Odia news portal

କାର୍ଗିଲ ବିଜୟ ଦିବସରେ ସହୀଦ ବୀର ଯବାନଙ୍କୁ କୋଟି କୋଟି ପ୍ରଣାମ

ଭୁଵନେଶ୍ଵର : ଉଇନର ଆସୋସିଏସନ ପକ୍ଷରୁ ଆଜିର କାରଗିଲ ବିଜୟ ଦିବସରେ ସଦସ୍ୟ ମାନେ ଶହୀଦ ଯବାନ ମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦେଶଭକ୍ତି ବହୁତ ବେଶୀ ମହତ୍ୱ ରଖୁଥିବା ଶବ୍ଦଟିଏ ଦେଶଭକ୍ତି ଭରିଦିଏ ଆଖିରେ ସ୍ବପ୍ନ, ହୃଦୟରେ ସାହସ ଦେଶ ପ୍ରତି ସମ୍ମାନ ।

ଆଜି ସେମିତି ଗୋଟିଏ ସମ୍ମାନର ଦିବସ କାର୍ଗିଲ ବିଜୟ ଦିବସ ! କାର୍ଗିଲ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟକୁ ପାଳନ କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁଲାଇ ୨୬ ତାରିଖରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଥାଏ । ଆଜିର ଏହି ପବିତ୍ର ଦିବସ ଅବସରରେ ଉଇନର ଆସୋସିଏସନ ସଦସ୍ୟ ମାନେ ସହିଦ ବୀର ଯବାନଙ୍କ ଉଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଭାରତୀୟ ସେନାବାହିନୀକୁ ହୃଦୟରୁ କୃତଂଜ୍ଞତା ଜଣାଇ ଥିଲେ ।

You might also like
Leave A Reply

Your email address will not be published.