Odia news portal
Browsing Category

ରାଜନୀତି

ଏ ପାଣିରେ ଡାଲି ସିଝୁନାହିଁ, ବାଚସ୍ପତି, ମନ୍ତ୍ରୀ ଓ ବିଧାୟକମାନେ ଆସି ଦେଖନ୍ତୁ : ସାରଦା ପ୍ରଧାନ

ଦୁଇ କିଲୋମିଟର ଦୂରରୁ ପିଇବା ପାଣି ବୁହାହୋଇ ଆସୁଛି : ସରପଞ୍ଚଙ୍କ ହାତରେ ପାଣି ଚାବି ଭୁବନେଶ୍ୱର : ବାଚସ୍ପତି ମହୋଦୟା ମୋ ଘରେ ଆବଶ୍ୟକ ପିଇବା ପାଣି ଦୁଇ କିଲୋମିଟର ଦୂରରୁ ବୁହାହୋଇ ଆସୁଛି । ଯେଉଁ ପାଣି ମିଳୁଛି ସେଥିରେ ଡାଲି ସିଝୁ ନାହିଁ । ରୋଷେଇ ଗଣ୍ଡାଏ ହୋଇପାରୁ ନାହିଁ । ଆପଣ

ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇ ମଧ୍ୟ ଆଦିବାସୀଙ୍କ ସ୍ୱାର୍ଥ ବିଷୟରେ ଚିନ୍ତା କରୁନାହାନ୍ତି : ବିଜେଡି

ପୋଲାଭରମ ଯୋଗୁଁ ମାଲକାନଗିରି ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହେବଓଡ଼ିଶାର ଲଗାତାର ବିରୋଧ ସତ୍ତ୍ୱେ କେନ୍ଦ୍ରର ବିଜେପି ସରକାର ପୋଲାଭରମ ପ୍ରକଳ୍ପକୁ ଅର୍ଥ ମଞ୍ଜୁର କରିବା ଦୁର୍ଭାଗ୍ୟଜନକ ଭୁବନେଶ୍ୱର : ଓଡିଶା ସ୍ୱାର୍ଥର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ନିକଟରେ ଶେଷ ହୋଇଥିବା

ବଜେଟ ରାଜ୍ୟ ଅର୍ଥନୀତିକୁ ଦୁଇପାଦ ପଛକୁ ନେବ : ବିଜେଡି

ସୁଭଦ୍ରା ଯୋଜନାରେ ଅଧିକାଂଶ ମହିଳା ବଞ୍ଚିିତ ହେବେ୨୪ ବର୍ଷରେ ୭୮ ହଜାର କୋଟି ଋଣ, ଗୋଟିଏ ବର୍ଷରେ ୪୩,୪୯୫ କୋଟି ଋଣରାଜ୍ୟର ପେନସନ ହିତାଧିକାରୀଙ୍କୁ ଲଲିପପ୍‌ ଭୁୁବନେଶ୍ୱର : ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ବଜେଟ ଏକ ଦୂରଦୃଷ୍ଟୀବିହୀନ,

ନବୀନ ସରକାରଙ୍କ ୪୦ରୁ ଉର୍ଦ୍ଧ୍ୱ ଲୋକପ୍ରିୟ ଯୋଜନାର କପି ପେଷ୍ଟ, ଡବଲ ଇଞ୍ଜିନ ସରକାରରେ ଡବଲ ନୈରାଶ୍ୟ ବଜେଟ

ରାଜ୍ୟ ବଜେଟରେ କୌଣସି ନୂତନତ୍ୱ ନାହିଁ ଭୁବନେଶ୍ୱର : ବିଜେପି ସରକାରଙ୍କ ଦ୍ୱାରା ଆଜି ପ୍ରସ୍ତୁତ କରା ଯାଇଥିବା ୨୦୨୪-୨୫ ବର୍ଷ ପାଇଁ ରାଜ୍ୟ ବଜେଟ ଉପରେ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ମିଡ଼ିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା ବଜେଟ

ବିିଧାନସଭାରେ ଅସତ୍ୟ ତଥ୍ୟ ଦେଇ ସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ : ବିଜେଡି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉତ୍ତର ଅନୁଯାୟୀ ରାଜ୍ୟରେ ୮୦.୭୯ ପ୍ରତିଶତ ଜମି ଜଳସେଚିତସଂସଦୀୟ ବ୍ୟପାର ମନ୍ତ୍ରୀ କହୁଛନ୍ତି ୩୫ ପ୍ରତିଶତ ଜମି ଜଳସେଚିତ ହୋଇନାହିଁଲୋୟର ସୁକତେଲ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ମଧ୍ୟରେ ପରସ୍ପର ବିରୋଧୀ ମତ ଭୁୁବନେଶ୍ୱର :

ଓଡିଶାବାସୀଙ୍କ ଆଶୀର୍ବାଦରେ ସରକାର ଗଢିଲେ, ବଜେଟରେ ପ୍ରତାରଣା କଲେ : ବିଜେଡି

ଓଡିଶାକୁ ଦେଶର ୧ ନମ୍ବର ରାଜ୍ୟ କରିବା ପ୍ରତିଶ୍ରୁତି କୁଆଡେ ଗଲା ?ପୋଲାଭରମ୍ ଜରିଆରେ ଆନ୍ଧ୍ରକୁ ସମର୍ଥନ, ଓଡିଶା ସହ ପ୍ରତାରଣାଓଡିଶାବାସୀ ଧୂଳି ଧୁଆଁ ଖାଇବେ, କୋଇଲା ରୟାଲଟି ବନ୍ଦ କରିବାକୁ ଚକ୍ରାନ୍ତ ଚାଲିଛିଭୁବନେଶ୍ୱର : କେନ୍ଦ୍ରୀୟ ବଜେଟରେ ଓଡିଶାକୁ ଅବହେଳା ନେଇ ତୀବ୍ର ପ୍ରତିକ୍ରିୟା

ଶଙ୍ଖ ଭବନ ସମ୍ପର୍କରେ ବିଭ୍ରାନ୍ତିକର ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହୁ ବିଜେପି : ବିଜେଡି

ଶଙ୍ଖ ଭବନ ପାଇଁ ଆବଣ୍ଟିତ ହୋଇଥିବା ଜମି ସମ୍ପୂର୍ଣ୍ଣ ଆଇନସମ୍ମତ ଦୁଇ ସରକାରୀ କ୍ୱାର୍ଟର ମଧ୍ୟରେ ଥିବା ଉପଗଳିକୁ ସଡ଼କ ଆଖ୍ୟା ଦେବା ଦୁର୍ଭାଗ୍ୟଜନକ ମନ୍ତ୍ରୀଙ୍କ ଅଭିଯୋଗ ତଥ୍ୟଭିତ୍ତିକ ନୁହେଁ ସମାନ ବିଜ୍ଞପ୍ତିରେ ବିଜେପି ଦଳୀୟ କାର୍ଯ୍ୟାଳୟ ପାଇଁ ୧.୨୬୯ ଏକର ଜମି ଖାରବେଳ ନଗରରେ

ରାଜ୍ଯବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା, ଓଡ଼ିଶାବାସୀଙ୍କ ସ୍ବର ସାଜିବେ ବିଜେଡିର ୯ ସାଂସଦ

ଭୁବନେଶ୍ବର : ସବୁବେଳେ ରାଜ୍ଯବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଇଛି ବିଜେଡି। ସଂସଦର ଆଗାମୀ ବଜେଟ ଅଧିବେଶନରେ ମଧ୍ଯ ସାଢେ ଚାରି କୋଟି ଓଡ଼ିଆଙ୍କର ସ୍ବର ସାଜିବ ବିଜୁ ଜନତା ଦଳ। ରାଜ୍ଯସଭା ସାଂସଦଙ୍କ ସହ ବୈଠକ କରି ସମସ୍ତଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ବିଜେଡି ସଭାପତି ନବୀନ

୫୦ ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଲେ ନବୀନ : ବିଭିନ୍ନ ବିଭାଗ ଉପରେ ରଖିବେ ନଜର, ବିଧାନସଭାରେ ଶାଣିତ କରିବେ ସ୍ୱର

ଭୁଵନେଶ୍ଵର : ବିଧାନସଭାର ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ । ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ବାଣ୍ଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଧାନସଭାରେ ଦୃଢ଼ ତଥା ସକ୍ରିୟ ବିରୋଧୀ ଦଳ ଭାବରେ ଦାୟିତ୍ୱ ନିର୍ବାହ ପାଇଁ ନବୀନ

ଅଣସଂକ୍ରାମକ ରୋଗ ଉପରେ ଗୋଲଟେବୁଲ ଆଲୋଚନା: ବିଜ୍ଞାନ ଓ ଗଣମାଧ୍ୟମକୁ ଏକାଠି କରିବା ଉପରେ ଗରୁତ୍ୱାରୋପ

ଭୁବନେଶ୍ୱର : ରିଚ୍ (ରିସୋର୍ସ ଗ୍ରୁପ୍ ଫର୍ ଏଜୁକେସନ୍ ଆଣ୍ଡ ଆଡଭୋକେସି ଫର କମ୍ୟୁନିଟି ହେଲ୍ଥ) ପକ୍ଷରୁ ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ "ଅଣ ସଂକ୍ରାମକ ରୋଗ (ଏନସିଡି: ବିଜ୍ଞାନ ଓ ଗଣମାଧ୍ୟମକୁ ଏକାଠି କରିବା’ ଶୀର୍ଷକ ଏକ ଗଣମାଧ୍ୟମ ଗୋଲଟେବୁଲ ଆଲୋଚନା ଚକ୍ର ଅନୁଷ୍ଠିତ