Odia news portal

ପୁଣି ପ୍ରଚାର ପାଇଁ ଓଡିଶା ଆସୁଛନ୍ତି ରାହୁଲ, ଖଡଗେ

ଭୁଵନେଶ୍ବର : ପୁଣି ଓଡିଶା ଆସିବେ ରାହୁଲ ଗାନ୍ଧି । କଂଗ୍ରେସ ବି ଦଳର ହେଭିୱେଟଙ୍କୁ ନେଇ ପ୍ରଚାର କରିବ । ପ୍ରଭାରୀ ଅଜୟ କୁମାର କହିଛନ୍ତି, ୨୯ ତାରିଖରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ୧୧ଟା ବେଳେ ବାଲେଶ୍ୱରରେ ବୈଠକ କରିବେ । ଅପରାହ୍ନ ୩ଟାରେ ଭଦ୍ରକରେ ଗୋଟିଏ

ଅପରାଧୀ ଓ ଠକଙ୍କୁ ବିଜେପି ଫୁଲମାଳ ଦେଇ ସ୍ୱାଗତ କରେ ଓ ଟିକେଟ ଦିଏ : ବିଜେଡି

 ପ୍ରଶାନ୍ତ ଜଗଦେବ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ବିଜେପି ଟିକେଟ ଜମି ଜବରଦଖଲକାରୀ ବୈଜୟନ୍ତ ପଣ୍ଡାଙ୍କୁ କୋଳେଇ ନେଇଛି ବିଜେପି ବିଜେପିର କେନ୍ଦ୍ରୀୟ ନେତାମାନେ ଏଭଳି ଠକଙ୍କ ସଂକ୍ରାନ୍ତରେ ଅଜ୍ଞଭୁବନେଶ୍ୱର : ଗୁଣ୍ଡା, ଜମି ଜବରଦଖଲକାରୀ, ଠକ ଓ କଳାଧନ କାରବାର କରୁଥିବା ଲୋକଙ୍କୁ

ଚିଟଫଣ୍ଡ ଚୋର ଏବେ ଓଡିଶା ବିଜେପିର ପୋଷ୍ଟର ବଏ : ବିଜେଡି

ଓଡିଶା ବିଜେପିର ଅସଲ ଚେହେରା ଦେଖୁଛନ୍ତି ଓଡିଶାବାସୀରାଜ୍ୟବାସୀଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖ୍ୟାନ ହେଉଛି ବିଜେପିଲଜ୍ଜାଜନକ ପରାଜୟ ବରଣ କରୁଥିବାରୁ ଓଡିଶା ବିଜେପି ବିବ୍ରତଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଶୋଚନୀୟ ପରାଜୟ ହେଉଥିବା ଜାଣି ଓଡିଶା ବିଜେପି ନେତାମାନେ

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ଓ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ଭୁଵନେଶ୍ଵର : ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ପାସ୍ ପାର ୯୬.୦୭ ପ୍ରତିଶତ ରହିଛି। ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଥିବାବେଳେ ଓ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଛି । ଦିନ ୧୧ଟା ୩୦ ସୁଦ୍ଧା

ମହାପ୍ରଭୁ ଜଗନ୍ନାଥ ଓ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରିବ : ପାଣ୍ଡିଆନ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ବର୍ତମାନ ସୁଦ୍ଧା ଦଳ ୮୦ରୁ ୮୫ ପ୍ରତିଶତ ବିଜୟ ହାସଲ କରିଛି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବିଜେଡି ନେତା ଭିକେ ପାଣ୍ଡିଆନ ଏଭଳି ଦମ୍ଭୋକ୍ତି

ଆଜି ଆଇପିଏଲ ଫାଇନାଲ ଟକ୍କର

ନୂଆଦିଲ୍ଲୀ : ଆଜି ଆଇପିଏଲ ଫାଇନାଲ ଟକ୍କର। ଇଣ୍ଡିଆନ ପ୍ରିମିୟର ଲିଗର ୧୭ ତମ ସଂସ୍କରଣରେ ଖେଳାଯିବ ଫାଇନାଲ ମୁକାବିଲା। କୋଲକାତା ନାଇଟ ରାଇଡର୍ସ ସହ ହେବ ସନରାଇଜର୍ସ ହାଇଦ୍ରାବାଦର କଡ଼ା ଟକ୍କର। କପ ଜିତିବାକୁ ଉଭୟ ଦୁଇ ଦଳ ମଧ୍ୟରେ ହେବ କଡ଼ା ସଂଘର୍ଷ।କିଏ ଜିତିବ କପ୍ ଏହାକୁ ନେଇ ପ୍ରଶଂସକ

EVM ଫିଙ୍ଗିବା ଅଭିଯୋଗରେ ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: EVM ଫିଙ୍ଗିବା ଅଭିଯୋଗରେ ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି।

ଗୋଟିଏ ଦିନରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସାମ୍ବାଦିକଙ୍କୁ ଆକ୍ରମଣ

ଭୁଵନେଶ୍ଵର : ଦେଶର ଚତୁର୍ଥ ସ୍ତମ୍ବ ବି ଆଜି ସୁରକ୍ଷିତ ନୁହେଁ । ସାମ୍ବାଦିକମାନେ ଏବେ ଲୋକପ୍ରତିନିଧୀଙ୍କ ଆକ୍ରୋଶରେ ବାରମ୍ବାର ଶିକାର ହେଉଛନ୍ତି । ଏହା ପଛରେ କାରଣ ଯାହା ହେଉନା କାହିଁକି, କିନ୍ତୁ ଏହା ନିନ୍ଦନୀୟ । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ

ଆସନ୍ତାକାଲି ସକାଳେ ଭୀଷଣ ବାତ୍ୟାର ରୂପ ନେବ ରେମାଲ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ତୀବ୍ର ଅବପାତ ନେଲା ବାତ୍ୟାର ରୂପ । ଏହା ଭୀଷଣ ବାତ୍ୟାର ରୂପ ନେଇ ଆସନ୍ତାକାଲି ମଧ୍ୟ ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍

ସୁକିନ୍ଦା, ଯାଜପୁର, ବିଞ୍ଝାରପୁର, ବରୀ, ଧର୍ମଶାଳା ଓ ବଡ଼ଚଣାରେ ପାଣ୍ଡିଆନଙ୍କ ତୋଫାନି ନିର୍ବାଚନ ପ୍ରଚାର

ବିଜେପିର ଆଭ୍ୟନ୍ତରିଣ ସର୍ଭେ କହୁଛିସେମାନଙ୍କ ଟାରଗେଟ୍‍ ହଉଛି ୩୦ଟି ଆସନସେଥିରେ ପୁଣି ଧର୍ମଶାଳା ବି ଅଛିମୁଁ ବିନମ୍ରତାର ସହ କହୁଛିଓଡ଼ିଶାରେ ଯେତେ ଓଲଟା ପୋଲଟା କାମ କଲେ ବିଧର୍ମଶାଳାରୁ ଆଶୀର୍ବାଦ କମିବ ନାହିଁ, କେବଳ ବଢ଼ିବ ଧର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଶାଣିତ