Odia news portal

ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ପଡିଯିବା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି : ବିଜେଡି

ବିଶ୍ୱର ସମସ୍ତ ଜଗନ୍ନାଥପ୍ରେମୀ ମର୍ମାହତ, ଦୁଃଖିତ ଏବଂ ଲଜ୍ଜିତଉପ-ମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀଙ୍କ ମନ୍ତବ୍ୟ ଦାୟିତ୍ୱହୀନନିଳାଦ୍ରୀ ବିଜେ ପର୍ଯ୍ୟନ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମାପନ କରିବାକୁ ନିବେଦନ ଭୁବନେଶ୍ୱର : ଗତକାଲି ପୁରୀରେ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଛି ତାହା କେବଳ…

ବଡ଼ ଠାକୁରଙ୍କ ଆଡପ ମଣ୍ଡପ ବିଜେ ପହଣ୍ଡି ବେଳେ ଅଘଟଣ, ଦୁଃଖ ପ୍ରକାଶ କଲେ ବିଜେଡି ସଭାପତି

ଭୁଵନେଶ୍ବର : ବଳଭଦ୍ରଙ୍କ ଆଡପ ମଣ୍ଡପ ବିଜେ ପହଣ୍ଡି ବେଳେ ଘଟିଥିବା ଅଘଟଣ ପାଇଁ ଦୁଃଖ ପ୍ରକାଶ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଜଗନ୍ନାଥ ପ୍ରେମୀ ଓ ଓଡ଼ିଶାବାସୀଙ୍କ ଦୁଃଖରେ ସେ ମର୍ମାହତ ବୋଲି କହିଛନ୍ତି । ଆହତ ସେବାୟତଙ୍କ ଆଶୁ ଅରୋଗ୍ୟ କାମନା କରିଛନ୍ତି ନବୀନ । ଏଭଳି…

ଟିମ ଇଣ୍ଡିଆର ନୂଆ କୋଚ୍ ହେଲେ ଗୌତମ

ଟିମ ଇଣ୍ଡିଆକୁ ମିଳିଲେ ନୂଆ କୋଚ୍ । ଗୌତମ ଗମ୍ଭୀରଙ୍କ ନାମରେ ବାଜିଲା ମୋହର । ଗମ୍ଭୀର ଟିମ ଇଣ୍ଡିଆର ନୂଆ କୋଚ ଭାବେ ଦାୟିତ୍ବ ନେବା ନେଇ ଏକ୍ସରେ ସୂଚନା ଦେଲେ ବିସିସିଆଇ ଅଧ୍ୟକ୍ଷ ଜୟ ଶାହା । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସରିଥିବାବେଳେ ନୂଆ କୋଚ କିଏ ହେବେ ତାକୁ ନେଇ ଚର୍ଚ୍ଚା…

ନବୀନଙ୍କୁ ଭେଟିଲେ ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନର କର୍ମକର୍ତ୍ତା

ମୁଁ ଆପଣଙ୍କ ସାଥିରେ ଅଛି, ଲୋକଙ୍କ ସେବା ଜାରି ରଖିବାଆମେ ପୁଣି ଲୋକଙ୍କ ଆଶୀର୍ବାଦ ପାଇବା : ନବୀନ ପଟ୍ଟନାୟକ ଭୁବନେଶ୍ୱର : ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନର ଅଧକ୍ଷ ତଥା କଟକ ମେୟର ଶ୍ରୀ ସୁବାସ ସିଂ ଙ୍କ ନେତୃତ୍ୱରେ ସାରା ଓଡିଶାରୁ ଆସିଥବା ସାମୁଖ୍ୟ ର କର୍ମକର୍ତ୍ତା ମାନେ ଆଜି…

୧୨ ନଂ ୱାର୍ଡରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓାର୍ଡ ଅନ୍ତର୍ଗତ ଦାସରଜା ସାହି, ପାତ୍ରସାହି ଓ ରେଲୱେ ବିଦ୍ୟାଳୟ ଏବଂ ଆରଆରଏଲ ବିଦ୍ୟାଳୟରେ ଡେଙ୍ଗୁ ସଚେତନତା, ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି…

ବିଏମ୍‌ସି ପକ୍ଷରୁ ୭୫ ତମ ବନ ମହୋତ୍ସବ ସପ୍ତାହ ପାଳିତ

 ଭୁବନେଶ୍ୱରରେ ରୋପଣ କରାଯିବ ୧ ଲକ୍ଷ ବୃକ୍ଷ ୧ ଜୁଲାଇରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ ନାଗରିକଙ୍କ ସହଯୋଗ କାମନା କଲେ ମେୟର ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି ) ପକ୍ଷରୁ ଆଜି ୭୫ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ‘ମା’ଙ୍କ ପାଇଁ ଗଛଟିଏ’…

ରାଜ୍ୟ ସ୍ୱାର୍ଥ ପାଇଁ ଲଢେଇ ଜାରି ରହିବ, ଲୋକଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବୁ : ବିଜେଡ଼ି

ଭୁବନେଶ୍ବର : ନବୀନ ପଟ୍ଟନାୟକ ଗତକାଲି ଦଳର ରୂପରେଖକୁ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ପଦାଧିକାରୀ କମିଟିକୁ ଭାଙ୍ଗିବା ସହ ନିଜର ରାଜନୈତିକ ସଚିବ, ଲୋକ ସମ୍ପର୍କ ଅଧିକାରୀ, ଦଳର ମୁଖପାତ୍ର, ଜାତୀୟ ମୁଖପାତ୍ରର ନୂଆ ଟିମ ଘୋଷଣା କରାଯାଇଛି। ଏ ନେଇ ଆଜି ଶଙ୍ଖଭବନରେ ବିଜେଡ଼ି ଏକ ସାମ୍ବାଦିକ…

ବିଜେଡିର ବିଭିନ୍ନ କମିଟିର ପୁନଃଗଠନ କଲେ ଦଳର ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିଜେଡିରେ ବିଭିନ୍ନ କମିଟିର ହେଲା ପୁନଃଗଠନ। ରାଜ୍ଯସ୍ତରୀୟ ସମସ୍ତ କମିଟିକୁ ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଭଙ୍ଗ କରିଛନ୍ତି। ଖୁବଶୀଘ୍ର ନୂଆ କମିଟି ଗଠନ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ତେବେ ଜିଲ୍ଲା ସ୍ତରୀୟ କମିଟି ଓ କର୍ମକର୍ତ୍ତା ଅପରିବର୍ତ୍ତିତ…

ଅଲ୍ ଓଡିଶା ମିନି ଟ୍ରକ ମାଲିକ ସଂଘ ପକ୍ଷରୁ ନିଶୁଳ୍କ ଅନ୍ନ ପ୍ରସାଦ ଓ ଜଳ ସେବା ବଣ୍ଟନ

ଭୁବନେଶ୍ୱର : ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ଅଲ ଓଡିଶା ମିନିଟ୍ରକ ମାଲିକ ମହାସଂଘର ସମସ୍ତ କର୍ମକର୍ତାଙ୍କ ମିଳିତ ପ୍ରଚେଷ୍ଟାରେ ପୁରୀ ରେଳ ଷ୍ଟେସନ ପାଖରେ ୪୦,୦୦୦ (ଚାଳିଶହଜାର) ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ଓ ଜଳସେବା ସହିତ ୩୦.୦୦୦(ତିରିଶ ହଜାର) ଭକ୍ତଙ୍କ ପାଇଁ ଜୁସ…

ପ୍ରଧାନଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

ଭୁବନେଶ୍ୱର : କୋରେଇ ବ୍ଲକ୍ହ ଳଦିଗଡ଼ିଆ ପଞ୍ଚାୟତ ବ୍ରାହ୍ମଣଦାସ୍ଥିତ ରାଧାରମଣ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ତୃପତଶେଖର ସ୍ବାଇଁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀସଙ୍ଗୀତା ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ…