Odia news portal
Browsing Category

ରାଜ୍ୟ

ବିଧାନସଭାରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବୁ : ବିଜେଡି

ବିଜେପି ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛି କି ନାହିଁ ନଜର ରଖିବୁ ବିଧାନସଭାରେ ବିଜେଡି ସକରାତ୍ମକ ପ୍ରସଙ୍ଗ ଉଠାଇବ ଭୁବନେଶ୍ୱର : ଶଙ୍ଖ ଭବନଠାରେ ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ

ରାଜ୍ୟବାସୀ ମର୍ମାହତ ହେବା ପରି କିଛି ନକରନ୍ତୁ ବିଜେପି ସରକାର : ବିଜେଡି

ବିଜୁ ବାବୁ ଜଣେ ବ୍ୟକ୍ତି ନୁହଁନ୍ତି, ଅନୁ ।ନ, ସେ ୩ଟି ଦେଶରେ ସମ୍ମାନିତ ବିଜୁ ବାବୁଙ୍କୁ ସବୁ ଦଳ ସମ୍ମାନ କରନ୍ତି କାକୁଡି ଛୁରି ତାଙ୍କର ଯେମିତି ପାରିବେ ସେମିତି କାଟିବେ ଭୁବନେଶ୍ୱର,(ଚକ୍ରଧର ମାଝି) : ରାଜ୍ୟରେ ଶାସନ କରୁଥିବା ବିଜେପି ସରକାର ପୁଣି ପ୍ରତିହିଂସା ରାଜନୀତି

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୭ତମ କଥାମୃତ ଅନୁଷ୍ଠିତ

ଭୁବନେଶ୍ୱର : ଆଜି ଗୁରୁବାର ମହାପ୍ରଭୁଙ୍କ ଅଧରପଣା ଅବସରରେ ସଭାପତି ସଞ୍ଚିତା ମହାନ୍ତି ଓ ସମ୍ପାଦକ ଡ଼ ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଶ୍ରୀଜଗନ୍ନାଥ ମନ୍ଦିର କୋଳଥୀଆ ଖଣ୍ଡଗିରି ଭୁବନେଶ୍ୱର ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୭ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଇଭୋସ୍ ଉଦ୍ଘାଟନ କରିଲା “ଇଭୋସ୍ ଆଲ୍‌ମି ସେଲ୍ଫ ଗ୍ୟାଲେରୀ”

ଭୁବନେଶ୍ଵର : ରିଅଲ୍ ଇଷ୍ଟେଟ୍‌ରେ ଅତ୍ୟାଧୁନିକତା ଏବଂ ନୂତନତ୍ବକୁ ଦର୍ଶାଇ ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ଵାରା ଇଭୋସ୍ ଆଲ୍‌ମି ସେଲ୍ଫ ଗ୍ୟାଲେରୀର ସଫଳ ଉତ୍ପାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଞ୍ଜୟ ପୁରୀ ଯୋଗ ଦେଇଥିଲେ ଏବଂ ତାଙ୍କର ଦୂରଦୃଷ୍ଟି

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୬ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆଜି ଶନିବାର ଅବସରରେ ସଭାପତି ସଞ୍ଚିତା ମହାନ୍ତିଙ୍କ ଅନୁପସ୍ଥିତରେ ସମ୍ପାଦକ ଡ଼ ନାରାୟଣ ମହାପାତ୍ର ଅଧକ୍ଷ୍ୟତାରେ କଷମୋପଲ୍ଲୀ ଆପାର୍ଟମେଣ୍ଟ ଶ୍ରୀଜଗନ୍ନାଥ ମନ୍ଦିର ଡ଼ୁମଡ଼ୁମା ଭୁବନେଶ୍ୱର ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୬ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ

କେୟାର ହସ୍ପିଟାଲ ଭୁବନେଶ୍ଵରେ ଭାରତରପ୍ରଥମ ମିକୁ ଭର୍ଜିଆଲ୍ ରିଏଲିଟି ବ୍ରେନ୍ ସର୍ଜରୀ

ଭୁବନେଶ୍ଵର : ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲ୍‌ଷ୍ଟୋନ୍ ଅତିକ୍ରମ କରିଛି କେୟାର ହସ୍ପିଟାଲ ଭୁବନେଶ୍ଵର । ବରିଷ୍ଠ ନ୍ୟୁରୋସର୍ଜନ ଡାକ୍ତର ଆତ୍ମାରଞ୍ଜନ ଦାଶ ଓ ତାଙ୍କ ଟିମ୍ ଆପେଲ୍ ଭିଜନ୍ ପ୍ରୋ ବ୍ୟବହାର କରି ବିଶ୍ଵର ସବୁଠାରୁ ଅତ୍ୟାଧୁନିକ ମିକୁ ଭର୍ଟୁଆଲ୍ ରିଅଲିଟି ଟେକ୍ନୋଲୋଜି

ରାଜ୍ୟରେ ମୌସୁମି ସକ୍ରିୟ, ଆସୁଛି ବଡ଼ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବଢ଼ିବ। ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ମୋଟ ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ

ବଡ଼ ଠାକୁର ମୁହଁମାଡ଼ି ପଡ଼ିବା ଘଟଣା, ଶ୍ରୀମନ୍ଦିର ପ୍ରଶାସକଙ୍କ ବିରୋଧରେ ଥାନାରେ ଏତଲା

ଭୁବନେଶ୍ବର :  ଆଡପ ମଣ୍ଡପ ବିଜେ ସମୟରେ ମହାପ୍ରଭୁ ବଳଭଦ୍ର ମୁହଁ ମାଡି ପଡିଯିବା ଘଟଣା । ଶ୍ରୀମନ୍ଦିର ପ୍ରଶାସକ ଭି.ଭି. ଯାଦବଙ୍କ ନାଁରେ କ୍ୟାପିଟାଲ ଥାନାରେ ରୁଜୁ ହେଲା ଏତଲା । ଭୁବନେଶ୍ୱର ବାର ଆସୋସିଏସନର ଆଇନଜୀବୀ ଦେଇଛନ୍ତି ଏହି ଏତଲା । ଅଘଟଣ ନେଇ ତୁରନ୍ତ ମାମଲା ରୁଜୁ କରିବା ସହ

ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ, ଶାଶ୍ବତ ମିଶ୍ର ଅର୍ଥ ଓ ଶକ୍ତି ସଚିବ

ଭୁବନେଶ୍ୱର : ରାଜ୍ୟରେ ଆଇଏଏସ ସ୍ତରରେ ବୁଧବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଏନେଇ ସାଧାରଣ ପ୍ରସାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଇଡ୍‌କୋର ଅଧ୍ୟକ୍ଷ ଭାବେ ଅତିରିକ୍ତ

ସ୍ପର୍ଶକାତର ମାମଲାରେ ମନ୍ତ୍ରୀଙ୍କ ମନ୍ତବ୍ୟ ଭକ୍ତର ଭାବାବେଗକୁ ଆଘାତ ଦେଇଛି : ନଵୀନ

ଭୁବନେଶ୍ବର : ମୋହନଙ୍କୁ ନବୀନଙ୍କ ଚିଠି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀ ଦଳର ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଆଡ଼ପମଣ୍ଡପକୁ ବିଜେ ବେଳେ ଚାରମାଳ ଉପରେ ବଡ଼ଠାକୁର ମୁହଁମାଡ଼ି ପଡ଼ିବା ଘଟଣାରେ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ସେ