Odia news portal

ପରିବର୍ତ୍ତନ ୟୋଗେଶ ନିଉ ଦିଲ୍ଲୀ ପକ୍ଷରୁ ମହାପାତ୍ରଙ୍କୁ “ଦୀନବନ୍ଧୁ ସମ୍ମାନ”

ଭୁବନେଶ୍ବର : ପରିବର୍ତ୍ତନ ୟୋଗେଶ ନିଉଦିଲ୍ଲୀ ସହିତ “ମା ରୋଟି ବ୍ଯାଙ୍କ” ନିମନ୍ତେ ଆମ ଅନୁଷ୍ଠାନ ସର୍ବଦା ସାହାଯ୍ଯ ସହଯୋଗ କରି ଆସୁଥିବା ରୁ ଆମକୁ ଡାଃ ନାରାୟଣ ମହାପାତ୍ର ଳଙ୍କୁ “ଦିନବନ୍ଧୁ” ସମ୍ମାନରେ ସମ୍ମାନିତ କରିଅଛନ୍ତି ।

ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ସର୍ବଦା ଅବହେଳିତ ଗୁରୁଜନଙ୍କ ଓ ଅବହେଳିତ ଛୋଟ ପିଲା ମାନଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ଶିବିର ପରୀକ୍ଷା କରାଯାଇ ଥାଏ, ସେମାନେ କିପରି ସଫା ସୁତୁରା ରହିବା ପାଇଁ ଆନୁଷଙ୍ଗିକ ଜିନିଷ ର ବ୍ୟବସ୍ଥା କରାଯାଇ ଥାଏ ।

ଟ୍ରଷ୍ଟ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ରକ୍ତ ସଂଗ୍ରହ କରି ବ୍ଲଡ ବ୍ୟାଙ୍କ ରେ ଡିପୋଜିଟ କରାଯାଏ ଆମକୁ ଉତ୍ସାହିତ କରିବା ପାଇଁ ଦୀନବନ୍ଧୁ ସମ୍ମାନ ପ୍ରଦାନ କରି ଥିବାରୁ ଆମେ ପରିବର୍ତ୍ତନ ୟୋଗେଶ ର ପ୍ରତିଷ୍ଠାତା ଓ ଅନ୍ୟ ମାନଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛୁ ।

You might also like
Leave A Reply

Your email address will not be published.