Recent Posts
ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଓ ଉପମୁଖମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ରାଜ୍ୟବାସୀଙ୍କୁ କ୍ଷମା…
ଆମ୍ବ ଟାକୁଆ ଜାଉ ଖାଇ ୨ ମୃତ ୬ ଗୁରୁତର ଘଟଣା
ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ, ସେ ସ୍ପଷ୍ଟ କରନ୍ତୁ, ଆମ୍ବ ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟପିଡ଼ିଏସ ବଣ୍ଟନ ବ୍ୟବସ୍ଥା ବିଫଳତା କାରଣରୁ ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ ହୋଇଥିଲେମିଥ୍ୟା ପ୍ରତିଶ୍ରୁତି ଦେଇ ସୁନେଲି ସ୍ଵପ୍ନ ଦେଖାଇ!-->!-->!-->…
ସ୍କୋଡା ଅଟୋ ଇଣ୍ଡିଆ ଉନ୍ମୋଚନ କଲା ସମ୍ପୂର୍ଣ୍ଣ ନୂତନ କୈଲାକ
ମୁମ୍ବାଇ : ଏହାର ବହୁ ପ୍ରତୀକ୍ଷିତ ଏସୟୁଭି କୈଲାକକୁ ଭାରତ ଓ ବିଶ୍ୱରେ ପ୍ରଥମ ଥର ପାଇଁ ଏହି ଉନ୍ମୋଚନ କରିଛି ସ୍କୋଡା ଅଟୋ ଇଣ୍ଡିଆ । କୈଲାକ ଭାରତରେ ସ୍କୋଡା ଅଟୋ ପାଇଁ ନୂଆ ଯୁଗ ଆରମ୍ଭ କରିଛି କାରଣ ଏହା ନୂତନ ବଜାରରେ ପ୍ରବେଶ କରିଛି ଏବଂ ନୂତନ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି ।!-->…
୮ ନମ୍ବର ୱାର୍ଡରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା
ଭୁବନେଶ୍ୱର, (ଚକ୍ରଧର ମାଝି) : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୮ ନମ୍ବର ୱାର୍ଡରେ ବିଜୁ ଜନତା ଦଳ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ!-->…
ଆସନ୍ତା ୯ ରେ ନିଫ୍ ଭୁବନେଶ୍ବରର ସମାବର୍ତ୍ତନ ଉତ୍ସବ-୨୦୨୪
ଭୁବନେଶ୍ଵର : ଆସନ୍ତା ୯ ତାରିଖରେ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି (ନିଙ୍ଗ) ଭୁବନେଶ୍ଵର ପକ୍ଷରୁ ଏହାର ସମାବର୍ତ୍ତନ ଉତ୍ସବ- ୨୦୨୪ ଆଇଏମ୍ଏମ୍ଟି-ସିଏସ୍ଇଆର୍ଅ ଡିଟୋରିୟମ୍ଠାରେ ଆୟୋଜିତ ହେବାକୁ ଯାଉଛି। ଏହି ଅବସରରେ ୧୬୮ ଜଣ ସ୍ମାରକ ଏବଂ ୨୦ ଜଣ ସ୍ନାତକତ୍ତୋର!-->…
ଆମେ ଗଜପତିଙ୍କ ମତ ସହିତ ଏକମତ, ଅସମୟରେ ରଥଯାତ୍ରା ହେବା ଅନୁଚିତ : ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି
ଭୁବନେଶ୍ୱର : ଇସ୍କନ ପକ୍ଷରୁ ଆମେରିକାର ହଷ୍ଟନ ଟେକ୍ସସାସ ସହରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନଭେମ୍ବର ୩ରେ ଏବଂ ରଥ ଯାତ୍ରା ନଭେମ୍ବର ୯ ଓ ନଭେମ୍ବର ୨୩ରେ ନାଇଜେରିଆରେ କରାଯିବା ନିଷ୍ପତ୍ତି ଗ୍ରହଣ ଯୋଗ୍ୟ ନୁହେଁ । ଏହାକୁ ବିରୋଧ କରି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଇସ୍କନକୁ!-->…
ପରିକ୍ରମା ପ୍ରକଳ୍ପ ଯୋଗୁଁ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ଅଭିଯୋଗ ଭିତ୍ତିହୀନ : ବିଜେଡି
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମୋଦନ ପରେ ପରିକ୍ରମା ପ୍ରକଳ୍ପ ନିର୍ମିତ ହୋଇଛି
କେବଳ ରାଜନୀତି ଉଦ୍ଦେଶ୍ୟରେ ପୂର୍ବ ସରକାର ଓ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଅଭିଯୋଗ
ଭୁବନେଶ୍ୱର : ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଥିବା ଖବର ଆସିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଏହି ଫାଟ!-->!-->!-->!-->!-->…
ରାଜ୍ୟ ବ୍ଯାଙ୍କିଙ୍ଗ୍ ଟେବୁଲ ଟେନିସ ଚାମ୍ପିଅନସିପ୍ ଉଦଯାପିତ
ଭୁବନେଶ୍ଵର,(ଚକ୍ରଧର ମାଝି) : ଲକ୍ଷ୍ମୀସାଗର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଖୋର୍ଦ୍ଧା ଜିଲ୍ଲା ଟିଟି ସଂଘ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ବ୍ୟାଙ୍କିଙ୍ଗ୍ ଟେବୁଲ ଟେନିସ ଚାମ୍ପିଅନସିପ୍ଟ ମହିଳା ସିଙ୍ଗଲ୍ସରେ ଶ୍ଵେତପଦ୍ମା ଦଳେଇ ଏବଂ ପୁରୁଷରେ ମୈନକ ଦାସ ଚାମ୍ପିଅନ ହୋଇଛନ୍ତି।!-->…
KDTTA State Ranking TT : Five players bag double crowns
BHUBANESWAR : Five players clinched double crowns in the 17th KDTTA Odisha State Ranking Table Tennis Championship, which was held at Table Tennis Academy Hall, Laxmisagar, Bhubaneswar from from 2 to 4 November 2024. The five players are!-->…
ଚରଣ ମାଝୀଙ୍କ ସ୍ମୃତିଚାରଣ ସଭା
ଭୁବନେଶ୍ୱର : ସାଲିଆ ସାହିର ବରିଷ୍ଠ ମୁରବୀ ଚରଣ ମାଝୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ ଓ ସ୍ମୃତିଚାରଣ ସଭା ସାଲିଆ ସାହି ନୀରଙ୍କାରୀ ନଗର ସ୍ଥିତ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ!-->…
ସହୀଦନଗର ହାଇସ୍କୁଲର ଛାତ୍ର ପ୍ରିୟ ଶିକ୍ଷକ ଡ଼ ଲଷ୍ମୀକାନ୍ତ ଖୁଣ୍ଟିଆଙ୍କ ଅବସର କାଳୀନ ସଭା ଅନୁଷ୍ଠିତ
ଭୁବନେଶ୍ୱର : ଆଜି ସହିଦନଗର ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତଙ୍କର ପ୍ରିୟ ଶିକ୍ଷକ ଡ଼ ଲଷ୍ମୀକାନ୍ତ ଖୁଣ୍ଟିଆ ସାରଙ୍କ ଅବସର କାଳୀନ ସଭା ଅନୁଷ୍ଠିତ ହୋଇ ଯାଇଛି । ସାରଙ୍କର ପ୍ରାୟ ୩୨ବର୍ଷ ୬ମାସର କାର୍ଯ୍ୟକାଳ ଆଜି ଶେଷ ହୋଇ ଥିଲା । ଏହି କାର୍ଯ୍ୟକ୍ରମରେ ମୋ ସ୍କୁଲ ସଭାପତି ଡ଼ ନାରାୟଣ!-->…
ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଅପଚେଷ୍ଟା
ଇସ୍କନ ପକ୍ଷରୁ ପୁଣି ଅଦିନିଆ ରଥଯାତ୍ରା
ଭୁବନେଶ୍ବର : ଇସ୍କନ ପକ୍ଷରୁ ଆମେରିକାର ହଷ୍ଟନ ଟେକ୍ସସାସ ସହରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନଭେମ୍ବର ୩ରେ ଏବଂ ରଥ ଯାତ୍ରା ନଭେମ୍ବର ୯ କରାଯିବା ନିଷ୍ପତ୍ତି ଗ୍ରହଣ ଯୋଗ୍ୟ ନୁହେଁ, ପୂର୍ବରୁ ମଧ୍ୟ ଲୁଧିଆନ ଓ ଦିଲ୍ଲୀରେ ଅଦିନିଆ ରଥଯାତ୍ରା!-->!-->!-->…
ଗୋଟିଏ ଛାତ ତଳେ ମିଳିବ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ସାମଗ୍ରୀ
ବାପୁଜୀ ନଗରରେ ରିଲାଏନ୍ସ ଡିଜିଟାଲ'ର ନୂଆ ଷ୍ଟୋର
ଉଦଘାଟନୀ ଅବସରରେ ମିଳିବ ସ୍ବତନ୍ତ୍ର ରିହାତି
ଭୁବନେଶ୍ୱର : ଭୁବନେଶ୍ୱର ଶିଶୁଭବନ ଛକ ନିକଟ ବାପୁଜୀ ନଗରରେ ରିଲାଏନ୍ସ ଡିଜିଟାଲ ଏହାର ନୂତନ ଷ୍ଟୋର୍ ଲଞ୍ଚ କରିଛି। ଓଲିଉଡ୍ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଏହି ଷ୍ଟାରକୁ ଉଦ୍ଘାଟନ!-->!-->!-->!-->!-->…
Reliance Digital unveils its newly launched store in Bapuji Nagar, Bhubaneswar.
India’s largest electronic retailer, now open at Bapuji Nagar, Bhubaneswar
With exclusive inaugural offers and the widest range of the latest tech, customers are in for an enhanced shopping experience here.
Bhubaneswar : Reliance!-->!-->!-->!-->!-->…
ବାତ୍ୟା ମୁକାବିଲା ପାଇଁ ଟିପିସିଓଡିଏଲ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର: ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହଙ୍କ ଅଧ୍ୟକ୍ଷତାରେ ବାତ୍ୟା ଦାନା ପାଇଁ ପ୍ରସ୍ତୁତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଟିମ୍ ମଧ୍ୟରେ ସମନ୍ୱୟକୁ ସୁନିଶ୍ଚିତ କରିବା ସହ ରଣନୈତିକ ସମ୍ବଳ ନିୟୋଜନ ଏବଂ ବିଦ୍ୟୁତ୍ ଯନ୍ତ୍ରାଂଶ ଠିକ୍ ସମୟରେ!-->…
ରାଜ୍ୟରେ କ୍ରୀଡାର ବିକାଶ ପାଇଁ କ୍ରୀଡାନୀତି ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି : କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଓଡ଼ିଶା କ୍ରୀଡାନୀତି କର୍ମଶାଳା ଅନୁଷ୍ଠିତ
ଜିଲ୍ଲାରୁ ବ୍ଲକସ୍ତର ପର୍ଯ୍ୟନ୍ତ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ କରିବା, ତୃଣମୂଳ ସ୍ତରରେ କ୍ରୀଡ଼ାବିତ୍ ମାନଙ୍କର ସାମଗ୍ରିକ ବିକାଶ କରିବା ହିଁ ଆମର ଲକ୍ଷ୍ୟ : ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
!-->!-->!-->!-->…
ଟାଇମ୍ସ ବିଜନେସ ଆୱାର୍ଡକୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ
ବିଭିନ୍ନ କ୍ଷେତ୍ରରୁ ୧୫ଟି ବର୍ଗରେ ଉଦ୍ୟୋଗୀ ହେଲେ ପୁରସ୍କୃତ
ଭୁବନେଶ୍ୱର : ଟାଇମ୍ସ ଗ୍ରୁପ ପକ୍ଷରୁ ଅନୁଷ୍ଠିତ ଟାଇମ୍ସ ବିଜନେସ ଆୱାର୍ଡ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଏହାକୁ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ!-->!-->!-->…
ସମାଜରେ ବରିଷ୍ଠ ନାଗରିକଙ୍କ ଅବଦାନ ଅତୁଳନୀୟ
ଏନ୍ଆରସିଡବ୍ଲୁଡି ପକ୍ଷରୁ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ
ଭୁବନେଶ୍ୱର, (ଚକ୍ରଧର ମାଝି) : ଏନ୍ ଆରସି ଡବ୍ଲ୍ୟୁଡି ପକ୍ଷରୁ ରେଳ ଅଡିଟୋରିୟମରେ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ଅନୁଷ୍ଠିତ ହୋଇଯାଇଛି। ଦିବସର ବିଷୟବସ୍ତୁ ରହିଥ୍ ଲା, ସମ୍ମାନର ସହିତ ବାର୍ଦ୍ଧକ୍ୟ, ବିଶ୍ଵବ୍ୟାପୀ ବୟସ୍କ!-->!-->!-->…
ଏୟାରଟେଲର ଏଆଇ କ୍ଷମତାଯୁକ୍ତ ନେଟୱାର୍କ ସମାଧାନ ବ୍ୟବସ୍ଥା ଓଡ଼ିଶାର ଗ୍ରାହକଙ୍କୁ ସ୍କାମକଲ ଏବଂ ଏସଏମଏସ ବନ୍ଦ କରିବାରେ…
ସମସ୍ତ ଏୟାରଟେଲ ଗ୍ରାହକଗଣ ମାଗଣାରେ ଏକ ସ୍ଵୟଂସ୍ଖଳିତ କାର୍ଯ୍ୟକ୍ଷମ ସମାଧାନର ସୁବିଧା ଭୁବନେଶ୍ଵର : ଭାରତୀ ଏୟାରଟେଲ୍ ର ନୂତନ ଏଆଇ କ୍ଷମତାଯୁକ୍ତ ସ୍କାମ ସନ୍ଧାନକାରୀ ବ୍ୟବସ୍ଥା ଓଡ଼ିଶାର ଗ୍ରାହକମାନଙ୍କୁ ବହୁ ପ୍ରତୀକ୍ଷିତ ଆରାମ ପ୍ରଦାନ କରିବାରେ ସମର୍ଥ ହୋଇପାରିବ । ଶୁଭାରମ୍ଭର ୨୦ଦିନ!-->…
ବିଶ୍ୱ ଚାମ୍ପିଅନ ନୀରଜଙ୍କ ଦ୍ୱାରା ଓଡିଶାରେ ଅଣ୍ଡର୍ ଆର୍ମର୍ର ପ୍ରଥମ ଷ୍ଟୋର୍ ଉଦ୍ଘାଟନ
ଭୁବନେଶ୍ୱର: ଭାରତରେ ଅଣ୍ଡର୍ ଆର୍ମର୍ ପାଇଁ ଏକ୍ସକ୍ଲୁସିଭ ଡିଷ୍ଟ୍ରିବ୍ୟୁଟର ଓ ଲାଇସେନ୍ସିଂ ସଂସ୍ଥା, ଅଣ୍ଡରଡଗ୍ ଆଥ୍ଲେଟିକ୍ସ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଅଣ୍ଡର୍ ଆର୍ମର ବ୍ରାଣ୍ଡ ହାଉସ୍ର ଶୁଭାରମ୍ଭ ଘୋଷଣା କରାଯାଇଛି ଏହି ଷ୍ଟୋର୍କୁ ପ୍ରଶଂସକଙ୍କ ଭିଡ ଓ ଉତ୍ସାହ ମଧ୍ୟରେ !-->…
କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି
୧୫୦ରୁ ଅଧିକ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,(ଚକ୍ରଧର ମାଝି) : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡରେ କାର୍ଯ୍ୟରତ ବିଏମସି ସଫେଇ କର୍ମଚାରୀ ମାନଙ୍କୁ ଏକ ନିଆରା ଢଙ୍ଗରେ ପୂଜାଭେଟି ଦେଇଛନ୍ତି କର୍ପୋରେଟର ଜୟନ୍ତୀ ସାହୁ । ଆଜି ୧୨ ନମ୍ବର ୱାର୍ଡ!-->!-->!-->…