Browsing Category
ରାଜ୍ୟ
ହାଉସିଂ ବୋର୍ଡ ଓନର୍ସ ଆସୋସିଏସନ ସାଧାରଣ ବୈଠକ
ଭୁବନେଶ୍ୱର,(ଚକ୍ରଧର ମାଝି) : ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଓନର୍ସ ୱେଲଫେୟାର ଆସୋସିଏସନର ସାଧାରଣ ବୈଠକ ଚନ୍ଦ୍ରଶେଖରପୁର ସ୍ଥିତ ୧୦୮ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ନବ ନିଯୁକ୍ତ ସଭାପତି ତଥା ବରି ଆଇନଜୀବୀ ସମରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ!-->…
ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର ଫେବୃଆରୀ ୮ ରେ ବାର୍ଷିକ ଉତ୍ସବ
ଭୁବନେଶ୍ୱର : ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କୁ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ସମ୍ପାଦକ ପ୍ରଭାକର ମଲ୍ଲିକ ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ଉପ ସଭାପତି ବୈକୁଣ୍ଠ ମହାପାତ୍ର ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର ପ୍ରମୁଖ କୁଞ୍ଜିଆ ପାଟଣା ଭାଗବତ ସପ୍ତାହରେ ବାବା!-->…
ନଭେମ୍ବର ୮ ରୁ ଆନ୍ତର୍ଜାତୀୟ ଜଗନ୍ନାଥ ମହୋତ୍ସବ ୨୦୨୪
ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ଵର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ନଭେମ୍ବର ୮ ତାରିଖ ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ନୟାପଲ୍ଲୀ ଅଞ୍ଚଳରେ ଥିବା କସ୍ତୁରବା (ରାବଣ ପୋଡି) ପଡିଆ!-->…
ରାଜ୍ୟସ୍ତରୀୟ ଆଲୋଚନା
ଭୁବନେଶ୍ୱର: ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ, କଳିଙ୍ଗ ଗ୍ରୁପ୍ ଅଫ୍ ଇନ୍ଷ୍ଟିଟ୍ୟୁଶନ୍ସ (କେଜିଆଇ) ପକ୍ଷରୁ ଆସୋଚାମ୍, ଏଏଫ୍ଏସ୍ଏ ଓ ଇଗ୍ନାଇଟିଙ୍ଗ୍ ମାଇଣ୍ଡ୍ସ ସହ ସହଭାଗିତାରେ ଏକ ଇଣ୍ଡଷ୍ଟ୍ରୀ-ଏକାଡେମିଆ କନେକ୍ଟ ଇଭେଂଟ୍ର ଆୟୋଜନ କରାଯାଇଛି । ଯାଜପୁରର ତାରାପୁରସ୍ଥିତ କେଜିଆଇ କନ୍ଫରେନ୍ସ!-->…
ଓଡିଏମ୍ରେ ‘ଗୁରୁସମ୍ବର୍ଦ୍ଧନା’ ଉତ୍ସବ ପାଳିତ
ଭୁବନେଶ୍ୱର : ଭାରତୀୟ ସଂସ୍କୃତିରେ ଗୁରୁଶିଷ୍ୟ ପରମ୍ପରାକୁ ଉଜ୍ଜିବୀତ କରିବା ପାଇଁ ପଟିଆସ୍ଥିତ ଓ.ଡି.ଏମ୍. ପବ୍ଳିକ୍ ସ୍କୁଲ୍ ପରିସରରେ ଗୁରୁବାର ଦିନ ପୂର୍ବତନ ରାଷ୍ଟ୍ରପତି, ଦାର୍ଶନିକ ତଥା ଉଚ୍ଚାଙ୍ଗ ଶିକ୍ଷାଧାରାର ପ୍ରବର୍ତକ ରାଷ୍ଟ୍ରଗୁରୁ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମଦିନ!-->…
କସ୍ତୁରବା ଶିକ୍ଷା ଶ୍ରମରେ ବିଜ୍ଞାନ ମେଳା ଅନୁଷ୍ଠିତ
ଭୁବନେଶ୍ୱର : ଆଜି ନୟାପଲ୍ଲୀ ସ୍ଥିତ କସ୍ତୁରବା ଶିକ୍ଷା ଶ୍ରମରେ ଅନୁଷ୍ଠିତ ହୋଇଅଛି ବିଜ୍ଞାନମେଳା, ବାଟିକା ପ୍ରଦର୍ଶନୀ, ତଥା ମୀନାବଜାର । ଉଦ୍ଘାଟନୀ ଏବଂ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥୁ ରୂପେ ୩୭ ନଂ ୱାର୍ଡର କର୍ପୋରେଟର ଶ୍ରୀମତୀ ବନ୍ଦିତା ପାଲ୍ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ!-->…
ଦୟା ଧର୍ମ ସେବା ଟ୍ରଷ୍ଟର ଅଷ୍ଟମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର : ଆଜି ସାଂସ୍କୃତିକ ସମିତି ହଲ ଶହୀଦନଗର ଠାରେ ଦୟା ଧର୍ମ ସେବା ଟ୍ରଷ୍ଟର ଅଷ୍ଟମ ସାଧାରଣ ସଭା ସନ୍ତୋଷ ବାବୁ ଓ ପ୍ରଦୀପ ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଉ ଯାଇଛି । ଶ୍ରୀଯୁକ୍ତ ଆଦିତ୍ୟ ମହାନ୍ତି ମୁଖ୍ୟ ଅତିଥି ଭାବେ ଡ଼ ଭାସ୍କର ପଟ୍ଟନାୟକ ଓ ଡ଼ ନାରାୟଣ ମହାପାତ୍ର!-->…
ଉଇନର ଆସୋସିଏସନ ପକ୍ଷରୁ ଧୁମଧାମରେ ପ୍ରଭୁ ଗଜାନନଙ୍କୁ ସ୍ୱାଗତ
ଭୁବନେଶ୍ୱର : ଓଡିଶାରେ ବଡ ଗଣେଶ କରି ଆସୁଥିବା ଉଇନର ଆସୋସିଏସନ ଶହୀଦ ନଗର ଚଳିତ ବର୍ଷ ମଧ୍ୟ ୪୬ ଫୁଟ ଉଚ୍ଚତା ପ୍ରଭୁ ଗଜାନନଙ୍କ ବିଗ୍ରହ କରିବା ସହ ତାଙ୍କର ପୁରା ପରିବାରକୁ ମେଢ଼ରେ ସ୍ଥାନ ଦିଆ ହୋଇଛି । ମା ପାର୍ବତୀ ପ୍ରଭୁ ଶିବ ପ୍ରଭୁ ଗଣେଶଙ୍କ ସହଧର୍ମିଣୀ ନିଧି ଓ ସିଦ୍ଧି ଭାଇ!-->…
ଭୁବନେଶ୍ୱରର ବିଭିନ୍ନ ଗଣେଶ ପୂଜା ମଣ୍ଡପ ପରିଦର୍ଶନ କଲେ ନବୀନ
ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ରେ ପୂଜା ପାଉଛନ୍ତି ସିଦ୍ଧିଦାତା ଗଜାନନ.ଏହି ଅବସରରେ ଗଣେଶ ଭଗବାନଙ୍କ ଆଶୀର୍ବାଦ ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ପୂଜା ମଣ୍ଡପ ଯାଇ ପ୍ରଭୃଙ୍କ ଦର୍ଶନ କରି ଓଡିଶା ବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ ।!-->…
ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଜୀବନକୁ ଆଲୋକିତ କଲା ଟିପିସିଓଡିଏଲ୍
ଭୁବନେଶ୍ୱର: ଦୀର୍ଘ ଦିନର ସ୍ବପ୍ନ ହେଲା ସାକାର। ଢେଙ୍କାନାଳ ବିଦ୍ୟୁତ୍ ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲ୍ଲା କାଳିଆପାଣି ସେକ୍ସନର କେନ୍ଦୂପଡ଼ା, ଟିକରପଡ଼ା, ଜାରିକ୍ ସାହି ଓ ମହୁକଣ୍ଟା ଭଳି ଆଦିବାସୀ ଗାଁର ପାଖାପାଖି ୧୦୦ ଟି ପରିବାର ଲୋକ ପ୍ରଥମ ଥର ପାଇଁ ଦେଖିଲେ ବିଦ୍ୟୁତ୍ ଆଲୋକ।!-->…