Odia news portal

ସୁଭଦ୍ରା ଯୋଜନା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ଫିଡ୍‌ବ୍ୟାକ ସଂଗ୍ରହ କରିବା ଏକ ପ୍ରହସନ : ବିଜେଡି

ରାଜ୍ୟର ଅଧିକାଂଶ ମହିଳା ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେଆୟ ପ୍ରମାଣପତ୍ର ଓ ଜାତିଗତ ପ୍ରମାଣପତ୍ର ପାଇଁ ଖର୍ଚ୍ଚାନ୍ତ ହୋଇଥିଲେ ରାଜ୍ୟର ଅଧିକାଂଶ ମହିଳା ଭୁବନେଶ୍ୱର : ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ…

ରାଜଧାନୀରେ ସଭ୍ୟତାର ୧୨୩ତମ ଷ୍ଟୋର୍‌ ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ପ୍ରିମିୟମ ଏଥ୍‌ନିକ ୱେୟାର ବ୍ରାଣ୍ଡ, ସଭ୍ୟତା ଭୁବନେଶ୍ୱର ଓଡିଶାରେ ଏହାର ୧୨୩ତମ ଷ୍ଟୋର ଓ ୨ୟ ଷ୍ଟୋର୍‌ର ବିଶାଳ ଶୁଭାରମ୍ଭ କରିଛି । ଏହି ନୂତନ ଷ୍ଟୋରର ଉଦ୍‌ଘାଟନ ଭୁବନେଶ୍ୱରରେ ଏହି ବ୍ରାଣ୍ଡର ଉପସ୍ଥିତିକୁ ଅଧିକ ସୁଦୃଢ କରିଛି । ଏହି ନୂଆ ଷ୍ଟୋର ସହରର…

ଏସସିବିରେ ଲଜ୍ଜା ! ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ

କଟକ : ଏସସିବିରେ ଲଜ୍ଜା। ଏସସିବିରେ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ । ଇସିଜି କରିବା ବାହାନାରେ ଦୁଷ୍କର୍ମ ଅଭିଯୋଗ । କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତରଙ୍କ ନାଁରେ ଅଭିଯୋଗ ଆସିଛି । ଏ ନେଇ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ…

ମା ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆର ଆଲୋଚନା ଚକ୍ର

ପ୍ରତି ମାସରେ ବିଭିନ୍ନ ମନ୍ଦିରରେ ମାଙ୍କ ଦିନିକିଆ ସତସଙ୍ଗ ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ଉଇନର ଆସୋସିଏସନ (ବଡ ଗଣେଶ ଭାବେ ପରିଚିତ) ଇମ୍ଫା ପାର୍କ ପାଖ ସହିଦନଗର ଭୁବନେଶ୍ୱର ଠାରେ ମୁଖ୍ୟ ଉପଦେଷ୍ଟା ନିଶିକାନ୍ତ ମିଶ୍ର, ସଭାପତି ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ "ମା ଅନନ୍ତ.. ତାର…

୧୨ ନଂ ୱାର୍ଡରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ

ଭୁବନେଶ୍ୱର,(ଚକ୍ରଧର ମାଝି) : ଭୁବନେଶ୍ୱର ମହାନଗର ନିଗମର ୧୨ ନଂ ୱାର୍ଡରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ପ୍ରେସ୍ ଛକ କାଳୀ ମନ୍ଦିର ଠାରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ରାମ୍ ଧୁନ୍ ଓ ଦେଶାତ୍ମବୋଧକ…

ଟିପିସିଓଡିଏଲ୍ ପକ୍ଷରୁ ମୌସୁମୀ ଋତୁରେ ସୁରକ୍ଷିତ ରହିବାକୁ ବିଦ୍ୟୁତ ଉପଭୋକ୍ତାଙ୍କୁ ଅନୁରୋଧ

ଭୁବନେଶ୍ୱର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ମୌସୁମୀ ଋତୁର ପ୍ରସ୍ତୁତି ପାଇଁ ଅନେକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଛି । ମୌସୁମୀ ଋତୁରେ ଉପଭୋକ୍ତାଙ୍କ ପାଇଁ ନିରବଚ୍ଛିନ୍ନ ବିଜୁଳି…

ଜ୍ଞାନ ଓ ସୃଜନଶୀଳତା ସହ ଶିକ୍ଷାର ଯାତ୍ରାକୁ ପାଳନ କରିଛି ଓଡିଏମ୍ ଗ୍ଲୋବାଲ ସ୍କୁଲ

ଭୁବନେଶ୍ୱର : ଓଡିଏମ୍ ଗ୍ଲୋବାଲ ସ୍କୁଲ ଜ୍ଞାନ ଓ ସୃଜନଶୀଳତାର ଶକ୍ତି ସହିତ ଶିକ୍ଷାର ଯାତ୍ରାକୁ ଗର୍ବର ସହ ପାଳନ କରିଛି । ଦ ନଲେଜ କ୍ରଲ କାର୍ଯ୍ୟକ୍ରମ ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୈଜ୍ଞାନିକ କୌତୁହଳକୁ ପ୍ରଜ୍ଜ୍ୱଳିତ ଓ ବୃଦ୍ଧି କରିବା ପାଇଁ ପ୍ରସ୍ତୁତ ଅଭିନବ ବିଚାରଧାରା, କଳାତ୍ମକ…

କେରଳ ୱାୟନାଡ୍‌ରେ ପ୍ରଧାନମନ୍ତ୍ରୀ ମୋଦି; ଆକାଶମାର୍ଗରୁ ଦେଖିଲେ ପ୍ରଳୟର କ୍ଷତଚିହ୍ନ

ଭୁବନେଶ୍ୱର: କେରଳ ୱାୟନାଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୁଲି ଦେଖିଲେ ପ୍ରଳୟର କ୍ଷତଚିହ୍ନ। ଭୂସ୍ଖଳନରେ ଛାରଖାର ହୋଇଥିବା ଅଞ୍ଚଳରେ ସ୍ଥିତି ପରଖିଛନ୍ତି। ପ୍ରଥମେ ଆକାଶମାର୍ଗରୁ ଭୁସ୍ଖଳନ ଉତ୍ପତ୍ତି ସ୍ଥଳ ଓ ଧ୍ବଂସ ବିଧ୍ବସ୍ତ ଅଞ୍ଚଳ ବୁଲି ଦେଖିଥିଲେ। ଧ୍ବସ୍ତସ୍ତୁପ…

ଗତ ଆଠ ବର୍ଷ ମଧ୍ୟରେ ଓଡିଶା ପାଇଁ ମଞ୍ଜୁର ହୋଇନାହିଁ ନୂଆ ରେଳ ପ୍ରକଳ୍ପ : ବିଜେଡି

ରାଜ୍ୟର ଖଣିଜ ସଂପଦ ଅନ୍ୟ ରାଜ୍ୟକୁ ଚାଲାଣ ପାଇଁ କେନ୍ଦ୍ରର ଉଦ୍ୟମ ବରଗଡ-ନୂଆପଡା ରେଳ ପ୍ରକଳ୍ପ ସମ୍ବନ୍ଧରେ ଚୁପ୍ କାହିଁକି? ସାତ ବର୍ଷ ପୂର୍ବରୁ ଘୋଷିତ ପ୍ରକଳ୍ପକୁ ପୁଣି କ୍ୟାବିନେଟ ମଞ୍ଜୁରୀ ଭୁୁବନେଶ୍ୱର : ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ…

ଆଳୁ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଆନ୍ତରିକତା ଅଭାବ ସମସ୍ୟାକୁ ଗମ୍ଭୀର କରୁଛି : ବିଜେଡି

ସରକାରଙ୍କ ବିବୃତ୍ତି ଓ କାର୍ଯ୍ୟକ୍ରମ ମଧ୍ୟରେ ତାଳମେଳ ରହୁନି ଭୁବନେଶ୍ୱର : ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଗତ ପ୍ରାୟ ଏକ ମାସ ଧରି ରାଜ୍ୟରେ…