Odia news portal

ନୂତନ ଭାବେ ମନୋନୀତ ନେତାଙ୍କୁ ସମ୍ବର୍ଦ୍ଧନା

ବୁଗୁଡା : ବୁଦ୍ଧଖୋଲ କଲ୍ୟାଣ ମଣ୍ଡପ ଠାରେ ବୁଗୁଡା ବ୍ଲକ ବିଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ବୁଗୁଡା ବ୍ଲକ,ଏନ.ଏ.ସି ଓ ଜିଲ୍ଲାରେ ସାଙ୍ଗଠନିକ କାର୍ଯ୍ୟରେ ନୂତନ ଭାବେ ମନୋନୀତ ହୋଇଥିବା ଯୁବ ଓ ଛାତ୍ର ସଭାପତି, ଉପ ସଭାପତି, ସାଧାରଣ ସମ୍ପାଦକ ଓ ଡିଜିଟାଲ ସମ୍ପାଦକ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି, ଏହି ସଭାରେ ବୁଗୁଡ଼ା ବ୍ଲକ ଓ ନଗରର ସମସ୍ତ ମନୋନୀତ ନେତା ଯୋଗଦେଇଥିଲେ ।

(ବୁଗୁଡ଼ାରୁ ସୂର୍ୟ ନାରାୟଣ ଜେନାଙ୍କ ରିପୋର୍ଟ୍)

You might also like

Leave A Reply

Your email address will not be published.

1 × five =