Odia news portal
Browsing Category

ବାଣିଜ୍ୟ

ୱେଣ୍ଡେର୍ଲା ଭାରତର ସର୍ବବୃହତ ଆମୋଦ ପ୍ରମୋଦ ପାର୍କ ଚେନ୍ ଭୁବନେଶ୍ୱରକୁ ସମ୍ପ୍ରସାରିତ କରୁଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆମ୍ୟୁଜମେଣ୍ଟ (ଆମୋଦ ପ୍ରମୋଦ) ପାର୍କ ଚେନ୍ ୱଣ୍ଡେର୍ଲା ହଲିଡେଜ ଭୁବନେଶ୍ଵରର କୁମ୍ଭୀରବସ୍ତରେ ନିଜର ନବୀନତମ ପାର୍କ ଶୁଭାରମ୍ଭ ଘୋଷଣା କରି ରୋମାଞ୍ଚିତ ଅନୁଭବ କରୁଛି। ଏହା ୱଣ୍ଡେର୍ଲାର କୋଚି, ବେଙ୍ଗାଲୁରୁ ଏବଂ ହାଇଦରାବାଦ ପରେ ଚତୁର୍ଥ ସମ୍ମାନଜନକ ପାର୍କ…

ଯୁବ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଡାବର ଗ୍ଲୁକୋଜ ପକ୍ଷରୁ ଏନର୍ଜାଇଜ୍ ଇଣ୍ଡିଆ କ୍ୟାମ୍ପେନ୍‌ର…

ଭୁବନେଶ୍ୱର : ଡାବର କମ୍ପାନୀର ଅଗ୍ରଣୀ ଇନ୍‌ଷ୍ଟାଂଟ୍ ଏନର୍ଜି ଡ୍ରିଙ୍କ୍ ଡାବର ଗ୍ଲୁକୋଜ ପକ୍ଷରୁ ଦେଶର ଯୁବ କ୍ରୀଡା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ପ୍ରମୁଖ କ୍ରୀଡା ଅନୁଷ୍ଠାନଗୁଡିକରେ ଯୁବ କ୍ରୀଡାବିତ୍‌ମାନଙ୍କ ମଧ୍ୟରେ ଶକ୍ତି ଓ ସାମର୍ଥ୍ୟର ମହତ୍ୱ ସମ୍ପର୍କରେ…

ଡିସ୍ ଟିଭି ପକ୍ଷରୁ ‘ଡିସ୍ ଟିଭି ସ୍ମାର୍ଟ+’ ସେବାର ଶୁଭାରମ୍ଭ

ଭୁବନେଶ୍ୱର : ଅଗ୍ରଣୀ ଡିଟିଏଚ୍ ପ୍ରଦାନକାରୀ ସଂସ୍ଥା ଡିସ୍ ଟିଭି ‘ଡିସ୍ ଟିଭି ସ୍ମାର୍ଟ+\' ସେବାର ଘୋଷଣା କରିଛି । ଏହି ଶୁଭାରମ୍ଭ ଶିଳ୍ପରେ ଏକ ଅଗ୍ରଣୀ ମାଇଲଖୁଂଟ, ଯାହା ଗ୍ରାହକମାନଙ୍କୁ କୌଣସି ସ୍କ୍ରିନରେ, ଯେକୌଣସି ସ୍ଥାନରେ, ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଟିଭି ଏବଂ ଓଟିଟି…

ଉତ୍ତମ ଜୀବନ ପାଇଁ ଉତ୍କଣ୍ଠା ଜାଗ୍ରତ କରନ୍ତୁ : ସୋନମ ୱାଙ୍ଗଚୁକ୍

ଭୁବନେଶ୍ୱର : ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ଉତ୍ସବ ଏପ୍ରିଲ ୨୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ୪୨୧ ଜଣ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ନିଜ ନିଜ ବିଭାଗରେ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସ୍ନାତକୋତ୍ତର ସମାବର୍ତ୍ତନ ସମାରୋହ ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଙ୍କ…

ରାଜଧାନୀରେ ପହଂଚିଲା ଏମଜିର ସ୍ମାର୍ଟ ଓ ସଷ୍ଟେନେବୁଲ କୋମେଟ ଓ ଜେଡଏସ ଇଭି ଡ୍ରାଇଭ

ଭୁବନେଶ୍ୱର : ୧୦୦ ବର୍ଷ ପୁରୁଣା ବିରାସତ ସହିତ ଏକ ବ୍ରିଟିଶ ଅଟୋମୋବାଇଲ ଏମ୍‌ଜି (ମୋରିସ୍ ଗ୍ୟାରେଜେସ୍‌) ଏମ୍‌ଜି କୋମେଟ ଇଭି ଓ ଜେଡ୍‌ଏସ୍ ଇଭି ସହିତ ଭାରତରେ ସବୁଜ ଯାତାୟତ ବା ଗ୍ରୀନ ମୋବିଲିଟିର ଦ୍ରୁତ ଗ୍ରହଣୀୟତା ଦିଗରେ ନିଜର ପ୍ରତିଶ୍ରୁତିକୁ ଦୋହରାଇଛି । ୧୭ରୁ ଅଧିକ ରାଜ୍ୟକୁ କଭର୍…

ରାଜଧାନୀରେ ରାସ୍ତା ଓ ୟେତିର ନୂଆ ଆଉଟଲେଟର ଶୁଭାରମ୍ଭ

ଭୁବନେଶ୍ୱର : ଲୋକପ୍ରିୟ ରାସ୍ତା ଓ ହିମାଳୟାନ୍ କିଚେନ ୟେତି ଭୁବନେଶ୍ୱରରେ ନିଜର ଗ୍ରାଣ୍ଡ୍ ଓପ୍‌ନିଙ୍ଗ ସମ୍ପର୍କରେ ଘୋଷଣା କରିଛି । ‘ରାସ୍ତା’ର ଏହି ୯ମ ଆଉଟଲେଟର ଶୁଭାରମ୍ଭ ଏହାର ବଢ଼ୁଥିବା ଲୋକପ୍ରିୟତାକୁ ଦର୍ଶାଉଛି । ଭୁବନେଶ୍ୱରର ପଣ୍ଡା ଆଣ୍ଡ କୋ, ୫ମ ମହଲା, ପ୍ଲଟ୍‌-୭ ଓ ୮, ଝାରପଡା,…

ଅରେଞ୍ଜ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ଭୁବନେଶ୍ୱରଠାରେ ଅତ୍ୟାଧୁନିକ କ୍ଲିନିକ୍ ଉଦ୍‌ଘାଟିତ

ଭୁବନେଶ୍ୱର : ଶ୍ରବଣ ସମ୍ପର୍କିତ ସ୍ୱାସ୍ଥ୍ୟସେବା ଶିଳ୍ପରେ ଏକ ଅଗ୍ରଣୀ ସଂସ୍ଥା ଓ ସିଗନିଆ ଶ୍ରବଣ ଯନ୍ତ୍ରର ଏକ ସ୍ୱୀକୃତିପ୍ରାପ୍ତ ବିତରକ ଭାବେ ପ୍ରତିଷ୍ଠିତ ଅରେଞ୍ଜ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ର ନୂତନ ଶ୍ରବଣ ଓ ସ୍ପିଚ୍ କ୍ଲିନିକ୍ ଭୁବନେଶ୍ୱରଠାରେ ଉଦ୍‌ଘାଟିତ ହୋଇଯାଇଛି ।…

ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ବିବାର ନୂଆ ସମର୍ କଲେକ୍ସନର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ଓ ଘରୋଇ ଫ୍ୟାଶନ ବ୍ରାଣ୍ଡ ବିବା ପକ୍ଷରୁ ଭୁବନେଶ୍ୱରସ୍ଥିତ କମ୍ପାନୀର ଫ୍ଲାଗ୍‌ସିପ ଷ୍ଟୋର୍‌ଠାରେ ଏହାର ନୂଆ ସମର କଲେକ୍ସନର ଗ୍ରାଣ୍ଡ୍ ଲଂଚ୍ ସମ୍ପର୍କରେ ଘୋଷଣା କରାଯାଇଛି ଯାହାର ବିଷୟବସ୍ତୁ ରହିଛି ‘ହର୍ ନଜର୍ ମେଁ କୁଛ୍ ନୟା’ । ଏହି ନୂତନ କଲେକ୍ସନ ଭାରତର…

ଭୁବନେଶ୍ୱରରେ ଦୁଇଗୁଣା କଲା ଏୟାରଟେଲ୍ ରିଟେଲ୍ ଷ୍ଟୋର

ସହରରେ ଏବେ ରହିଥିବା ୪ଟି ଷ୍ଟୋର ସହିତ ଆଉ ୪ଟି ନୂଆ ଷ୍ଟୋର୍ ଭୁବନେଶ୍ୱର : ଭାରତୀ ଏୟାରଟେଲ ଭାରତର ଅନ୍ୟତମ ଅଗ୍ରଣୀ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ ଆଜି ଘୋଷଣା କରିଛନ୍ତି ଯେ ଭୁବନେଶ୍ୱର ସହରରେ ୪ଟି ନୂଆ ନେକ୍ସଟ ଜେନ୍ କମ୍ପାନି ମାଲିକାନାଭୁକ୍ତ ଷ୍ଟୋର୍ ଆରମ୍ଭ କରାଯାଇଛି।…