Odia news portal

ଉତ୍ତର ନିର୍ବାଚନମଣ୍ଡଳୀରେ ହେବ ଇଣ୍ଡୋର ଷ୍ଟାଡିୟମ

ଭୁବନେଶ୍ବର : ଉତ୍ତର ନିର୍ବାଚନମଣ୍ଡଳୀରେ ଇଣ୍ତେର ଷ୍ଟାଡିୟମ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ। ଏନେଇ ଡଲଫିନ୍ ଗାର୍ଡେନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ପଦକୁ ସ୍ଵାଗତ କରିଛନ୍ତି। ଉତ୍ତର ନିର୍ବାଚନ ମଣ୍ଡଳୀର ଇତ ରୋକ୍ ରେ ପ୍ରାୟ ୯ କୋଟି ୪୫ ଲକ୍ଷ ଟଙ୍କାରେ । ଇନୋର ଷ୍ଟାଡିୟମ ନିର୍ମାଣ କରାଯିବ।

ଏହାଦ୍ବାରା ପ୍ରତିଭାବାନ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଉତ୍ତର ବିଧାୟକ କ୍ରୀଡାବିତ୍‌ମାନେ ସେଠାରେ ଅଭ୍ୟାସ କରିବା ସହ ଦେଶ ବିଦେଶରେ ଖେଳି ସୁନାମ ଅର୍ଜନ କରିପାରିବେ ବୋଲି ବିଧାୟକ ମତ ରଖିଛନ୍ତି । ଏହାସହ ନିର୍ବାଚନ ମଣ୍ଡଳୀର ଜନସାଧାରଣ, କ୍ରୀଡ଼ାପ୍ରେମୀ ଏବଂ କ୍ରୀଡାବିତ୍ରମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଯଥା ଜଣାଶୁଣା ସମାଜସେବୀ ମହିର କୁମାର ରାଉତ, ମାନସ କୁମାର ଦାସ, ପ୍ରେମାନନ୍ଦ ଜେନା, ଦମାଣୁ ଶେଖର ଦାସ, ସୂର୍ଯ୍ୟକାତି ଜେନା ଓ ଝୁନୁ ବାଳା ଦେଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

You might also like

Leave A Reply

Your email address will not be published.

13 + 16 =