Odia news portal

ମା ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆର ଆଲୋଚନା ଚକ୍ର

ପ୍ରତି ମାସରେ ବିଭିନ୍ନ ମନ୍ଦିରରେ ମାଙ୍କ ଦିନିକିଆ ସତସଙ୍ଗ ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ଉଇନର ଆସୋସିଏସନ (ବଡ ଗଣେଶ ଭାବେ ପରିଚିତ) ଇମ୍ଫା ପାର୍କ ପାଖ ସହିଦନଗର ଭୁବନେଶ୍ୱର ଠାରେ ମୁଖ୍ୟ ଉପଦେଷ୍ଟା ନିଶିକାନ୍ତ ମିଶ୍ର, ସଭାପତି ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ "ମା ଅନନ୍ତ.. ତାର…

୧୨ ନଂ ୱାର୍ଡରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ

ଭୁବନେଶ୍ୱର,(ଚକ୍ରଧର ମାଝି) : ଭୁବନେଶ୍ୱର ମହାନଗର ନିଗମର ୧୨ ନଂ ୱାର୍ଡରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ପ୍ରେସ୍ ଛକ କାଳୀ ମନ୍ଦିର ଠାରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ରାମ୍ ଧୁନ୍ ଓ ଦେଶାତ୍ମବୋଧକ…

ଟିପିସିଓଡିଏଲ୍ ପକ୍ଷରୁ ମୌସୁମୀ ଋତୁରେ ସୁରକ୍ଷିତ ରହିବାକୁ ବିଦ୍ୟୁତ ଉପଭୋକ୍ତାଙ୍କୁ ଅନୁରୋଧ

ଭୁବନେଶ୍ୱର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ମୌସୁମୀ ଋତୁର ପ୍ରସ୍ତୁତି ପାଇଁ ଅନେକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଛି । ମୌସୁମୀ ଋତୁରେ ଉପଭୋକ୍ତାଙ୍କ ପାଇଁ ନିରବଚ୍ଛିନ୍ନ ବିଜୁଳି…

ଜ୍ଞାନ ଓ ସୃଜନଶୀଳତା ସହ ଶିକ୍ଷାର ଯାତ୍ରାକୁ ପାଳନ କରିଛି ଓଡିଏମ୍ ଗ୍ଲୋବାଲ ସ୍କୁଲ

ଭୁବନେଶ୍ୱର : ଓଡିଏମ୍ ଗ୍ଲୋବାଲ ସ୍କୁଲ ଜ୍ଞାନ ଓ ସୃଜନଶୀଳତାର ଶକ୍ତି ସହିତ ଶିକ୍ଷାର ଯାତ୍ରାକୁ ଗର୍ବର ସହ ପାଳନ କରିଛି । ଦ ନଲେଜ କ୍ରଲ କାର୍ଯ୍ୟକ୍ରମ ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୈଜ୍ଞାନିକ କୌତୁହଳକୁ ପ୍ରଜ୍ଜ୍ୱଳିତ ଓ ବୃଦ୍ଧି କରିବା ପାଇଁ ପ୍ରସ୍ତୁତ ଅଭିନବ ବିଚାରଧାରା, କଳାତ୍ମକ…

କେରଳ ୱାୟନାଡ୍‌ରେ ପ୍ରଧାନମନ୍ତ୍ରୀ ମୋଦି; ଆକାଶମାର୍ଗରୁ ଦେଖିଲେ ପ୍ରଳୟର କ୍ଷତଚିହ୍ନ

ଭୁବନେଶ୍ୱର: କେରଳ ୱାୟନାଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୁଲି ଦେଖିଲେ ପ୍ରଳୟର କ୍ଷତଚିହ୍ନ। ଭୂସ୍ଖଳନରେ ଛାରଖାର ହୋଇଥିବା ଅଞ୍ଚଳରେ ସ୍ଥିତି ପରଖିଛନ୍ତି। ପ୍ରଥମେ ଆକାଶମାର୍ଗରୁ ଭୁସ୍ଖଳନ ଉତ୍ପତ୍ତି ସ୍ଥଳ ଓ ଧ୍ବଂସ ବିଧ୍ବସ୍ତ ଅଞ୍ଚଳ ବୁଲି ଦେଖିଥିଲେ। ଧ୍ବସ୍ତସ୍ତୁପ…

ଗତ ଆଠ ବର୍ଷ ମଧ୍ୟରେ ଓଡିଶା ପାଇଁ ମଞ୍ଜୁର ହୋଇନାହିଁ ନୂଆ ରେଳ ପ୍ରକଳ୍ପ : ବିଜେଡି

ରାଜ୍ୟର ଖଣିଜ ସଂପଦ ଅନ୍ୟ ରାଜ୍ୟକୁ ଚାଲାଣ ପାଇଁ କେନ୍ଦ୍ରର ଉଦ୍ୟମ ବରଗଡ-ନୂଆପଡା ରେଳ ପ୍ରକଳ୍ପ ସମ୍ବନ୍ଧରେ ଚୁପ୍ କାହିଁକି? ସାତ ବର୍ଷ ପୂର୍ବରୁ ଘୋଷିତ ପ୍ରକଳ୍ପକୁ ପୁଣି କ୍ୟାବିନେଟ ମଞ୍ଜୁରୀ ଭୁୁବନେଶ୍ୱର : ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ…

ଆଳୁ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଆନ୍ତରିକତା ଅଭାବ ସମସ୍ୟାକୁ ଗମ୍ଭୀର କରୁଛି : ବିଜେଡି

ସରକାରଙ୍କ ବିବୃତ୍ତି ଓ କାର୍ଯ୍ୟକ୍ରମ ମଧ୍ୟରେ ତାଳମେଳ ରହୁନି ଭୁବନେଶ୍ୱର : ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଗତ ପ୍ରାୟ ଏକ ମାସ ଧରି ରାଜ୍ୟରେ…

ବିଶ୍ବ ଆଦିବାସୀ ଦିବସରେ ପୁଣି ଦାବି ଦୋହରାଇଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର : ପୁଣି ଆଦିବାସୀଙ୍କ ସ୍ବାର୍ଥରେ ବାହାରିଲେ ନବୀନ । ଶଙ୍ଖ ଭବନରେ ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ହୋ, ମୁଣ୍ଡାରୀ, ଭୂମିଜ, ସଉରା ପରି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ମାନ୍ଯତା ମିଳୁ ବୋଲି ବିଜେଡି ସୁପ୍ରିମୋ ପୁଣି ଦାବି କରିଛନ୍ତି । କହିଛନ୍ତି,…

ବିଜୁ ଜନତା ଦଳର ସଭାପତିଙ୍କୁ ଭେଟିଲେ ରାଜ୍ୟସ୍ତରିୟ ସମନ୍ୱୟ କମିଟି

ସାଙ୍ଗଠନିକ ପୁନର୍ଗଠନ ପାଇଁ ଦେଲେ ପ୍ରସ୍ତାବ ନଭେମ୍ବରରୁ ସାର ରାଜ୍ୟ ଗସ୍ତ କରିବେ ନବୀନ ପଟ୍ଟନାୟକ ସୋସିଆଲମିଡିଆରେ ସକ୍ରିୟ ରହିବା ପାଇଁ ସଭାପତି ଦେଲେ ପରାମର୍ଶ ଭୁବନେଶ୍ୱର : ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ସମନ୍ୱୟ କମିଟିର…

Waqf Board ରେ ମୁସଲମାନଙ୍କର ସ୍ବାଥର୍ର ସୂରକ୍ଷା ପାଇଁ ବିଜୁ ଜନତା ଦଳ ପ୍ରତିଶ୍ରୁତିବଦ୍ଧ : ନବୀନ ପଟ୍ଟନାୟକ

ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ସଂଖ୍ୟାଲଘୁ ସଂପ୍ରଦାୟ ଭୁବନେଶ୍ବର : ଗୁରୁବାର ସଂନ୍ଧ୍ୟାରେ ନବୀନ ନିବାସରେ ପୂରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାର ମୁସଲମାନ ବନ୍ଧୁମାନେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀଦଳ…