Odia news portal

ମୁଁ ୨୭ ବର୍ଷ ହେବ ବିଜେଡିର ସଭାପତି ଅଛି ଓ ରହିବି, ମୋ ପରେ ବି ଦଳ ଲୋକଙ୍କ ପାଇଁ କାମ କରିବ : ନବୀନ

ଭୁବନେଶ୍ବର : ବିଜୁ ଜନତା ଦଳ ସର୍ବଦା ଲୋକଙ୍କ ପାଇଁ କାମ କରି ଆସିଛି। ମୋ ପରେ ବି ଦଳ ଲୋକଙ୍କ ପାଇଁ କାମ କରିବ। ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ମୁଁ ୨୭ ବର୍ଷ ହେବ ବିଜେଡିର ସଭାପତି ଅଛି, ଆଗକୁ…

ବିଜେପି ସବୁ ପ୍ଳାନ୍‌ରେ ବିଫଳ ହେବାପରେ, ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବ କରୁଛି : କାର୍ତ୍ତିକ ପାଣ୍ଡିଆନ୍‌

ଭୁବନେଶ୍ବର : ବିଜେପି ପ୍ରତି ପର୍ଯ୍ୟାୟରେ ଗୋଲ ପୋଷ୍ଟ ଚେଞ୍ଜ କରୁଛି। ଯେତେବେଳେ ନିଜେ ବିଜେପି ଉଠାଇଥିବା ପ୍ରସଙ୍ଗ ସବୁ ଫେଲ୍‌ ମାରିଲା, ଶେଷରେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବ କରିବା ଆରମ୍ଭ କରିଛନ୍ତି ବୋଲି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ଆଜି…

ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟଣା : ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ପୁରୀ : ବାଣ ବିସ୍ଫୋରଣ ଘଟଣାରେ ଆହତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସମ ହସ୍ପିଟାଲ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି…

ଶେଷ ଦିନରେ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିବେ ନବୀନ

ଭୁଵନେଶ୍ବର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରର ଶେଷ ଦିନରେ ମାରାଥନ ପ୍ରଚାର କରିବେ । ଭଦ୍ରକ ଚାନ୍ଦବାଲିରେ ଆଜି ପ୍ରଚାର ସଭାକୁ ସମ୍ବୋଧନ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଅପରାହ୍ଣରେ ୩ଟା ୫୫ ମିନିଟରେ ଭୁବନେଶ୍ୱରର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ…

ଆହତ ମାନଙ୍କ ଚିକିତ୍ସା ଖର୍ଚ୍ଚ CMRF ରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା

ଚନ୍ଦନ ଯାତ୍ରା ସମୟରେ ପୁରୀ ନରେନ୍ଦ୍ର ପୋଖରୀରେ ବାଣ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦବେଗ ପ୍ରକାଶଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରି ତୁରନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶଭୁବନେଶ୍ୱର : ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀ ଦେବୀଘାଟରେ…

ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର କାର୍ଯ୍ୟକ୍ରମ ନିମନ୍ତେ ହରିଦ୍ୱାର ଯାତ୍ରା

ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ହରିଦ୍ୱାରରେ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଓଡିଶାରୁ ପ୍ରାୟ ୧୫୦ ଜଣ ମହାପ୍ରଭୁଙ୍କୁ ଭଲ ପାଉଥିବା ଭକ୍ତ ଆଜି ହରିଦ୍ୱାରକୁ ଯାତ୍ରା କରିଛନ୍ତି । …

ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର, ବିରୋଧିଙ୍କ ଉପରେ ତୀବ୍ର ଆକ୍ରମଣ

ମୟୁରଭଞ୍ଜ ଲୋକସଭାକ୍ଷେତ୍ର ଯଶୀପୁର, ସାରସକଣା,ବାଙ୍ଗିରିପୋଷି, ମୋରଡ଼ା ଓ ଉଦଳାରେଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାରବିରୋଧିଙ୍କ ଉପରେ ତୀବ୍ର ଆକ୍ରମଣ ବହୁତ ନେତା ଅଛନ୍ତି, ନିର୍ବାଚନ ଆସିଲେସେମାନଙ୍କର ଲୋକଙ୍କ କଷ୍ଟ ମନେପଡ଼େ, ଆମ ପ୍ରିୟ ମାନ୍ୟବର…

ପ୍ରସଙ୍ଗହୀନ ହୋଇ ପଡିଛି ରାଜ୍ୟ ବିଜେପି, ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଏଡିଟ୍ କରି କରିଥିଲା ଅପପ୍ରଚାର

ଭୁବନେଶ୍ବର : ପ୍ରସଙ୍ଗହୀନ ହୋଇ ପଡିଥିବା ବିଜେପିର ଆଉ ଏକ ମିଛ ପଦାରେ ପଡିଛି। ଚଳିତ ନିର୍ବାଚନରେ ସୁନିଶ୍ଚିତ ପରାଜୟ କଥାକୁ ହଜମ କରି ନପାରି ଗୋଟିଏ ପରେ ଗୋଟିଏ ମିଛକୁ ପ୍ରସଙ୍ଗ କରି ହୀନ ରାଜନୀତି କରିବାକୁ ଚେଷ୍ଟା କରୁଛି ବିଜେପି। ମୁଖ୍ଯମନ୍ତ୍ରୀଙ୍କୁ ଗୋଡ଼ ମାରୁଛନ୍ତି ବୋଲି…

ନିର୍ବାଚନ ନିଶ୍ଚିତ ପରାଜୟ ଦେଖି ଅଫିସରଙ୍କୁ ଟାର୍ଗେଟ କରୁଛି ବିଜେପି : ବିଜେଡି

 ନିର୍ବାଚନ କମିଶନଙ୍କ ନାଁ ନେଇ ଅଫିସରଙ୍କ ପଛରେ ପଡିଛି ବିଜେପି ନିର୍ବାଚନରେ ସିଧାସଳଖ ଲଢିବାକୁ ବିଜେଡି ନେତାଙ୍କ ଆହ୍ୱାନ ଓଡିଶା ପାଇଁ ଜୀବନକୁ ବାଜି ଲଗାଇଥିବା ଅଫିସରଙ୍କୁ ଟାର୍ଗେଟ କରିବା ଦୁର୍ଭାଗ୍ୟଜନକ ଗଣମାଧ୍ୟମ ପ୍ରତି ବି ବିଜେପି ନେତାଙ୍କ ସମ୍ମାନ ନାହିଁ ନିର୍ବାଚନୀ ସଭାରେ…

ସ୍ୱାସ୍ଥ୍ୟାବସ୍ଥା କଥାକୁ ହସରେ ଉଡ଼ାଇ କହିଲେ, ପ୍ରଧାନମନ୍ତ୍ରୀଙ୍କୁ ମୋ ଚିନ୍ତା ନୁହେଁ ବରଂ ଭୋଟ୍ ଚିନ୍ତା

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ଜବାବ୍ ରଖିଲେ ନବୀନ । କହିଲେ, ଏତେ ଖରାରେ ମୁଁ ଏତେ ଖରାରେ ମୁଁ ରାଜ୍ୟ ସାରା ବୁଲି ବୁଲି ପ୍ରଚାର କରୁଛି, ଯଦି ମୋ ଦେହ ଖରାପ ଥାନ୍ତା ତେବେ ମୁଁ ପ୍ରଚାର କେମିତି କରନ୍ତି? ଆପଣଙ୍କର ମୋ ସ୍ୱାସ୍ଥ୍ୟାବସ୍ଥା ନେଇ ଯଦି ଏତେ ଚିନ୍ତା ତେବେ…