Browsing Category
କ୍ରୀଡା
ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ, ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ବର୍ଣ୍ଣ ପଦକ
ଭୁବନେଶ୍ବର : ଓଡ଼ିଆ ପୁଅ ତଥା ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ରୁଷିଆରେ ଆୟୋଜିତ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସେ ଏହି ପଦକ ଜିତିବା ସହିତ ଓଡ଼ିଶାର ଗୌରବ ବଢ଼ାଇଛନ୍ତି।
ସୂଚନା ଅନୁସାରେ ସୁଦର୍ଶନ ପଟ୍ଟନାୟକ ରୁଷିଆର!-->!-->!-->!-->!-->…
ପୁଣି ଫେରିବ ହକି ଇଣ୍ଡିଆ ଲିଗ୍, ଡିସେମ୍ବର ୨୭ରେ ଖେଳାଯିବ ପ୍ରଥମ ମ୍ୟାଚ୍
ଭୁବନେଶ୍ୱର,(ଚକ୍ରଧର ମାଝି) : ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ । ଡିସେମ୍ବର ୨୭ରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ପୁଣି ଫେରିବ ହକି ଇଣ୍ଡିଆ ଲିଗ୍ । ସାରା ବିଶ୍ୱ ପୁଣି ଦେଖିବ ହକି କ୍ରେଜ୍ । ପୁଣି ଖୁମିବେ!-->…
ଟିମ ଇଣ୍ଡିଆର ନୂଆ କୋଚ୍ ହେଲେ ଗୌତମ
ଟିମ ଇଣ୍ଡିଆକୁ ମିଳିଲେ ନୂଆ କୋଚ୍ । ଗୌତମ ଗମ୍ଭୀରଙ୍କ ନାମରେ ବାଜିଲା ମୋହର । ଗମ୍ଭୀର ଟିମ ଇଣ୍ଡିଆର ନୂଆ କୋଚ ଭାବେ ଦାୟିତ୍ବ ନେବା ନେଇ ଏକ୍ସରେ ସୂଚନା ଦେଲେ ବିସିସିଆଇ ଅଧ୍ୟକ୍ଷ ଜୟ ଶାହା । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସରିଥିବାବେଳେ ନୂଆ କୋଚ କିଏ ହେବେ ତାକୁ ନେଇ ଚର୍ଚ୍ଚା!-->…
ରୋମରେ ଚମକିବେ ଛଅ ଓଡ଼ିଆ
ଭୁବନେଶ୍ବର,(ଚକ୍ରଧର ମାଝି) : ରୋମରେ ଚମକିବେ ଛଅ ଓଡ଼ିଆ ଆଗକୁ ରୋମରେ ଅନୁଷ୍ଠିତ ହେବାକୁ ଥିବା ଆଇଟିଟିଏଫ ୱାର୍ଲଡ ମାଷ୍ଟର୍ସ ଟେବୁଲ ଟେନିସ ଚାମ୍ପିୟାନସିପରେ ଯୋଗଦେବେ ଛଅ ଓଡ଼ିଆ । ରାଜ୍ୟରୁ ଦେବଦତ୍ତ ମହାନ୍ତି, ତ୍ରୈଲୋକ୍ୟ ନାଥ ରାଉତ, ସ୍ମର୍ତିରଞ୍ଜନ ଦାସ, ପି. କେ ସାମନ୍ତ ରାୟ, ବିଜନ!-->…
ମିଡ଼ିଆରେ ନିଜ ପ୍ରଦର୍ଶନ ଚର୍ଚ୍ଚା ଖେଳାଳିଙ୍କୁ ଦେଇଥାଏ ବଡ଼ ପ୍ରେରଣା
ଭୁବନେଶ୍ୱର : ଖେଳାଳିମାନଙ୍କ ସକାଶେ ଯେତେ ସୁବିଧାସୁଯୋଗ କରାଗଲେ ମଧ୍ୟ ଗଣମାଧ୍ୟମରେ ସେମାନଙ୍କର କୃତିତ୍ୱ ପ୍ରକାଶିତ ହେବା ସବୁଠାରୁ ଅଧିକ ଆନନ୍ଦ ଓ ପ୍ରେରଣା ଦେଇଥାଏ। ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଟେନିସ ଅଡିଟୋରିୟମରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ!-->…
କ୍ରୀଡ଼ା ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କଲା ଜେଏମ୍ ସ୍ପୋର୍ଟ୍ସ ଏକାଡେମି
ଭୁବନେଶ୍ବର : ସ୍ଥାନୀୟ ଜେଏମ୍ ସ୍ପୋର୍ଟ୍ସ ଏକାଡେମିଠାରେ ମଙ୍ଗଳବାର ବିଶ୍ବ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ୧୪ଜଣ କ୍ରୀଡ଼ା ସମ୍ବାଦିକ ଚିନ୍ମୟ ପଟ୍ଟନାୟକ, ପ୍ରଫୁଲ୍ଲ କିଶୋର ସାହୁ, ତୁଷାର କୁମାର ସେନାପତି, ବିଶ୍ବଜିତ ଦାସ, ଲୋକନାଥ ପାଣିଗ୍ରାହୀ, ମଳୟ!-->…
ସେପ୍ଟେମ୍ବର ୨୯ ରୁ କଳିଙ୍ଗ କପ୍, ଅଂଶଗ୍ରହଣ କରିବେ ୩୨ଟି ଦଳ
ଭୁବନେଶ୍ବର : ଦୁଇ ବର୍ଷର ସଫଳତା ପରେ ତୃତୀୟ ଥର ପାଇଁ ଗୋପବନ୍ଧୁ କ୍ଲବ ତରଫରୁ ଭୁବନେଶ୍ୱରର ଗୋପବନ୍ଧୁ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି କଳିଙ୍ଗ ପ୍ରିମିୟର ଲିଗ - ୨୦୨୪ । ଏ ନେଇ କ୍ଲବ ପକ୍ଷରୁ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯାଇଛି । ଚଳିତ ବର୍ଷ ଏହି ଟୁର୍ନାମେଣ୍ଟ ଟିକେ ବଡ଼ ଧରଣର!-->…
୧୭ ବର୍ଷ ପରେ ଟି-୨୦ ବିଶ୍ୱକପରେ ପୁଣିଥରେ ଚମ୍ପିୟାନ ହେଲା ଭାରତ
ଭୁବନେଶ୍ୱର : ୧୭ ବର୍ଷ ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ପୁଣିଥରେ ଟି-୨୦ ବିଶ୍ୱକପ୍ ଚମ୍ପିୟାନ ହୋଇଛି ଭାରତ । ଶନିବାର ବାର୍ବାଡୋସ ବ୍ରିଜଟାଉନରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ରୋମାଞ୍ଚକର ବିଜୟ ହାସଲ କରିଛି!-->…
କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
ତୃଣମୂଳ ସ୍ତରରୁ କ୍ରୀଡ଼ାର ଅଧିକ ବିକାଶ ପାଇଁ ପ୍ରସ୍ତୁତ ହେବ ଯୋଜନା
ଜୁନ ୨୧ ରେ ରାଜ୍ୟବ୍ୟାପି ପାଳନ ହେବ ଆନ୍ତର୍ଜାତୀୟ ଯୋଗ ଦିବସ
ଭୁବନେଶ୍ୱର : କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର କ୍ରୀଡ଼ା ବ୍ୟବସ୍ଥା ଓ!-->!-->!-->!-->!-->…
ଜାତୀୟ ସବ୍ ଜୁନିୟର ଟେନିସ ବଲ୍ କ୍ରିକେଟ୍ : ଓଡ଼ିଶା ଦଳର ସ୍ବର୍ଣ୍ଣ ପଦକ ଆଶା ଧୂଳିସାତ୍
ଭୁବନେଶ୍ୱର : ଗୁଜରାଟର ଅହମ୍ମଦାବାଦ ଠାରେ ଆୟୋଜିତ ୨୯ତମ ଜାତୀୟ ସବ୍ ଜୁନିୟର ଟେନିସ ବଲ୍ କ୍ରିକେଟ ଚାମ୍ପିଅନସିପ୍ରେ ଓଡ଼ିଶା ଦଳ ରୌପ୍ୟ ପଦକ ହାସଲ କରିଛି। ଫାଇନାଲ୍ ମୁକାବିଲାରେ ଓଡ଼ିଶା ୬ ରନ୍ରେ ଉତ୍ତର ପ୍ରଦେଶ ନିକଟରୁ ହାରି ସ୍ବର୍ଣ୍ଣ ପଦକ ଆଶା ଧୂଳିସାତ୍ କରିଥିଲା।
!-->!-->!-->!-->!-->…