Browsing Category
କ୍ରୀଡା
ପୁଣି ଫେରିବ ହକି ଇଣ୍ଡିଆ ଲିଗ୍, ଡିସେମ୍ବର ୨୭ରେ ଖେଳାଯିବ ପ୍ରଥମ ମ୍ୟାଚ୍
ଭୁବନେଶ୍ୱର,(ଚକ୍ରଧର ମାଝି) : ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ । ଡିସେମ୍ବର ୨୭ରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ପୁଣି ଫେରିବ ହକି ଇଣ୍ଡିଆ ଲିଗ୍ । ସାରା ବିଶ୍ୱ ପୁଣି ଦେଖିବ ହକି କ୍ରେଜ୍ । ପୁଣି ଖୁମିବେ…
ଟିମ ଇଣ୍ଡିଆର ନୂଆ କୋଚ୍ ହେଲେ ଗୌତମ
ଟିମ ଇଣ୍ଡିଆକୁ ମିଳିଲେ ନୂଆ କୋଚ୍ । ଗୌତମ ଗମ୍ଭୀରଙ୍କ ନାମରେ ବାଜିଲା ମୋହର । ଗମ୍ଭୀର ଟିମ ଇଣ୍ଡିଆର ନୂଆ କୋଚ ଭାବେ ଦାୟିତ୍ବ ନେବା ନେଇ ଏକ୍ସରେ ସୂଚନା ଦେଲେ ବିସିସିଆଇ ଅଧ୍ୟକ୍ଷ ଜୟ ଶାହା । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସରିଥିବାବେଳେ ନୂଆ କୋଚ କିଏ ହେବେ ତାକୁ ନେଇ ଚର୍ଚ୍ଚା…
ରୋମରେ ଚମକିବେ ଛଅ ଓଡ଼ିଆ
ଭୁବନେଶ୍ବର,(ଚକ୍ରଧର ମାଝି) : ରୋମରେ ଚମକିବେ ଛଅ ଓଡ଼ିଆ ଆଗକୁ ରୋମରେ ଅନୁଷ୍ଠିତ ହେବାକୁ ଥିବା ଆଇଟିଟିଏଫ ୱାର୍ଲଡ ମାଷ୍ଟର୍ସ ଟେବୁଲ ଟେନିସ ଚାମ୍ପିୟାନସିପରେ ଯୋଗଦେବେ ଛଅ ଓଡ଼ିଆ । ରାଜ୍ୟରୁ ଦେବଦତ୍ତ ମହାନ୍ତି, ତ୍ରୈଲୋକ୍ୟ ନାଥ ରାଉତ, ସ୍ମର୍ତିରଞ୍ଜନ ଦାସ, ପି. କେ ସାମନ୍ତ ରାୟ, ବିଜନ…
ମିଡ଼ିଆରେ ନିଜ ପ୍ରଦର୍ଶନ ଚର୍ଚ୍ଚା ଖେଳାଳିଙ୍କୁ ଦେଇଥାଏ ବଡ଼ ପ୍ରେରଣା
ଭୁବନେଶ୍ୱର : ଖେଳାଳିମାନଙ୍କ ସକାଶେ ଯେତେ ସୁବିଧାସୁଯୋଗ କରାଗଲେ ମଧ୍ୟ ଗଣମାଧ୍ୟମରେ ସେମାନଙ୍କର କୃତିତ୍ୱ ପ୍ରକାଶିତ ହେବା ସବୁଠାରୁ ଅଧିକ ଆନନ୍ଦ ଓ ପ୍ରେରଣା ଦେଇଥାଏ। ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଟେନିସ ଅଡିଟୋରିୟମରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ…
କ୍ରୀଡ଼ା ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କଲା ଜେଏମ୍ ସ୍ପୋର୍ଟ୍ସ ଏକାଡେମି
ଭୁବନେଶ୍ବର : ସ୍ଥାନୀୟ ଜେଏମ୍ ସ୍ପୋର୍ଟ୍ସ ଏକାଡେମିଠାରେ ମଙ୍ଗଳବାର ବିଶ୍ବ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ୧୪ଜଣ କ୍ରୀଡ଼ା ସମ୍ବାଦିକ ଚିନ୍ମୟ ପଟ୍ଟନାୟକ, ପ୍ରଫୁଲ୍ଲ କିଶୋର ସାହୁ, ତୁଷାର କୁମାର ସେନାପତି, ବିଶ୍ବଜିତ ଦାସ, ଲୋକନାଥ ପାଣିଗ୍ରାହୀ, ମଳୟ…
ସେପ୍ଟେମ୍ବର ୨୯ ରୁ କଳିଙ୍ଗ କପ୍, ଅଂଶଗ୍ରହଣ କରିବେ ୩୨ଟି ଦଳ
ଭୁବନେଶ୍ବର : ଦୁଇ ବର୍ଷର ସଫଳତା ପରେ ତୃତୀୟ ଥର ପାଇଁ ଗୋପବନ୍ଧୁ କ୍ଲବ ତରଫରୁ ଭୁବନେଶ୍ୱରର ଗୋପବନ୍ଧୁ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି କଳିଙ୍ଗ ପ୍ରିମିୟର ଲିଗ - ୨୦୨୪ । ଏ ନେଇ କ୍ଲବ ପକ୍ଷରୁ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯାଇଛି । ଚଳିତ ବର୍ଷ ଏହି ଟୁର୍ନାମେଣ୍ଟ ଟିକେ ବଡ଼ ଧରଣର…
୧୭ ବର୍ଷ ପରେ ଟି-୨୦ ବିଶ୍ୱକପରେ ପୁଣିଥରେ ଚମ୍ପିୟାନ ହେଲା ଭାରତ
ଭୁବନେଶ୍ୱର : ୧୭ ବର୍ଷ ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ପୁଣିଥରେ ଟି-୨୦ ବିଶ୍ୱକପ୍ ଚମ୍ପିୟାନ ହୋଇଛି ଭାରତ । ଶନିବାର ବାର୍ବାଡୋସ ବ୍ରିଜଟାଉନରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ରୋମାଞ୍ଚକର ବିଜୟ ହାସଲ କରିଛି…
କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
ତୃଣମୂଳ ସ୍ତରରୁ କ୍ରୀଡ଼ାର ଅଧିକ ବିକାଶ ପାଇଁ ପ୍ରସ୍ତୁତ ହେବ ଯୋଜନା
ଜୁନ ୨୧ ରେ ରାଜ୍ୟବ୍ୟାପି ପାଳନ ହେବ ଆନ୍ତର୍ଜାତୀୟ ଯୋଗ ଦିବସ
ଭୁବନେଶ୍ୱର : କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର କ୍ରୀଡ଼ା ବ୍ୟବସ୍ଥା ଓ…
ଜାତୀୟ ସବ୍ ଜୁନିୟର ଟେନିସ ବଲ୍ କ୍ରିକେଟ୍ : ଓଡ଼ିଶା ଦଳର ସ୍ବର୍ଣ୍ଣ ପଦକ ଆଶା ଧୂଳିସାତ୍
ଭୁବନେଶ୍ୱର : ଗୁଜରାଟର ଅହମ୍ମଦାବାଦ ଠାରେ ଆୟୋଜିତ ୨୯ତମ ଜାତୀୟ ସବ୍ ଜୁନିୟର ଟେନିସ ବଲ୍ କ୍ରିକେଟ ଚାମ୍ପିଅନସିପ୍ରେ ଓଡ଼ିଶା ଦଳ ରୌପ୍ୟ ପଦକ ହାସଲ କରିଛି। ଫାଇନାଲ୍ ମୁକାବିଲାରେ ଓଡ଼ିଶା ୬ ରନ୍ରେ ଉତ୍ତର ପ୍ରଦେଶ ନିକଟରୁ ହାରି ସ୍ବର୍ଣ୍ଣ ପଦକ ଆଶା ଧୂଳିସାତ୍ କରିଥିଲା।
…
KISS wins Inter-districts Rugby 7’s Jr girls title
Bhubaneswar : Kalinga Institute of Social Science (KISS) started their campaign by winning the junior girls title in the inaugural day of the four day long All Odisha Inter-districts Rugby 7’s 9th Junior (boys and girls) and 11th Senior…