Odia news portal

ଓଡ଼ିଶାର ଭୁବନେଶ୍ୱରରେ ନିଜର ଶାଖା ବିସ୍ତାର କଲା ଫାୟାରନେଟ୍

ଭୁବନେଶ୍ୱର : ଅଗ୍ନି ନିରାପତା ଶିଳ୍ପର ପ୍ରମୁଖ ଅଗ୍ରଣୀ ସଂସ୍ଥା ଫାୟାରନେଟ୍ ଓଡ଼ିଶାର ଭୁବନେଶ୍ୱରରେ ଏହାର ନୂତନ ଶାଖା କାର୍ଯ୍ୟାଳୟ ଖୋଲିବା ନେଇ ଘୋଷଣା କରି ଉାହିତ । ପ୍ରତିଷ୍ଠାତା ସୁଧାଂଶୁ ପା, ନିର୍ଦେଶକ ପ୍ରତୀକ ବର୍ମା ଓ ରୋହିତ ମହାପାତ୍ରଙ୍କ ନେତୃତ୍ୱରେ ଏହି ସମ୍ପ୍ରସାରଣ ଏକ…

ସମାଜ ସେବା କ୍ଷେତ୍ରରେ ମହାପାତ୍ରଙ୍କୁ ନେସନାଲ ଟାଲେଣ୍ଟେ ସମ୍ମାନ

ଭୁବନେଶ୍ୱର : ସାରାସଚ ମିଡ଼ିଆ ଓ ଟିଭି ଟିମ ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ରଙ୍କୁ ରେଷ୍ଟପେକଟେଡ଼ ପର୍ଶନାଲିଟି ଭାବେ ନେସନାଲ ଟାଲେଣ୍ଟେ ସମ୍ମାନ ୨୦୨୪" ରେ ସମ୍ଵର୍ଦ୍ଧିତ କରିଛନ୍ତି । …

ସୁଭଦ୍ରା ଯୋଜନାରେ ରାଜ୍ୟର ମହିଳାଙ୍କୁ ଠକିଲା ବିଜେପି : ବିଜେଡି

ସଂଖ୍ୟାଧିକ ମହିଳାଙ୍କୁ ଯୋଜନାରୁ ବାଦ୍ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ଓଡ଼ିଶାର ମହିଳାଙ୍କ ବିଶ୍ୱାସରେ ବିଷ ଦେଇଛି ବିଜେପି ସରକାର ଭୁବନେଶ୍ୱର : ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ତଥା ମୁଖପାତ୍ର…

ବିଜେପି ଛାଡ଼ି ବିଜେଡ଼ିରେ ମିଶିଲେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି

ଶାସକ ଦଳ ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ଅଶୋକ ଗେଡିଙ୍କୁ ପ୍ରଲୋଭନ ଦେଖାଇ, ବିଭିନ୍ନ ପ୍ରକାର ଧମକ ଦିଆଯାଇଥିଲା ଭୁବନେଶ୍ୱର : ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ନିର୍ବାଚନ ମଣ୍ଡଳୀର ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡିଙ୍କ ସହ…

ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ) ପକ୍ଷରୁ ଗ୍ଲୋବାଲ ଟ୍ରେଡ୍ ସୋ ‘ରିସର୍ଜେଂଟ ଓଡ଼ିଶା…

ଭୁବନେଶ୍ୱର: ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍‌) ପକ୍ଷରୁ ବହୁ ପ୍ରତୀକ୍ଷିତ ଗ୍ଲୋବାଲ ଟ୍ରେଡ ସୋ : ରିସର୍ଜେଂଟ ଓଡ଼ିଶା ୨୦୨୪ର ଘୋଷଣା କରାଯାଇଛି । ଏହା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ହେବ ।…

ଡ଼: ନାରାୟଣ ମହାପାତ୍ରଙ୍କୁ ମଦର ଟେରେସା ସେବା ରତ୍ନ ସମ୍ମାନ

ଭୁବନେଶ୍ୱର: ଶାନ୍ତି ଫାଉଣ୍ଡେସନ ଉତ୍ତର ପ୍ରଦେଶ ଟିମ ପକ୍ଷରୁ ଭାରତ ରତ୍ନ ମଦର ଟେରେସାଙ୍କ ୧୧୪ତମ ଜୟନ୍ତୀ ଅବସରରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ରଙ୍କୁ "ସମ୍ମାନ ସୂଚକ ମଦର ଟେରେସା ସେବା ରତ୍ନ…

ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ

ଭୁବନେଶ୍ୱର : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ପରମ୍ପରା ଅନୁଯାଇ ପୂଜା କରାଯାଇ ଥିଲା । ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ସଂଗଠନ ସମ୍ପାଦକ ଡ଼…

ନବୀନ ନିବାସରେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକିଦଳ

ଭୁବନେଶ୍ୱର : ନବୀନ ନିବାସରେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକିଦଳ। ଅଲିମ୍ପିକରେ ବ୍ରୋଂଜ଼ ପଦକ ବିଜୟୀ ଭାରତୀୟ ହକି ଦଳ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ନେତୃତ୍ୱରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ…

ୱି ଫର୍ ଭୁବନେଶ୍ୱର ତରଫରୁ ବରିଷ୍ଠ ନାଗରିକ ଦିବସ ପାଳିତ

ଭୁବନେଶ୍ୱର : ୱି ଫର୍ ଭୁବନେଶ୍ୱର ତରଫରୁ ବୁଧବାର ମଧୁସୂଦନ ନଗରସ୍ଥିତ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମଧୁସୂଦନ ନଗରର ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରାଯିବା ସହ ସେମାନଙ୍କ ଅନୁଭୂତି ସମ୍ପର୍କରେ ଆଲୋଚନା…