Odia news portal

ବଡ଼ ଠାକୁରଙ୍କ ଆଡପ ମଣ୍ଡପ ବିଜେ ପହଣ୍ଡି ବେଳେ ଅଘଟଣ, ଦୁଃଖ ପ୍ରକାଶ କଲେ ବିଜେଡି ସଭାପତି

ଭୁଵନେଶ୍ବର : ବଳଭଦ୍ରଙ୍କ ଆଡପ ମଣ୍ଡପ ବିଜେ ପହଣ୍ଡି ବେଳେ ଘଟିଥିବା ଅଘଟଣ ପାଇଁ ଦୁଃଖ ପ୍ରକାଶ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଜଗନ୍ନାଥ ପ୍ରେମୀ ଓ ଓଡ଼ିଶାବାସୀଙ୍କ ଦୁଃଖରେ ସେ ମର୍ମାହତ ବୋଲି କହିଛନ୍ତି ।

ଆହତ ସେବାୟତଙ୍କ ଆଶୁ ଅରୋଗ୍ୟ କାମନା କରିଛନ୍ତି ନବୀନ । ଏଭଳି ସମ୍ବେଦନଶୀଳ ଘଟଣାର ଯେଉଁଭଳି ପୁନରାବୃତ୍ତି ନ ଘଟେ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

You might also like
Leave A Reply

Your email address will not be published.