Odia news portal

ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅକ୍ସିଜେନ ଯୋଗାଇଵ ପଟିଆ ସାଇ ଶକ୍ତି ଟ୍ରଷ୍ଟ

ଭୁବନେଶ୍ୱର : ମନ୍ଦିର ମାଳିନୀ ଭୁବନେଶ୍ବରରେ ଅନେକ ମନ୍ଦିର ଥିଲା ବେଳେ ପଟିଆ ସାଇମନ୍ଦିର ସବୁଠାରୁ ଅନନ୍ୟ । ଏହି ମନ୍ଦିର କର୍ମକର୍ତ୍ତାମାନେ ପୂଜାର୍ଚ୍ଚନା ଛଡା ଅନେକ ସାମାଜିକ କାର୍ଯ୍ୟ କରିଥାନ୍ତି, କଥାରେ ଅଛି ମାନବ ସେବାହିଁ ମାଧବ ସେବା । ଏହାକୁ ଆଧାର କରି ପଟିଆ ସାଇ ଶକ୍ତି ଟ୍ରଷ୍ଟର କର୍ମକର୍ତ୍ତା ମାନେ ଅନେକ ସାମାଜିକ କାର୍ଯ୍ୟ କରି ବିଗତ ଦିନରେ ଉଦାହରଣ ସୃଷ୍ଟି କରିଛନ୍ତି । ଶୀତ ଋତୁରେ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ, ଗରିବ ନିରାଶ୍ରୟ ଝିଅକୁ ବାହାଘର କରାଇବା, ଅଞ୍ଚଳର ଲୋକମାନଙ୍କ ପାଇଁ ଦେୟ ମୁକ୍ତ ସ୍ଵର୍ଗ ରଥ ଗାଡିର ବ୍ୟବସ୍ଥା, ଖରାଦିନେ ଭ୍ରାମ୍ୟମାଣ ଜଳସେବା, ବର୍ଷା ଦିନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଅନେକ ଗରିବ ଶ୍ରେଣୀୟ ଲୋକଙ୍କୁ କୁତ୍ରିମ ଅଙ୍ଗ ଦାନ କରି ଅଞ୍ଚଳର ଲୋକମାନଙ୍କ ଦ୍ଵାରା ଫ୍ରଶସିତ ହୋଇଛନ୍ତି ।

ଗତ ବର୍ଷ କରୋନା ମହାମାରିରେ ଏକକ ମନ୍ଦିର ସାହାଯ୍ୟରେ ଚନ୍ଦ୍ରଶେଖର ପୁର ଅଞ୍ଚଳରେ ହିସାବରେ ମୁଖ୍ୟମନ୍ତ୍ରୀଙ୍କର ରିଲିଫ ଫାଣ୍ଡିକୁ ଅକ୍ସିଜେନ୍ ଆବଶ୍ୟକ ଥିବା ଲୋକମାନଙ୍କର ୬୦୦୦୦ ଟଙ୍କା ଦାନ କରିବା ସହିତ ଗରିବ ସାହାଯ୍ୟ ପାଇଁ ସହାୟତାର ହାତ ବଢ଼ାଇଛନ୍ତି । ଅସହାୟ ବସ୍ତି ବାସିନ୍ଦାଙ୍କୁ ଶୁଖୁଲା ଖାଦ୍ୟ ପୁଡ଼ିଆ ମନ୍ଦିର ଟ୍ରଷ୍ଟି ମିହିର କୁମାର ରାଉତଙ୍କ କହିବା ଦେଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି ମୁତାବକ ସେମାନେ ଦୁଇଟି ହେଳ୍ପ ଲାଇନ କରିଥିଲେ । ଚଳିତ ବର୍ଷ କରୋନାର ଦ୍ବିତୀୟ ନମ୍ବର ୭୦୦୮୯୨୨୬୯ ୨ । ଲହରି ରେ ଅକ୍ତି ଜେନର ଅଭାବକୁ ୮୯୧୭୩୮୩୦୧୯ ରେ ଯେ କୌଣସି
ଆଖିଆଗରେ ରଖୁ ସାଇ ଶକ୍ତି ଟ୍ରଷ୍ଟ, ପଟିଆର ଲୋକ ସିଲିଣ୍ଡରର ଆବଶ୍ୟକତା କରିବ ତାଙ୍କୁ କର୍ମକର୍ତ୍ତାମାନେ ୧୦ ଗୋଟି ସିଲିଣ୍ଡର ତୁରନ୍ତ ଅକ୍ସିଜେନ୍ ପ୍ରଦାନ କରାଯିବ ।

You might also like

Leave A Reply

Your email address will not be published.