଦୂର ଦୂରାନ୍ତ ରୁ ଚିକିତ୍ସା ପାଇଁ ଆସୁଥିବା ଲୋକମାନେ ବହୁତ୍ ଅସୁବିଧା ରେ ସମୂଖୀନ ହେଉଛନ୍ତି। ଏହାକୁ ନଜର ରଖି ନୂଆ ସକାଳ ଫାଉଣ୍ଡେସନ ଓ ଜୀବନ ସେବା ଫାଉଣ୍ଡେସନ ପରିବାର ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ କରାଗଲା ସଟଡାଉନ୍ ଡାଉନ ହେତୁ ଆହାର କେନ୍ଦ୍ର ବନ୍ଧ ଓ ଦୋକାନ ବଜାର ବନ୍ଦ ଯୋଗୁ ବହୁତ୍ ଅସୁବିଧାରେ ସମୂଖୀନ ହେଉଛନ୍ତି ।

କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ରିନା ରାଣୀ ନାୟକ, ପ୍ରଦୀପ ପାତ୍ର, ସିଦ୍ଧାର୍ଥ ବିଶୋଇ, ଅବିନାଶ ସାହୁ,ସତ୍ୟବ୍ରତ ସାହୁ, ବର୍ଷା ରାଣୀ ରାଉତ,ଦେବାଶିଷ ପଟ୍ଟନାୟକ, ସରସ୍ଵତୀ ସାହୁ, ଶିବୁ ଆଚାର୍ଯ୍ୟ, ରିତିକା ସାହୁ, ପ୍ରସନ୍ନ କୁମାର ଦାସ, ସନ୍ତୋଷ କୁମାର ଦାସ, ବିଶ୍ଵଜିତ ମହାନ୍ତି, ପ୍ରଭାସିନି ସେଠୀ, ସୁନୀଲ କୁମାର ମହାପାତ୍ର, ହରିଶ୍ଚନ୍ଦ୍ର ପଟ୍ଟନାୟକ, କାଯ୍ୟକ୍ରମ ଶେଷରେ ନୂଆ ସକାଳ ର ସଭାପତି ରାଜିବ ଲୋଚନ ମହାରଣା ଓ ଜୀବନ ସେବା ଫାଉଣ୍ଡେସନ ସମ୍ପାଦକ ସନାତନ ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ ଜଣାଇଥିଲେ।

You might also like

Leave A Reply

Your email address will not be published.

seven + ten =