Odia news portal

ବିିଧାନସଭାରେ ଅସତ୍ୟ ତଥ୍ୟ ଦେଇ ସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ : ବିଜେଡି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉତ୍ତର ଅନୁଯାୟୀ ରାଜ୍ୟରେ ୮୦.୭୯ ପ୍ରତିଶତ ଜମି ଜଳସେଚିତସଂସଦୀୟ ବ୍ୟପାର ମନ୍ତ୍ରୀ କହୁଛନ୍ତି ୩୫ ପ୍ରତିଶତ ଜମି ଜଳସେଚିତ ହୋଇନାହିଁଲୋୟର ସୁକତେଲ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ମଧ୍ୟରେ ପରସ୍ପର ବିରୋଧୀ ମତ ଭୁୁବନେଶ୍ୱର :

ଚାଷୀଙ୍କୁ ଶୀଘ୍ର ମିଳୁ ଫସଲ ବୀମା : ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର : ବନ୍ୟା, ବାତ୍ୟା, ମରୁଡ଼ିରେ ଚାଷୀଙ୍କ ଫସଲ ଉଜୁଡ଼ିଯାଉଛି। ଏଭଳି ଦୟନୀୟ ସ୍ଥିତିରେ ବୀମା ହିଁ ଚାଷୀଙ୍କ ଏକମାତ୍ର ଭରସା। କିନ୍ତୁ ବୀମା ରାଶି ମିଳୁ ନଥିବାରୁ ଚାଷୀଙ୍କ ଆର୍ଥିକ ଅବସ୍ଥା ବେଳକୁ ବେଳ ଦୁର୍ବଳ ହେବାରେ ଲାଗିଛି। ଠିକ୍ ସମୟରେ ଫସଲ ବୀମା ପ୍ରଦାନ ପାଇଁ କେନ୍ଦ୍ର

ଲାଇଭ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା

ଭୁବନେଶ୍ବର, (ଚକ୍ରଧର ମାଝି) : ଲାଇଭ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା । ମୃତ ସାମ୍ବାଦିକଙ୍କ ନାଁ ମଧୁସ୍ମିତା ପରିଡା । ସେ ଏକ ୱେବ ଚ୍ୟାନେଲରେ କାମ କରୁଥିଲେ । ବାପୁଜିନଗର ନିକଟ ରେଳ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି। ଟ୍ରେନ୍ ଆଗକୁ ଡେଇଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ।

ଓଡିଶାବାସୀଙ୍କ ଆଶୀର୍ବାଦରେ ସରକାର ଗଢିଲେ, ବଜେଟରେ ପ୍ରତାରଣା କଲେ : ବିଜେଡି

ଓଡିଶାକୁ ଦେଶର ୧ ନମ୍ବର ରାଜ୍ୟ କରିବା ପ୍ରତିଶ୍ରୁତି କୁଆଡେ ଗଲା ?ପୋଲାଭରମ୍ ଜରିଆରେ ଆନ୍ଧ୍ରକୁ ସମର୍ଥନ, ଓଡିଶା ସହ ପ୍ରତାରଣାଓଡିଶାବାସୀ ଧୂଳି ଧୁଆଁ ଖାଇବେ, କୋଇଲା ରୟାଲଟି ବନ୍ଦ କରିବାକୁ ଚକ୍ରାନ୍ତ ଚାଲିଛିଭୁବନେଶ୍ୱର : କେନ୍ଦ୍ରୀୟ ବଜେଟରେ ଓଡିଶାକୁ ଅବହେଳା ନେଇ ତୀବ୍ର ପ୍ରତିକ୍ରିୟା

୨୬, ୨୭ରେ ମାରଓ୍ବାଡି ମହିଳା ସମିତିର ସାୱନ ମେଳା

ଭୁବନେଶ୍ବର : ମାରଓ୍ବାଡି ମହିଳା ସମିତି, ଭୁବନେଶ୍ବର ଶାଖା ପକ୍ଷରୁ ଆସନ୍ତା ୨୬ ଓ ୨୭ ଜୁଲାଇରେ ସାନ ମେଳାର ଆୟୋଜନ ହେବାକୁ ଯାଉଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଯେଉଁ ମହିଳା ଉଦ୍ୟୋଗୀମାନେ ନିଜ ନିଜ ଘରେ ଉଘୁ ଉଦ୍ୟୋଗ ପ୍ରତିଷ୍ଠା କରି ଏହାକୁ ଚଳାଇଛନ୍ତି ସେମାନଙ୍କୁ ଲୋକ ଲୋଚନକୁ

ଓ.ଡି.ଏମ୍‌. ସ୍କୁଲରେ ବିଶ୍ୱ ଯୁବ ଦକ୍ଷତା ଦିବସ ଅନୁଷ୍ଠିତ

ଭୁବନେଶ୍ୱର : ଓ.ଡି.ଏମ୍‌. ଗ୍ଲୋବାଲ ସ୍କୁଲ ଏବଂ ପବ୍ଲିକ ସ୍କୁଲ ପରିସରରେ ବିଶ୍ୱ ଯୁବ ଦକ୍ଷତା ଦିବସ ୨୦୨୪ ପାଳିତ ହୋଇଯାଇଅଛି । ଓ.ଡି.ଏମ୍‌. ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡକ୍ଟର ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓ.ଡି.ଏମ୍‌.

ବିଦେଶରେ ମେଡିକାଲ, ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଗ୍ଲୋବାଲ ଫୋକସ୍ ପାଲଟିଛି ମାର୍ଗଦର୍ଶକ

ଗ୍ଲୋବାଲ ଏଡୁଫେଷ୍ଟ-୨୦୨୪ ଉଦ୍‌ଯାପିତ ଭୁବନେଶ୍ଵର : ମେଡିକାଲ ଇଞ୍ଜିନିୟରିଂ ଏବଂ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ପାଇଁ ବିଦେଶରେ ନାମ ଲେଖାଇବା ନିମନ୍ତେ ମାର୍ଗଦର୍ଶନ କରିଥାଏ ଗ୍ଲୋବାଲ ଫୋକସ ଏଜୁକେସନ ପ୍ରତିଷ୍ଠାନ । ଏହି କ୍ରମରେ ଭୁବନେଶ୍ଵର ଜୟଦେବ ଭବନରେ ଆୟୋଜିତ ହୋଇଥିବା ଗ୍ଲୋବାଲ ଫୋକସ

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାଁ ପରିବର୍ତ୍ତନ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆୟତ୍ତରେ ରାଜ୍ୟ ସରକାର ନାହାଁନ୍ତି :…

କ୍ରୀଡା ପୁରସ୍କାରରେ ନାଁ ହଟାଇବାକୁ ନିଷ୍ପତ୍ତି ସାଢେ ୪ କୋଟି ଓଡିଆଙ୍କୁ ଆଘାତ ଦେଇଛି ଅପରିପକ୍ୱତା, ଅନଭିଜ୍ଞତା ଓ ଅସହିଷ୍ଣୁତାର ପରିଚୟ ଦେଉଛି ବିଜେପି କ୍ରୀଡାମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ମାଗନ୍ତୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଏକ ମାସ ପୂରିନଥିବା ମୋହନ ସରକାର ଯେଉଁ ଭଳି

କଟକ, ବାଦାମବାଡିରେ ରିଲାଏନ୍ସ ଡିଜିଟାଲର ନୂଆ ଷ୍ଟୋର୍ର ଶୁଭାରମ୍ଭ

କଟକ : ରିଲାଏନ୍ସ ଡିଜିଟାଲ ପକ୍ଷରୁ କଟକର ବାଦାମବାଡି ସ୍ଥିତ ଲିଙ୍କ୍ରୋଡ୍ଠାରେ ଏହାର ନୂଆ ଷ୍ଟୋର୍ର ଶୁଭାରମ୍ଭ କରାଯାଇଛି । ୧୨,୦୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ଏହି ଟେକ୍ନୋଲୋଜି ଗନ୍ତବ୍ୟସ୍ଥଳୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବିକ୍ରି ପରବର୍ତୀ ସେବା ପାଇଁ ସମର୍ପିତ ଇନ୍-ଷ୍ଟୋର ସହାୟତା

ଶଙ୍ଖ ଭବନ ସମ୍ପର୍କରେ ବିଭ୍ରାନ୍ତିକର ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହୁ ବିଜେପି : ବିଜେଡି

ଶଙ୍ଖ ଭବନ ପାଇଁ ଆବଣ୍ଟିତ ହୋଇଥିବା ଜମି ସମ୍ପୂର୍ଣ୍ଣ ଆଇନସମ୍ମତ ଦୁଇ ସରକାରୀ କ୍ୱାର୍ଟର ମଧ୍ୟରେ ଥିବା ଉପଗଳିକୁ ସଡ଼କ ଆଖ୍ୟା ଦେବା ଦୁର୍ଭାଗ୍ୟଜନକ ମନ୍ତ୍ରୀଙ୍କ ଅଭିଯୋଗ ତଥ୍ୟଭିତ୍ତିକ ନୁହେଁ ସମାନ ବିଜ୍ଞପ୍ତିରେ ବିଜେପି ଦଳୀୟ କାର୍ଯ୍ୟାଳୟ ପାଇଁ ୧.୨୬୯ ଏକର ଜମି ଖାରବେଳ ନଗରରେ