Odia news portal

ଓଡିଶା ଆଥଲେଟିକ୍ ଆସୋସିଏସନର ସଭାପତି ଡ.ଜି.ଏସ୍ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଓଡିଶା ଆଥଲେଟିକ୍ ଆସୋସିଏସନର ନବ ନିର୍ବାଚିତ ସଭାପତି ଡ.ଜି.ଏସ୍ ପଟ୍ଟନାୟକଙ୍କୁ ଉଲ୍ଲସିତ ସମ୍ବର୍ଧନା ଦିଆଯାଉଛି । ବଣୀବିହାରସ୍ଥିତ ଏକ ତାରକା ହୋଟେଲ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯୁଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଯୋଦେଇ ଡ.ଜି.ଏସ୍ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଓଳିଶା ଆଥଲେଟିକ୍ ଆସୋସିଏସନର
ଜତକୋତର ଉନ୍ନତି ଓ ସପକତା କାମନା କରିଥିଲେ ।

ସମ୍ମାନିତ ଅତିଥି ରୂପ ୧୦୦ ମି. ହର୍ଡଲ୍ସରେ ଜାତୀୟ ଦିର୍ତ୍ତୀମାନ ସ୍ଥାପନ କରିଥିବା କ୍ରୀଡାବିତ୍ ତଥା ଅର ମିଆନ୍ ଅନୁରାଧା
ବିଶ୍ୱାଳ ଯୋଗ ଦେଉଥିଲେ । ଜି.ଏସ୍ ପଟ୍ଟନାୟକଙ୍କ ନେଟ୍‌ରେ ଓଡିଶା ଆଥଲେଟିକ୍ସ ଆସୋସିଏସନ ସଚନାର ଶୀର୍ଷରେ ପହଂଚୁ ବୋଲି ଆଶା ବ୍ୟକ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ପଟ୍ଟନାୟକ ଏହି ଉତ୍ସସିତ ସମ୍ବର୍ଷବା ପାଇଁ କୃତଜ୍ଞତା ଜ୍ଞାପନ କରିବା ସହିତ ନିଜର ଅଭିଭାଷଣ ରଖିଥିଲେ । ଆଥଲେଟିକ୍ କ୍ରୀଡ଼ାରେ
ଓଡ଼ିଶା ନେବ ? ନାମଉ । ଜିଲ୍ଲା ସ୍ତରୀୟ ପ୍ରତିଯୋଗିଚା ମଧନ୍ୟରେ ତୃଣମୂଳ ସ୍ତରରୁ ପ୍ରତିଭା ଅକ୍ଳେଷଣ କରାଯାଇ ସେମାନଙ୍କୁ ସାମାକୁ ଅଣାଯିବ । କୌଣସି କ୍ରୀକାକି ନିରାଶ ହେଲେ ନାହିଁ । ସମସ୍ତଙ୍କ ପାଇଁ ଯଥେଷ୍ଟ ସୁଯୋଗ ରହିଛି । ତା’ ସହିତ ସଂଘ ପକ୍ଷରୁ ସମସ୍ତ କ୍ରୀଡାବିତ୍ ଓ କ୍ରୀଡା ସଂଗଠନ ଗୁଡିକୁ ସହଯୋଗ ଯୋଗାଇ ଦେବା ସହିତ ଆଥଲେଟିକ୍ କ୍ରୀଟାର ଉନ୍ନତି ପାଇଁ ନିରନ୍ତର ଉଦ୍ୟମ ଜାରି ରହିବ ବୋଲି ପଟ୍ଟନାୟକ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ବୁ ଆନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସେଂଟ୍ ଜାଭିୟର ଗୁପ୍ ଅଫ୍ ସ୍କୁଲର ନିର୍ଦ୍ଦେଶକ ଡ. ପ୍ରଭୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଆର୍.ଜେ କେପି କାର୍ଯ୍ୟକ୍ରମର ସଂଯୋଜନା ତଥା ମଂଚ ପରିଚାଳନା କରିଥିଲେ ।

You might also like

Leave A Reply

Your email address will not be published.