Odia news portal

ଡ଼ ନାରାୟଣ ମହାପାତ୍ରଙ୍କୁ ‘ବ୍ୟାସ ସେବା ସମ୍ମାନ’ରେ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଆଜି ବୁଦ୍ଧମନ୍ଦିର ସ୍ଥିତ ସମ୍ମିଳନୀ କକ୍ଷରେ ବ୍ୟାସ ଫାଉଣ୍ଡେସନ ପାରାଦ୍ୱୀପ ଜଗତସିଂହପୁର ପକ୍ଷରୁ ସମାଜ ସେବା ନିମନ୍ତେ ଡ଼ ନାରାୟଣ ମହାପାତ୍ରଙ୍କୁ “ବ୍ୟାସ ସେବା ସମ୍ମାନ”ରେ ସମ୍ବର୍ଦ୍ଧିତ କରାଯାଇଛି ‌।

ଏହି ସଭାରେ ମୁଖ୍ୟଅତିଥି ଭାବେ ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂହ, ସଂମ୍ମାନୀୟ ଅତିଥି ଭାବେ ଅଭିନନ୍ଦନ ଦାସ ମୁଖ୍ୟ ବକ୍ତା ଭାବେ ଦାସ ବେନୁହୁର ଅଧକ୍ଷା ସ୍ନେହମାୟୀ ଆଚାର୍ଯ୍ୟ, ସଭାପତି ପଣ୍ଡିତ ଡ଼ ଶୀଧେଶ୍ୱର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ସେବା କ୍ଷେତ୍ରରେ ଓଡିଶାର ବହୁ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

You might also like
Leave A Reply

Your email address will not be published.