Odia news portal

ଇଭୋସ୍ ଉଦ୍ଘାଟନ କରିଲା “ଇଭୋସ୍ ଆଲ୍‌ମି ସେଲ୍ଫ ଗ୍ୟାଲେରୀ”

ଭୁବନେଶ୍ଵର : ରିଅଲ୍ ଇଷ୍ଟେଟ୍‌ରେ ଅତ୍ୟାଧୁନିକତା ଏବଂ ନୂତନତ୍ବକୁ ଦର୍ଶାଇ ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ଵାରା ଇଭୋସ୍ ଆଲ୍‌ମି ସେଲ୍ଫ ଗ୍ୟାଲେରୀର ସଫଳ ଉତ୍ପାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଞ୍ଜୟ ପୁରୀ ଯୋଗ ଦେଇଥିଲେ ଏବଂ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ଟିମ୍ ଏହି ଉତ୍କୃଷ୍ଟ ଆର୍କିଟେକ୍ଟର୍ କୁ ଜୀବନ୍ତ କରିଥିଲେ । ଇଭୋସ୍ ଆଲ୍‌ମି ସେଲ୍ଫ ଗ୍ୟାଲେରୀ, ଏକ ଅଗ୍ରଗାମୀ ପ୍ରୋଜେକ୍ଟ ଯେଉଁଥିରେ ଉଭୟ ୩ବିଏଚ୍‌ ଏବଂ ୪ବିଏଚକେ ୟୁନିଟିର ଡେମୋ ଫ୍ଲାଟ୍ ପ୍ରଦର୍ଶିତ ହୋଇଥିଲା । ଯାହା ବିଳାସପୂର୍ଣ୍ଣ ଅନୁଭୂତି ପ୍ରଦାନ କରିଥିଲା । ସ୍ଵତନ୍ତ୍ର ଭାବରେ ନିୟୋଜିତ ଟିମ୍ମାନେ ପରିଦର୍ଶକମାନଙ୍କୁ ଭବ୍ୟ ଭାବରେ ସ୍ଵାଗତ ଏବଂ ସେମାନଙ୍କର ସୁବିଧା ଏବଂ ସହଯୋଗ ପ୍ରତି ଉତ୍ସର୍ଗୀକୃତ ଥିଲେ । ପ୍ରତ୍ୟେକ ୟୁନିଟ୍ ର ୟୁନିକ୍ ସେଲିଂ ପଏ (ୟୁଏସ୍‌ପିଏସ୍) କୁ ଆଲୋକିତ କରାଯାଇଥିଲା ଯାହା ସାମ୍ଭାବ୍ୟ କ୍ରେତାମାନଙ୍କୁ ବିଳାସପୂର୍ଣ୍ଣ ଏବଂ ନିରବିଚ୍ଛିନ୍ନ କାର୍ଯ୍ୟକାରିତାର ମିଶ୍ରଣ ଅଭିଜ୍ଞତା ପ୍ରଦାନ କରିଥିଲା । ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଖ୍ୟାତ ଆର୍କିଟେକ୍ଟର୍‌ ସଞ୍ଜୟ ପୁରୀ କହିଥିଲେ “ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ ସହିତ କାର୍ଯ୍ୟ କରିବା ଅତ୍ୟନ୍ତ ଆନନ୍ଦଦାୟକ ।

ଏହି ପ୍ରକଳ୍ପ ଆଧୁନିକ ଆର୍କିଟେକ୍ଟର ଓ ଡିଜାଇନ୍‌ର ସମ୍ଭାବନାକୁ ଦର୍ଶାଉଛି, ଯାହା ଏକ ବିଳାସପୂର୍ଣ୍ଣ ଏବଂ କାର୍ଯ୍ୟକ୍ଷମ ପରିବେଶ ସୃଷ୍ଟି କରିବ । ଏହି ପ୍ରକଳ୍ପ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ନୂତନ ପରିଚୟ ସୃଷ୍ଟି କରିବ ଏବଂ ଏହା ଦେଖ‌ିବା ପାଇଁ ଆମେମାନେ ଉତ୍ସକ” । କାର୍ଯ୍ୟକ୍ରମର ସଫଳତାକୁ ଖୁସି ବ୍ୟକ୍ତ କରି ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ
ରଥ କହିଛନ୍ତି “ଇଭୋସ୍ ଆଲ୍‌କେମି ସେଲ୍ ଗ୍ୟାଲେରୀ ଉଦ୍ଘାଟନରେ ମିଳିଥିବା ଅସାଧାରଣ ପ୍ରତିକ୍ରିୟା ପାଇଁ ଆମେ ବହୁତ୍ଆ ନନ୍ଦିତ ଅନୁଭବ କରୁଛୁ । ଉତ୍କୃଷିତା ଏବଂ ଗ୍ରାହକ କେନ୍ଦ୍ରିକତା ଆଭିମୁଖ୍ୟ ପ୍ରତି ଆମର ପ୍ରତିବଦ୍ଧତାକୁ ଏହି କାର୍ଯ୍ୟକ୍ରମ ପ୍ରତିପାଦିତ କରିବ । ସଞ୍ଜୟ ପୁରୀ ଏବଂ ତାଙ୍କ ଟିମ୍ ଆମର ଲକ୍ଷ୍ୟକୁ ହୃଦୟଙ୍ଗମ କରି ଏମିତି ଏକ ସ୍ଥାନ ସୃଷ୍ଟି କରିଛନ୍ତି ଯାହା ପ୍ରକୃତରେ ଅତ୍ୟାଧୁନିକତା ଏବଂ ବିଳାସପୂର୍ଣ୍ଣତାକୁ ଦର୍ଶାଏ” । ଉପସ୍ଥିତ ଦର୍ଶକମାନଙ୍କ ସହିତ ପୂର୍ବରୁ ବୁକିଂ କରିଥିବା ପରିଦର୍ଶକ ଓ ବୁକିଂ କରିନଥିବା ପରିଦର୍ଶକମାନଙ୍କୁ ମୂଲ୍ୟବାନ ଅନୁଭବ କରାଇ ଇଭୋସ୍ ଟିମ୍ ପକ୍ଷରୁ ସମସ୍ତଙ୍କୁ ବିଶେଷ ଆତିଥ୍ୟତା ପ୍ରଦାନ କରାଯାଇଥିଲା। ଇଭୋସ୍ ଆଲ୍‌ମି ସେଲ୍ଫ ଗ୍ୟାଲେରୀର ଗ୍ରାଣ୍ଡ୍ ଉଦ୍ଘାଟନ ଏକ ସଫଳ କାର୍ଯ୍ୟକ୍ରମ ଥିଲା । ବିଳାସପୂର୍ବରେ ନୂତନତ୍ବ ଆଣି ରିଅଲ ଇଷ୍ଟେଟ୍ଉ ପସ୍ଥାପନାରେ ନୂତନ ମାନକ ସ୍ଥାପନ କରି ଇଭୋସ୍ ଆଲ୍‌ମି ସେଲ୍ ଗ୍ୟାଲେରୀ ଟ୍ରାଣ୍ଡ୍ ଉଦ୍ଘାଟନ ଏକ ସଫଳ କାର୍ଯ୍ୟକ୍ରମରେ ପରିଣତ ହୋଇଥିଲା।

ଇଭୋସ୍ ଆଲ୍‌ମି ବିଷୟରେ : ପ୍ରଖ୍ୟାତ ଆର୍କିଟେକ୍ଟ ସଞ୍ଜୟ ପୁରୀଙ୍କ ଦ୍ବାରା ଡିଜାଇନ୍ କରାଯାଇଥିବା ଇଭୋସ୍ ଆଲ୍‌ମି ପଟିଆର ଆଖପାଖ ଅଂଳର ସ୍କାଏଲାଇନ୍‌କୁ ଏକ ନୂଆ ରୂପ ପ୍ରଦାନ କରିବ । ୪୨ ମହଲା ବିଶିଷ୍ଟ ଏହି କୋଠା ଓଡିଶାରେ ସବୁଠାରୁ ଉଚ୍ଚତମ ହେବାକୁ ଯାଉଛି, ଯେଉଁଥିରେ ମନୋରମ ଦୃଶ୍ୟ ଏବଂ ଆକର୍ଷଣୀୟ ସ୍ଥାପତ୍ୟ ରହିଛି ଯାହା ନିଶ୍ଚିତ ଭାବରେ ଏହାକୁ ଭୁବନେଶ୍ବରର ଏକ ଲ୍ୟାଣ୍ଡମାର୍କରେ ପରିଣତ କରିବ । ଇଭୋସ୍ ଆଲ୍‌ମିରେ ୩ ଏବଂ ୪ ବେତୁମ୍ ବିଶିଷ୍ଟ ବାସଭବନ ରହିଛି, ଯେଉଁଥ‌ିରେ ଭବ୍ୟ ସକ୍ ରହିଛି ଯାହା ଏକ ଶାନ୍ତ ଏବଂ ଆକର୍ଷଣୀୟ ବାତାବରଣ ପ୍ରଦାନ କରେ । ଏହି ପ୍ରକଳ୍ପରେ ୪ଟି ଟାଓ୍ବାର ରହିଛି, ଯାହା ଏକ ପ୍ରକୃତ ସ୍ଥାପତ୍ୟ
ଚମତ୍କାର, ଯାହା ଏହି ଅଂଳରେ ବିଳାସପୂର୍ଣ୍ଣ ଜୀବନଯାପନ ପାଇଁ ନୂତନ ମାନଦଣ୍ଡ ସ୍ଥାପିତ କରିଛି ।

You might also like
Leave A Reply

Your email address will not be published.