Odia news portal

ବିସିସିଆଇ ସିନିୟର ଚୟନକର୍ତ୍ତା କମିଟିରେ ସ୍ଥାନ ପାଇଲେ ଓଡିଆ ପୁଅ ଶିବସୁନ୍ଦର

ଭୁବନେଶ୍ବର : ବିସିସିଆଇ ଘୋଷଣା କଲେ ସିନିୟର ଚୟନକର୍ତ୍ତା କମିଟି । ଏହି ୫ ଜଣିଆ କମିଟିରେ ସ୍ଥାନ ପାଇଛନ୍ତି ଓଡିଆ ପୁଅ ତଥା ପୂର୍ବତନ ଭାରତୀୟ ଖେଳାଳି ଶିବସୁନ୍ଦର ଦାସ ।

ତେବେ ବିସିସିଆଇ ପୁଣି ଚୟନକର୍ତ୍ତା କମିଟିର ମଙ୍ଗ ଚେତନ ଶର୍ମାଙ୍କ ହାତରେ ଦେଇଛନ୍ତି । ଚେତନ ଶର୍ମାଙ୍କୁ ପୁଣି ଚୟନକର୍ତ୍ତା କମିଟିର ଚେୟାରମ୍ୟାନ ଭାବେ ନିଯୁକ୍ତି କରାଯାଇଛି ।

ଚେତନ ଶର୍ମା ଓ ଶିବ ସୁନ୍ଦର ଦାସଙ୍କ ବ୍ୟତୀତ ସୁବ୍ରୋତ ବାନାର୍ଜୀ, ସଲିଲ ଅଙ୍କୋଲା, ସିଧରନ ସାରଥ ଏହି କିମିଟିରେ ରହିଛନ୍ତି ।

You might also like

Leave A Reply

Your email address will not be published.

1 + 8 =