Odia news portal

ଏପ୍ରିଲ ୯ରୁ IPL-୨୦୨୧, କେବେ ଫାଇନାଲ ମ୍ୟାଚ୍‌ ଖେଳାଯିବ ଜାଣନ୍ତୁ

ନୂଆଦିଲ୍ଲୀ : ବାଜିଲା ଆଇପିଏଲ ବିଗୁଲ। ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ। ଏହି ମହାକୁମ୍ଭ ଏପ୍ରିଲ ୯ରୁ ଆରମ୍ଭ ହୋଇ ମେ ୩୦ ଯାଏଁ ଚାଲିବ ବୋଲି ସୂଚନା ରହିଛି। ମେ’ ୩୦ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ବୋଲି ସୂଚନା ରହିଛି।

୨୦୨୧ ଆଇପିଏଲ ମହାକୁମ୍ଭ ପୂର୍ବରୁ ଖେଳାଳି ନିଲାମି ପ୍ରକ୍ରିୟା ସରି ସାରିଛି। ୯ ତାରିଖରୁ ଟି-୨୦ ମହାକୁମ୍ଭ ଆରମ୍ଭ ହୋଇଥଇଲେ ହେଁ କେବେ ଆଉ କେଉଁଠି କେତେବଳେ ମ୍ୟାଚ୍‌ ଖେଳାଯିବ ତାର ସମସ୍ତ ବିବରଣୀ ଖୁବଶୀଘ୍ର ସାମ୍ନାକୁ ଆସିବ ବୋଲି ମଧ୍ୟ ସୂଚନା ରହିଛି।

You might also like

Leave A Reply

Your email address will not be published.