Odia news portal

ତାରାତାରିଣୀ ଠାରେଥିବା ରୋପୱେର ଦଉଡି ଓ ଯାନ୍ତ୍ରିକ ମେଣ୍ଟେନେସ ପାଇଁ ରୋପୱେ ୩ଦିନ ବନ୍ଦରହିବ

ତାରା ତାରିଣୀ ମନ୍ଦିର ପାହାଡ଼ ଉପରକୁ ଯାତ୍ରୀ ତଥା ଭକ୍ତଙ୍କ ନିମନ୍ତେ ଏଜ ଘରୋଇ କମ୍ପାନୀ ଦ୍ୱାରା ଆରମ୍ଭ କରା ଯାଇଥିବା ଉର୍ଧ୍ଵଗାମୀ ରୋପ ୱେ ତାର ବିଭିର୍ଣ୍ଣ ସାରଞ୍ଜାମ ତଥା ଦଉଡି, ମିସିନେରୀ ସାମାନ କୁ ଠିକ କରିବା ନିମନ୍ତେ ୩ଦିନ ବନ୍ଦ ରହିବ ବୋଲି ତାର ମେନେଜର ସୂଚନା ଦେଇଛନ୍ତି ।

ତେଣୁ ଆଜି ଅର୍ଥାତ ୨୧ ତାରିଖ ଠାରୁ ୨୩ ତାରିଖପ୍ରଯ୍ୟନ୍ତ ୩ ଦିନ ରୋପ ୱେ ବନ୍ଦରହୁଥିବାରୁ ଭକ୍ତ ମାନେ ରୋପ ୱେକୁ ନ ଆସି ପାବଛ କିମ୍ବା ଵସରେ ମାଙ୍କ ପାଖକୁ ଯିବାକୁ ରୋପ ୱେର ମେନେଜର ସୂଚନା ଦେଇ ଛନ୍ତି ।

ଆସନ୍ତା ୨୪ ତାରିଖ ଠାରୁ ରୋପ ୱେ କାର୍ଯ୍ୟକ୍ରମ ପୁଣି ପୁର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଚଳା ଚଳ କରିବ ବୋଲି ମେନେଜର ମତ ବ୍ୟକ୍ତ କରିଛନ୍ତି ।

You might also like
Leave A Reply

Your email address will not be published.