Odia news portal

ସିଫେରର୍ସ ମାନଙ୍କୁ ନେଇ ସ୍ୱତନ୍ତ୍ର କର୍ମଶାଳା ଆୟୋଜିତ

ଭୁବନେଶ୍ବର : ଆଜି ସିଫେରର୍ସ ବା ନାବିକମାନଙ୍କୁ ନେଇ ଏକ ସ୍ବତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାର ଲକ୍ଷ୍ୟ ଥିଲା ମର୍ଚ୍ଚାଣ୍ଟ ନେଭି ଶିକ୍ଷା ଲାଭ କରୁଥିବା ପ୍ରଶିକ୍ଷାର୍ଥୀଙ୍କ ପାଇଁ କେମିତି ରହିବ ରୋଜଗାର ଖୋଜିବାର ସଠିକ୍ଉ ପାୟ । ଏହା ସହିତ ନାବିକଙ୍କ ଅଭିଯୋଗର ସମାଧାନ, ମର୍ଚ୍ଚାଣ୍ଡ ନେଭିର ସଫଳତା କାହାଣୀ ଏବଂ ନାବିକଙ୍କୁ ସମ୍ମାନ ଦେବା ଉପରେ ଆଲୋଚନା କରାଯାଇଥିଲା ।

କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭିଆର୍ ମେରିଟାଇମ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ ସିଇଓ ଓ ପ୍ରତିଷ୍ଠାତା କ୍ୟାପଟେନ ସଞ୍ଜୟ ପ୍ରଶାର, ଡେପୁଟି ଡ଼ାଇରେକ୍ଟର ଜେନେରାଲ ଅଫ୍ ସିପିଂ (କୁ)କ୍ୟାପ୍ଟେନ୍ (ଡ.) ଡାନିଏଲ ଜେ ଜୋସେଫ୍, ପୂର୍ବତନ ସାମୁଦ୍ରିକ ପରାମର୍ଶଦାତା କ୍ୟାପଟେନ୍ ଏଲ୍ କେ ପଣ୍ଡା ପ୍ରମୁଖ । ଏଥ‌ିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧ୍ବକ ନାବିକ ଏବଂ କର୍ମଚାରୀ ଯୋଗ
ଦେଇଥିଲେ।

You might also like
Leave A Reply

Your email address will not be published.