Odia news portal

୨୪ରେ ପଥ ଉତ୍ସବ ଦୁଲୁକିବ ରାଜଧାନୀ, ଝୁମିବେ ସହରବାସୀ

ଭୁବନେଶ୍ୱର, (ଚକ୍ରଧର ମାଝି) : ଆସନ୍ତା ୨୪ ତାରିଖରେ ରାଜଧାନୀର ରାଜରାସ୍ତା ଦୁଲୁକିବ । ଆନନ୍ଦରେ ଝୁମିବେ ଭୁବନେଶ୍ୱରବାସୀ । ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ହେବେ ବିରଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠଙ୍କ ପର୍ଯ୍ୟନ୍ତ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଂଚଳରେ ଧୁମ୍ ଧାମରେ…

ରାଜସ୍ଥାନର ଖାଟୁ ଶ୍ୟାମ ଜୀଙ୍କ ଭବ୍ୟ ଜାଗରଣ ଆୟୋଜିତ

ଭୁବନେଶ୍ବର : ରାଜସ୍ଥାନର ଖାଟୁ ଶ୍ୟାମ ଜୀ ସ୍ଥିତ ଭବ୍ୟ ମନ୍ଦିରରେ ବାବା ଶ୍ୟାମ ବିରାଜମାନ ହୋଇଛନ୍ତି।ତାଙ୍କ କୃପା ବର୍ଣ୍ଣନା କରିବା ଅତ୍ୟନ୍ତ କଷ୍ଟକର ।କଳିଯୁଗରେ ସାକ୍ଷାତ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ପୂଜିତ ହୋଇ ଲୋକଙ୍କ ଦୁଖଃ କଷ୍ଟ କାଟିବାର ବର ଦେଇଛନ୍ତି। ମହାରାଜ ଶ୍ରୀ…

ନୁଆ-ଓ କାର୍ଯ୍ୟକ୍ରମର ସାମାଜିକ କାର୍ଯ୍ୟକ୍ରମ ନିଶାନିବାରଣ

ପୁରୁଷୋତ୍ତମୁପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟରେ ଆମ ଓଡ଼ିଶା-ଓ କାର୍ଯ୍ୟକ୍ରମ ଦୀର୍ଘ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ତାରାତାରିଣୀ କଲେଜ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ଆମ…

କୃତ୍ରିମ ଅଙ୍ଗ ଯୋଗାଇବାରେ ଓଡ଼ିଶା-ମୋ ପରିବାର ଆଗରେ

ଭୁବନେଶ୍ୱର : ଚାଷୀଟିଏ ହେଉ କି ସେ ଛାତ୍ର ଟିଏ, ଗୃହିଣୀ ହେଉ ଅବା କୁଆଁରୀ ଝିଅଟିଏ, ସମସ୍ତ ଅସହାୟ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସକ୍ଷମ କରିବାରେ କର୍ତ୍ତବ୍ୟରତ ଓଡ଼ିଶା-ମୋ ପରିବାର । ଦିନଦୁଃଖୀ ରୁ ଆରମ୍ଭ କରି ସମ୍ଭ୍ରାନ୍ତ ଶ୍ରେଣୀର ଭିନ୍ନକ୍ଷମ ବ୍ୟକ୍ତିବିଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ…

ଅଲ୍ ଓଡ଼ିଶା ମିନି ଟ୍ରକ ମାଲିକ ସଂଘ ପକ୍ଷରୁ ରକ୍ତଦାନ ଏଵଂ ଅଙ୍ଗଦାନ ଶିଵିର

ଭୁବନେଶ୍ୱର : ଅଲ ଓଡ଼ିଶା ମିନି ଟ୍ରକ ମାଲିକ ସଂଘ ଓ ଓଡ଼ିଶା ମୋ ପରିବାର ମିଳିତ ସହଯୋଗରେ ମଞ୍ଚେଶ୍ୱରସ୍ଥିତ ସଂଘ କାର୍ଯ୍ୟାଳୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଓ ଅଙ୍ଗ ଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ, ବିମେସି…

ଭୁବନେଶ୍ୱର କେନ୍ଦ୍ରର ଏକ ବର୍ଷ ପୂର୍ତି ପାଳନ କରିଛି ବିର୍ଲା ଫର୍ଟିଲିଟି ଏବଂ ଆଇଭିଏଫ

୬ଟି ଆଇଭିଏଫ୍ ବିଫଳତା ପରେ ଜ ୩୮ ବର୍ଷୀୟାଙ୍କୁ ଦେଇଛି ମାତୃତ୍ୱର ଆନନ୍ଦ ଭୁବନେଶ୍ୱର : ସିକେ ବିର୍ଲା ଗ୍ରୁପ୍‌ର ଭାରତର ସବୁଠାରୁ ବିଶ୍ୱସ୍ତ ତଥା ଦ୍ରୁତ ବିକଶିତ ଆଇଭିଏଫ୍ ଚେନ, ବିର୍ଲା ଫର୍ଟିଲିଟି ଏବଂ ଆଇଭିଏଫ୍ ପକ୍ଷରୁ ଏହାର ଭୁବନେଶ୍ୱର କେନ୍ଦ୍ରର ୧ ବର୍ଷ ପୂର୍ତି ଉତ୍ସବ ପାଳନ…

ଓଡିଶା ଶୂନ୍ୟ ମୃତ୍ୟୁ ସପ୍ତାହ ଅବସରରେ ବାଇକ୍ ରାଲି ଆୟୋଜିତ

ଭୁବନେଶ୍ୱର : ବର୍ତମାନ ଜାରି ରହିଥିବା ଓଡିଶା ଜିରୋ ଫାଟାଲିଟି ୱିକ୍ ବା ଓଡିଶା ଶୂନ୍ୟ ମୃତ୍ୟୁ ସପ୍ତାହର ଅଂଶ ଭାବେ ଡାଇରେକ୍ଟୋରେଟ୍ ଅଫ୍ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଙ୍ଗ (ଡିଏମ୍‌ଇଟି) ପକ୍ଷରୁ ଜିକିତ୍ସା ହେଲ୍‌ଥ କେୟାର ଲିମିଟେଡ୍ (ଜେଡ୍‌ଏଚ୍‌ଏଲ୍‌) ସହ ସହଭାଗିତାରେ ଏକ ବାଇକ୍ ରାଲି…

ରକ୍ତହୀନତା ରୋଗୀଙ୍କୁ ରକ୍ତଦାନ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ : ଗୁରୁତର ରକ୍ତହୀନତାରେ ପୀଡ଼ିତ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ପ୍ରକାଶ ସାହୁ(୪୯) ନାମକ ଜଣେ ବ୍ୟକ୍ତି ରକ୍ତହୀନତାରେ ପୀଡ଼ିତ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର…

ପଟିଆରେ ଆଇ ଡେଷ୍ଟିନିର ନୂଆ ସୋରୁମ

ଭୁବନେଶ୍ବର : ପ୍ରମୁଖ ସ୍ମାର୍ଟ ଫୋନ ବ୍ରାଣ୍ଡ ଆପଲର ଅଧ୍କୃତ ରିସେଲର ଷ୍ଟାର ଆଇ ଡେଷ୍ଟିନିର ନୂଆ ଷ୍ଟୋର ପଟିଆରେ ଶୁଭାରମ୍ଭ ହୋଇଛି। ସ୍ଥାନୀୟ ୟୁଡି ସିଟି ମଲରେ ସ୍ଥାପିତ ଏହି ସୋରୁମକୁ ଅତିଥ୍‌ ଭାବେ ଯୋଗ ଦେଇ ଓଡିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ, କମ୍ପାନୀର କର୍ମକର୍ତ୍ତାଙ୍କ ଉପସ୍ଥିତିରେ…

ଭକ୍ତଂକ ସୁରକ୍ଷିତ ଦର୍ଶନ ନେଇ ସମୀକ୍ଷା କଲେ ପୋଲିସ ଆଇଜି

ପୁରୀ : ଶ୍ରୀକ୍ଷେତ୍ରର ଏବେ ପଞ୍ଚୁକ ହେତୁ ପ୍ରବଳ ଗହଳି ଲାଗିରହିଛି। ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥାକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଆଜି ପୁରୀ ପହଁଚି ସମୀକ୍ଷା କରିଛନ୍ତି। ଆସନ୍ତାକାଲି କାର୍ତିକ ପୂର୍ଣ୍ଣିମାରେ ପ୍ରବଳ ଭିଡ ପରିଲକ୍ଷିତ ନେଇ ଆଶା8 ରହିଥିବାରୁ ଭକ୍ତଂକ…