Odia news portal

ରାଜ୍ୟ ବିଜେପି ସରକାର ପଛୁଆ ବର୍ଗର ସ୍ୱାର୍ଥପ୍ରତି ଅଣଦେଖା କରୁଛନ୍ତି : ବିଜେଡି

ଶହେ ଦିନରେ ରାଜ୍ୟର ପ୍ରାୟ ୫୪% ପଛୁଆ ବର୍ଗର ଲୋକଙ୍କ ପାଇଁ ପଦୁଟିଏ ମୁହଁ ଖୋଲି ନାହାନ୍ତି ରାଜ୍ୟ ସରକାର ରାଜ୍ୟର ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ସରଂକ୍ଷଣ ନାହିଁଜାତି ଭିତ୍ତିକ ଜନ ଗଣନା ବିଜେଡିର ଦାବୀ ଭୁବନେଶ୍ୱର : ରାଜ୍ୟ ବିଜେପି ସରକାର ଓବିସି ଓ ଏସସିବିସି ବର୍ଗର…

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଆମ ମୋହନ ଚରଣ ମାଝି

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଆମ ମୋହନ ଚରଣ ମାଝି,ସେବା କରିବାକୁ ଓଡ଼ିଶା ମାଟିକୁ ଆସ ଦେବଦୂତ ସାଜି ।୧। କେନ୍ଦୁଝର ଜିଲ୍ଲା ଆଦିବାସୀ ଘରେ ଜନମ ତୁମର ହୁଏ,ସରପଞ୍ଚ, ଶିଶୁ ମନ୍ଦିର ଶିକ୍ଷକ ପରିଚୟ ପୁଣି ଦିଏ ।୨। ଚାରି ଥର ଯାକ ବିଧାୟକ ହୋଇ ଲଭିଛ କେତେ ସୁନାମ,ବିରୋଧୀ ଦଳର ନେତା ହୋଇ…

ନୂଆପଡା ଜିଲ୍ଲାର ନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ

ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ରୋକିବାରେ ସରକାର ସମ୍ପୂର୍ଣ ବିଫଳ ନବୀନ ଭୁବନେଶ୍ୱର : ଆଜି ଶଙ୍ଖ ଭବନ ଠାରେ ନୂଆପଡା ଜିଲ୍ଲା ର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକରେ…

ବିଜେପି ସରକାର ଆଦିବାସୀ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରୁଛନ୍ତି : ବିଜେଡି

ନବୀନଙ୍କ ସମୟରେ ଆରମ୍ଭ ହୋଇଥିବା ଅନେକ ଆଦିବାସୀ ଉନ୍ନୟନ ଯୋଜନା ବର୍ତ୍ତମାନ ବନ୍ଦ ହୋଇଛିନବୀନଙ୍କ ସମୟରେ ରାଜ୍ୟରେ ଅନେକ ଆଦିବାସୀ ଵିକାଶ ଯୋଜନା ହୋଇଛି ଭୁବନେଶ୍ୱର : ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭଵନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି…

ରାଜଧାନୀରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ନଭେମ୍ବର ୮ରୁ

ଭୁବନେଶ୍ଵର : ଠାରେ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବର ଭବ୍ୟ ଆୟୋଜନ କରାଯାଉଛି। ନଭେମ୍ବର ମାସ ୮ ତାରିଖରୁ ୧୩ ତାରିଖ ପର୍ଯନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା, ସଂସ୍କୃତି, ନୀତି, କାନ୍ତି ଓ ଶ୍ରୀଜଗନ୍ନାଥ ଚେତନାକୁ ବିଶ୍ବ ସ୍ତରରେ ପ୍ରଚାର ଓ ପ୍ରସାର ପାଇଁ ଭୁବନେଶ୍ବର ନୂଆପଲ୍ଲୀ…

ବିଜେଡିର ହରତାଳ ଡାକରା ପ୍ରତ୍ୟାହୃତ

ଭୁଵନେଶ୍ଵର : ବିଜେଡି ପକ୍ଷରୁ ଆସନ୍ତାକାଲି ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜି ତାହାକୁ ପ୍ରତ୍ୟାହାର କରିନେଇଛି ଦଳ। ଦଳ ପକ୍ଷରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏଥିନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି…

ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ଯୋଗୁଁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣା ଏଥିପାଇଁ ସୋମବାର କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବାଲେଶ୍ୱର,…

୨୪ରେ ବିଜେଡିର ୬ ଘଣ୍ଟିଆ ଭୁବନେଶ୍ୱର ହରତାଳ ଡାକରା

ଥାନାରେ ମହିଳାଙ୍କୁ ନିର୍ଯାତନା ଘଟଣା ସାରା ଦେଶରେ ଓଡିଶାକୁ ଲଜ୍ଜିତ କରିଛି ସରକାର ଘଟଣାକୁ ଚପାଇ ଦେବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ହରତାଳ ସମୟରେ ଜରୁରୀକାଳୀନ ସେବା ଜାରି ରହିବ ଭୁୁବନେଶ୍ୱର : ବହୁ ଚର୍ଚ୍ଚିତ ଭରତପୁର ଥାନା ଘଟଣାକୁ ନେଇ ଆସନ୍ତା ୨୪ ତାରିଖ ମଙ୍ଗଳବାର…

‘ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ’ ଏହାର ଚନ୍ଦ୍ରଶେଖରପୁର ଷ୍ଟୋର୍‌ରେ ‘ଆର୍ଟିଷ୍ଟ୍ରି ସୋ’ ଉଦଘାଟନ

ଭୁବନେଶ୍ୱର,(ଚକ୍ରଧର ମାଝି ): ଦେଶର ସବୁଠାରୁ ବଡ ସୁନା ଏବଂ ହୀରା ଖୁଚୁରା ଚେନ୍ ମଧ୍ୟରୁ ‘ମାଲାବାର୍ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ’ଚନ୍ଦ୍ରଶେଖରପୁର ଶୋ’ରୁମ୍ ୨୧ ସେପ୍ଟେମ୍ବର ରୁ ୨୯ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ 'ଆର୍ଟିଷ୍ଟ୍ରି ସୋ' ଆରମ୍ଭ କରିଥିଲା। ବିଏମସି କର୍ପୋରେଟର ସୁଶ୍ରୀ…