Odia news portal

ସହିଦନଗରରେ ୭୮ ତମ ସ୍ଵାଧୀନତା ଦିବସ ପାଳନ

ଭୁବନେଶ୍ୱର : ଆଜି ଦେଶ ପାଳୁଛି ୭୮ ତମ ସ୍ବାଧୀନତା ଦିବସ ଏହି ଅବସରରେ ସହିଦନଗର କିଛି ଯାଗାରେ ୭୮ ତମ ସ୍ଵାଧୀନତା ଦିବସ ଧୂମଧାମରେ ପାଳନ କରାଯାଇଛି ।

ସକାଳୁ ସକାଳୁ ଶହୀଦ ନଗର ହାଇସ୍କୁଲ ପରିସରରେ ଗୁରୁ ଗୁରୁ ମା ଓ ଛୋଟ ବଡ ପିଲାମାନଙ୍କ ସହିତ, ଉଇନର ଆସୋସିଏସନ, କଳିଙ୍ଗ ଅଟୋ ସଙ୍ଘ ଏଵଂ ୟୁଥ ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ନେଇ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲ ।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଡ଼ଃ: ନାରାୟଣ ମହାପାତ୍ର ଯୋଗଦେଇଥିଲେ

ନାହିଁ ଯା’ ଜଗତେ, ଅଛି ଏ ଭାରତେ
ଶ୍ରୀଜଗନ୍ନାଥଙ୍କ ସଂସ୍କୃତି..
ଧର୍ମ-ପୀଠେ ଭରା ଏଦେଶ ବିଖ୍ୟାତ
ଶିଳ୍ପ – କଳାର ବିଭୁତି
ହରାଇବା ନାହିଁ ବିଶ୍ୱାସ ଆମ
ବଞ୍ଚିବା ଯେତେ ଦିନ..!
ବାକ୍ୟରେ ନୁହେଁ,କର୍ମେ ରଖିବା
ଭାରତ ମାଆ ସମ୍ମାନ..!
ଭାରତ ମାଆ ସମ୍ମାନ

You might also like
Leave A Reply

Your email address will not be published.