Browsing Category
ରାଜ୍ୟ
ସହୀଦନଗର ହାଇସ୍କୁଲର ଛାତ୍ର ପ୍ରିୟ ଶିକ୍ଷକ ଡ଼ ଲଷ୍ମୀକାନ୍ତ ଖୁଣ୍ଟିଆଙ୍କ ଅବସର କାଳୀନ ସଭା ଅନୁଷ୍ଠିତ
ଭୁବନେଶ୍ୱର : ଆଜି ସହିଦନଗର ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତଙ୍କର ପ୍ରିୟ ଶିକ୍ଷକ ଡ଼ ଲଷ୍ମୀକାନ୍ତ ଖୁଣ୍ଟିଆ ସାରଙ୍କ ଅବସର କାଳୀନ ସଭା ଅନୁଷ୍ଠିତ ହୋଇ ଯାଇଛି । ସାରଙ୍କର ପ୍ରାୟ ୩୨ବର୍ଷ ୬ମାସର କାର୍ଯ୍ୟକାଳ ଆଜି ଶେଷ ହୋଇ ଥିଲା । ଏହି କାର୍ଯ୍ୟକ୍ରମରେ ମୋ ସ୍କୁଲ ସଭାପତି ଡ଼ ନାରାୟଣ!-->…
ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଅପଚେଷ୍ଟା
ଇସ୍କନ ପକ୍ଷରୁ ପୁଣି ଅଦିନିଆ ରଥଯାତ୍ରା
ଭୁବନେଶ୍ବର : ଇସ୍କନ ପକ୍ଷରୁ ଆମେରିକାର ହଷ୍ଟନ ଟେକ୍ସସାସ ସହରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନଭେମ୍ବର ୩ରେ ଏବଂ ରଥ ଯାତ୍ରା ନଭେମ୍ବର ୯ କରାଯିବା ନିଷ୍ପତ୍ତି ଗ୍ରହଣ ଯୋଗ୍ୟ ନୁହେଁ, ପୂର୍ବରୁ ମଧ୍ୟ ଲୁଧିଆନ ଓ ଦିଲ୍ଲୀରେ ଅଦିନିଆ ରଥଯାତ୍ରା!-->!-->!-->…
ବାତ୍ୟା ମୁକାବିଲା ପାଇଁ ଟିପିସିଓଡିଏଲ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର: ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହଙ୍କ ଅଧ୍ୟକ୍ଷତାରେ ବାତ୍ୟା ଦାନା ପାଇଁ ପ୍ରସ୍ତୁତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଟିମ୍ ମଧ୍ୟରେ ସମନ୍ୱୟକୁ ସୁନିଶ୍ଚିତ କରିବା ସହ ରଣନୈତିକ ସମ୍ବଳ ନିୟୋଜନ ଏବଂ ବିଦ୍ୟୁତ୍ ଯନ୍ତ୍ରାଂଶ ଠିକ୍ ସମୟରେ!-->…
ଟାଇମ୍ସ ବିଜନେସ ଆୱାର୍ଡକୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ
ବିଭିନ୍ନ କ୍ଷେତ୍ରରୁ ୧୫ଟି ବର୍ଗରେ ଉଦ୍ୟୋଗୀ ହେଲେ ପୁରସ୍କୃତ
ଭୁବନେଶ୍ୱର : ଟାଇମ୍ସ ଗ୍ରୁପ ପକ୍ଷରୁ ଅନୁଷ୍ଠିତ ଟାଇମ୍ସ ବିଜନେସ ଆୱାର୍ଡ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଏହାକୁ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ!-->!-->!-->…
ସମାଜରେ ବରିଷ୍ଠ ନାଗରିକଙ୍କ ଅବଦାନ ଅତୁଳନୀୟ
ଏନ୍ଆରସିଡବ୍ଲୁଡି ପକ୍ଷରୁ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ
ଭୁବନେଶ୍ୱର, (ଚକ୍ରଧର ମାଝି) : ଏନ୍ ଆରସି ଡବ୍ଲ୍ୟୁଡି ପକ୍ଷରୁ ରେଳ ଅଡିଟୋରିୟମରେ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ଅନୁଷ୍ଠିତ ହୋଇଯାଇଛି। ଦିବସର ବିଷୟବସ୍ତୁ ରହିଥ୍ ଲା, ସମ୍ମାନର ସହିତ ବାର୍ଦ୍ଧକ୍ୟ, ବିଶ୍ଵବ୍ୟାପୀ ବୟସ୍କ!-->!-->!-->…
କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି
୧୫୦ରୁ ଅଧିକ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,(ଚକ୍ରଧର ମାଝି) : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡରେ କାର୍ଯ୍ୟରତ ବିଏମସି ସଫେଇ କର୍ମଚାରୀ ମାନଙ୍କୁ ଏକ ନିଆରା ଢଙ୍ଗରେ ପୂଜାଭେଟି ଦେଇଛନ୍ତି କର୍ପୋରେଟର ଜୟନ୍ତୀ ସାହୁ । ଆଜି ୧୨ ନମ୍ବର ୱାର୍ଡ!-->!-->!-->…
ସରକାରୀ ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ବିଡିଏ କଲୋନୀ ବାସୀଙ୍କ ବିକ୍ଷୋଭ
ଭୁବନେଶ୍ୱର,(ଚକ୍ରଧର ମାଝି) : ବିଡିଏ କଲୋନୀରୁ ନାଲକୋ ଛକ- ରେଲୱେ କଲୋନୀ ରାସ୍ତାକୁ ସଂଯୋଗ କରୁଥିବା ସରକାରୀ ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ଅଜି ବିଡିଏ କଲୋନୀ ବାସିନ୍ଦାମାନେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କୁ ପ୍ରତିବାଦ ଜଣାଇଛନ୍ତି । ୧୫ ଦିନ ମଧ୍ୟରେ ହେମଲତା!-->…
ଦୁର୍ଗାପୂଜା ଭସାଣିକୁ ସରସ ସୁନ୍ଦର ଓ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ନିଷ୍ପତ୍ତି
ଭୁବନେଶ୍ୱର : ଉତ୍ତର ଭୁବନେଶ୍ୱର ଭସାଣି କମିଟିର ପ୍ରସ୍ତୁତି ବୈଠକ ପଟିଆ ସ୍ଥିତ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଭସାଣି କମିଟିରର ସଭାପତି କିଶୋର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଉତ୍ତରର ଭାଇଚାରା!-->…
ଡ଼ ନାରାୟଣ ମହାପାତ୍ରଙ୍କୁ ‘ବ୍ୟାସ ସେବା ସମ୍ମାନ’ରେ ସମ୍ବର୍ଦ୍ଧିତ
ଭୁବନେଶ୍ୱର : ଆଜି ବୁଦ୍ଧମନ୍ଦିର ସ୍ଥିତ ସମ୍ମିଳନୀ କକ୍ଷରେ ବ୍ୟାସ ଫାଉଣ୍ଡେସନ ପାରାଦ୍ୱୀପ ଜଗତସିଂହପୁର ପକ୍ଷରୁ ସମାଜ ସେବା ନିମନ୍ତେ ଡ଼ ନାରାୟଣ ମହାପାତ୍ରଙ୍କୁ "ବ୍ୟାସ ସେବା ସମ୍ମାନ"ରେ ସମ୍ବର୍ଦ୍ଧିତ କରାଯାଇଛି ।
ଏହି ସଭାରେ ମୁଖ୍ୟଅତିଥି ଭାବେ ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ!-->!-->!-->…
ରାଜଧାନୀରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ନଭେମ୍ବର ୮ରୁ
ଭୁବନେଶ୍ଵର : ଠାରେ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବର ଭବ୍ୟ ଆୟୋଜନ କରାଯାଉଛି। ନଭେମ୍ବର ମାସ ୮ ତାରିଖରୁ ୧୩ ତାରିଖ ପର୍ଯନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା, ସଂସ୍କୃତି, ନୀତି, କାନ୍ତି ଓ ଶ୍ରୀଜଗନ୍ନାଥ ଚେତନାକୁ ବିଶ୍ବ ସ୍ତରରେ ପ୍ରଚାର ଓ ପ୍ରସାର ପାଇଁ ଭୁବନେଶ୍ବର ନୂଆପଲ୍ଲୀ!-->…