Odia news portal

ଅଲିମ୍ପିକ୍‌କୁ ସର୍ବାଧିକ ଖେଳାଳି ପଠାଇବାରେ କିଟ୍ ଭାରତର ପ୍ରଥମ ଶିକ୍ଷା ଅନୁଷ୍ଠାନ

ପ୍ୟାରିସ୍ ଅଲିମ୍ପିକ୍‌ସରେ କିଟ୍‌ର ୧୨ ଖେଳାଳି କିଟ୍ ପକ୍ଷରୁ ପ୍ରତି ଖେଳାଳିଙ୍କୁ ୭ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଭୁବନେଶ୍ୱର,(ଚକ୍ରଧର ମାଝି) : ଜୁଲାଇ ୨୬ରୁ ଅନୁଷ୍ଠିତ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ କିଟ୍ ଓ କିସ୍‌ର ୧୨ଜଣ ଖେଳାଳି ସାମିଲ ହେବାର ଯୋଗ୍ୟତା…

ତନିସ୍କ ପକ୍ଷରୁ ‘ଫେଷ୍ଟିଭାଲ୍ ଅଫ୍ ଡାଏମଣ୍ଡ୍’ ; ପ୍ରାକୃତିକ ହୀରାର ଆକର୍ଷଣକୁ ଆବିଷ୍କାର କରିବାର ସୁଯୋଗ

ଭୁବନେଶ୍ୱର : ଭାରତର ସର୍ବବୃହତ୍ ଗହଣା ରିଟେଲ ବ୍ରାଣ୍ଡ୍ ତନିସ୍କ ଆଣିଛି ‘ଫେଷ୍ଟିଭାଲ ଅଫ୍ ଡାଏମଣ୍ଡ୍‌’ । ତନିସ୍କର କାଳଜୟୀ ହୀରା ସହିତ ଜୀବନର ପ୍ରିୟ ଅବସରଗୁଡ଼ିକୁ ପାଳନ କରିବାକୁ ଏହା ସୁଯୋଗ ପ୍ରଦାନ କରୁଛି। ଏହା ମାଧ୍ୟମରେ ପ୍ରାକୃତକ ହୀରାର ଯାଦୁଗରୀକୁ ଆଲିଙ୍ଗନ କରିବା ସହ ଏହାର…

୫୦ ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଲେ ନବୀନ : ବିଭିନ୍ନ ବିଭାଗ ଉପରେ ରଖିବେ ନଜର, ବିଧାନସଭାରେ ଶାଣିତ କରିବେ ସ୍ୱର

ଭୁଵନେଶ୍ଵର : ବିଧାନସଭାର ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ । ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ବାଣ୍ଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଧାନସଭାରେ ଦୃଢ଼ ତଥା ସକ୍ରିୟ ବିରୋଧୀ ଦଳ ଭାବରେ ଦାୟିତ୍ୱ ନିର୍ବାହ ପାଇଁ ନବୀନ…

ଅଣସଂକ୍ରାମକ ରୋଗ ଉପରେ ଗୋଲଟେବୁଲ ଆଲୋଚନା: ବିଜ୍ଞାନ ଓ ଗଣମାଧ୍ୟମକୁ ଏକାଠି କରିବା ଉପରେ ଗରୁତ୍ୱାରୋପ

ଭୁବନେଶ୍ୱର : ରିଚ୍ (ରିସୋର୍ସ ଗ୍ରୁପ୍ ଫର୍ ଏଜୁକେସନ୍ ଆଣ୍ଡ ଆଡଭୋକେସି ଫର କମ୍ୟୁନିଟି ହେଲ୍ଥ) ପକ୍ଷରୁ ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ "ଅଣ ସଂକ୍ରାମକ ରୋଗ (ଏନସିଡି: ବିଜ୍ଞାନ ଓ ଗଣମାଧ୍ୟମକୁ ଏକାଠି କରିବା’ ଶୀର୍ଷକ ଏକ ଗଣମାଧ୍ୟମ ଗୋଲଟେବୁଲ ଆଲୋଚନା ଚକ୍ର ଅନୁଷ୍ଠିତ…

ଇଭୋସ୍ ଉଦ୍ଘାଟନ କରିଲା “ଇଭୋସ୍ ଆଲ୍‌ମି ସେଲ୍ଫ ଗ୍ୟାଲେରୀ”

ଭୁବନେଶ୍ଵର : ରିଅଲ୍ ଇଷ୍ଟେଟ୍‌ରେ ଅତ୍ୟାଧୁନିକତା ଏବଂ ନୂତନତ୍ବକୁ ଦର୍ଶାଇ ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ଵାରା ଇଭୋସ୍ ଆଲ୍‌ମି ସେଲ୍ଫ ଗ୍ୟାଲେରୀର ସଫଳ ଉତ୍ପାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଞ୍ଜୟ ପୁରୀ ଯୋଗ ଦେଇଥିଲେ ଏବଂ ତାଙ୍କର ଦୂରଦୃଷ୍ଟି…

ଓଡ଼ିଆ ଅଫିସର ମାଡ଼ ଖାଇଲେ, ନ୍ୟାୟ ତ ମିଳିଲାନି ଓଲଟି ବଦଳି ଦେଲା, ଏହାହିଁ ବିଜେପିର ଓଡ଼ିଆ ଅସ୍ମିତା : ବିଜେଡି

ଭୁବନେଶ୍ବର : ଓଡ଼ିଶା ସଚିବାଳୟ ସେବାର କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ସରକାରଙ୍କୁ ଘେରିଛି ବିଜେଡି। ଜଣେ ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମରାଗଲା, ସେ ଏନେଇ ଅଭିଯୋଗ ମଧ୍ୟ କଲେ । ହେଲେ ମୋହନ ସରକାର ଏଯାଏଁ ତାଙ୍କୁ ନ୍ୟାୟ ଦେଇ ପାରିଲେନି,…

ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତା ଉଦଯାପିତ

ଅନ୍ୟ ରାଜ୍ୟମାନେ କ୍ରୀଡ଼ାର ବିକାଶ ପାଇଁ ଓଡିଶାର ପଦାଙ୍କ ଅନୁସରଣ କରନ୍ତୁ : ଆନନ୍ଦ ଗୋୱଡା ଭୁବନେଶ୍ୱର,(ଚକ୍ରଧର ମାଝି) : କଳିଙ୍ଗ ଷ୍ଟାଡ଼ିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ରରେ ୧୧ ତାରିଖରୁ ଆରମ୍ଭ ହୋଇଥିବା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାର (ଜୋନ୍…

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୬ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆଜି ଶନିବାର ଅବସରରେ ସଭାପତି ସଞ୍ଚିତା ମହାନ୍ତିଙ୍କ ଅନୁପସ୍ଥିତରେ ସମ୍ପାଦକ ଡ଼ ନାରାୟଣ ମହାପାତ୍ର ଅଧକ୍ଷ୍ୟତାରେ କଷମୋପଲ୍ଲୀ ଆପାର୍ଟମେଣ୍ଟ ଶ୍ରୀଜଗନ୍ନାଥ ମନ୍ଦିର ଡ଼ୁମଡ଼ୁମା ଭୁବନେଶ୍ୱର ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୬ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ…

କେୟାର ହସ୍ପିଟାଲ ଭୁବନେଶ୍ଵରେ ଭାରତରପ୍ରଥମ ମିକୁ ଭର୍ଜିଆଲ୍ ରିଏଲିଟି ବ୍ରେନ୍ ସର୍ଜରୀ

ଭୁବନେଶ୍ଵର : ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲ୍‌ଷ୍ଟୋନ୍ ଅତିକ୍ରମ କରିଛି କେୟାର ହସ୍ପିଟାଲ ଭୁବନେଶ୍ଵର । ବରିଷ୍ଠ ନ୍ୟୁରୋସର୍ଜନ ଡାକ୍ତର ଆତ୍ମାରଞ୍ଜନ ଦାଶ ଓ ତାଙ୍କ ଟିମ୍ ଆପେଲ୍ ଭିଜନ୍ ପ୍ରୋ ବ୍ୟବହାର କରି ବିଶ୍ଵର ସବୁଠାରୁ ଅତ୍ୟାଧୁନିକ ମିକୁ ଭର୍ଟୁଆଲ୍ ରିଅଲିଟି ଟେକ୍ନୋଲୋଜି…