Odia news portal
Browsing Category

ରାଜ୍ୟ

ସାମ୍ବାଦିକ ମାନଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ

ଭୁବନେଶ୍ୱର : ଓଡ଼ିଶାରେ କାର୍ଯ୍ୟରତ ପ୍ରାୟ ୩୦ ହଜାର ସାମ୍ବାଦିକ ମାନଙ୍କୁ ଅବସରକାଳୀନ ଭତ୍ତା ଭାବେ ମାସିକ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ଓଡ଼ିଶା ଗଣମାଧ୍ୟମ ପରିଷଦ ଓ ଓଡିଶା ପ୍ରେସ୍ ଏକାଡେମୀର ମିଳିତ ଉଦ୍ୟମରେ ସେପ୍ଟେମ୍ବର ପହିଲାରୁ କାର୍ଯ୍ୟକ୍ଷମ ହେବ ବୋଲି ଓଡ଼ିଶା ପ୍ରେସ୍ ଏକାଡେମୀର

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର : ଆଇଏଏସ୍‌ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ଶାଶ୍ବତ ମିଶ୍ର ଅର୍ଥ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି। ପୂର୍ବରୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ଶାଶ୍ୱତ ମିଶ୍ର

ପୁଣି ଆସୁଛି ଆଉ ଏକ ଲଘୁଚାପ : ଅଗଷ୍ଟ ୩ ତାରିଖ ଯାଏଁ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗର ତତ୍‌ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଥିବା ଲଘୁଚାପ କ୍ଷେତ୍ର ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗରେ ଅଗ୍ରସର ହେବ। ଏହାର ପ୍ରଭାବରେ ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟର

ୱାର୍ଲ୍ଡ ଟ୍ରେଡ ସେଂଟର ଭୁବନେଶ୍ୱର ପକ୍ଷରୁ ୱାର୍ଲ୍ଡ ଟ୍ରେଡ୍ ଡେ’ ୨୦୨୪ ପାଳିତ

ବିଶ୍ୱ ବାଣିଜ୍ୟ ଦିବସ ୨୦୨୪ରେ ବିଶ୍ୱ ବାଣିଜ୍ୟରେ ଓଡ଼ିଶାର ଭୂମିକା ଉପରେ ଆଲୋକପାତ ଭୁବନେଶ୍ୱର : ୱାର୍ଲ୍ଡ ଟ୍ରେଡ୍ ସେଂଟର ଭୁବନେଶ୍ୱର ପକ୍ଷରୁ ୱାର୍ଲ୍ଡ ଟ୍ରେଡ୍ ଡେ’ ୨୦୨୪ ପାଳନ କରାଯାଇଛି । ଆନ୍ତର୍ଜାତୀୟ ବାଣିଜ୍ୟ ଏବଂ ଅର୍ଥନୈତିକ ବିକାଶ ଓ ରାଜ୍ୟର ଆଂଚଳିକ ଅଭିବୃଦ୍ଧି ଉପରେ ଏହାର

ଅଲିମ୍ପିଆନ ପରାଗ ପାଟିଲଙ୍କ ସହ ଓଡିଏମ ଗ୍ଲୋବାଲ ସ୍କୁଲରେ ଟ୍ରାନ୍ସଫର୍ମେଟିଭ୍ ମାଷ୍ଟରକ୍ଲାସ ଆୟୋଜନ

ଭୁବନେଶ୍ୱର : ଓଡିଏମ୍ ଗ୍ଲୋବାଲ୍ ସ୍କୁଲ୍ ପକ୍ଷରୁ ଜୁଲାଇ ୨୬ ତାରିଖରେ ସ୍କୁଲ ପରିସରରେ ଓଡିଏମ୍ ମାଷ୍ଟରକ୍ଲାସ୍ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ କିମ୍ବଦନ୍ତୀ ବରିଷ୍ଠ ଅଲିମ୍ପିଆନ୍ ତଥା ଅନ୍ତର୍ଜାତୀୟ ପ୍ରଶିକ୍ଷକ ପରାଗ ପାଟିଲ୍ ଅଂଶଗ୍ରହଣ କରିଛନ୍ତି । କ୍ରୀଡ଼ା, ନେତୃତ୍ୱ ଏବଂ

କାର୍ଗିଲ ବିଜୟ ଦିବସରେ ସହୀଦ ବୀର ଯବାନଙ୍କୁ କୋଟି କୋଟି ପ୍ରଣାମ

ଭୁଵନେଶ୍ଵର : ଉଇନର ଆସୋସିଏସନ ପକ୍ଷରୁ ଆଜିର କାରଗିଲ ବିଜୟ ଦିବସରେ ସଦସ୍ୟ ମାନେ ଶହୀଦ ଯବାନ ମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦେଶଭକ୍ତି ବହୁତ ବେଶୀ ମହତ୍ୱ ରଖୁଥିବା ଶବ୍ଦଟିଏ ଦେଶଭକ୍ତି ଭରିଦିଏ ଆଖିରେ ସ୍ବପ୍ନ, ହୃଦୟରେ ସାହସ ଦେଶ ପ୍ରତି ସମ୍ମାନ । ଆଜି

ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ, ଇଣ୍ଡିଆ ତରଫରୁ ୧୩ ତମ ଦିନିକିଆ ସତସଙ୍ଗ ଅନୁଷ୍ଠିତ

ଭୁବନେଶ୍ୱର : ମା ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ଶ୍ରୀ ନିଶିକାନ୍ତ ମିଶ୍ର ଓ ସଭାପତି ଡ଼ ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଭଜନ ଓ ମା ଅନନ୍ତ… ତାର କଥା ଅନନ୍ତ (ଦେବି ମହାତ୍ମ୍ୟ )ଦିନିକିଆ ସତସଙ୍ଗ ହଟକେଶ୍ୱର ମନ୍ଦିର ସହିଦନଗରରେ ଅନୁଷ୍ଠିତ ହୋଇ ଯାଇଛି ।

ଚାଷୀଙ୍କୁ ଶୀଘ୍ର ମିଳୁ ଫସଲ ବୀମା : ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର : ବନ୍ୟା, ବାତ୍ୟା, ମରୁଡ଼ିରେ ଚାଷୀଙ୍କ ଫସଲ ଉଜୁଡ଼ିଯାଉଛି। ଏଭଳି ଦୟନୀୟ ସ୍ଥିତିରେ ବୀମା ହିଁ ଚାଷୀଙ୍କ ଏକମାତ୍ର ଭରସା। କିନ୍ତୁ ବୀମା ରାଶି ମିଳୁ ନଥିବାରୁ ଚାଷୀଙ୍କ ଆର୍ଥିକ ଅବସ୍ଥା ବେଳକୁ ବେଳ ଦୁର୍ବଳ ହେବାରେ ଲାଗିଛି। ଠିକ୍ ସମୟରେ ଫସଲ ବୀମା ପ୍ରଦାନ ପାଇଁ କେନ୍ଦ୍ର

୨୬, ୨୭ରେ ମାରଓ୍ବାଡି ମହିଳା ସମିତିର ସାୱନ ମେଳା

ଭୁବନେଶ୍ବର : ମାରଓ୍ବାଡି ମହିଳା ସମିତି, ଭୁବନେଶ୍ବର ଶାଖା ପକ୍ଷରୁ ଆସନ୍ତା ୨୬ ଓ ୨୭ ଜୁଲାଇରେ ସାନ ମେଳାର ଆୟୋଜନ ହେବାକୁ ଯାଉଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଯେଉଁ ମହିଳା ଉଦ୍ୟୋଗୀମାନେ ନିଜ ନିଜ ଘରେ ଉଘୁ ଉଦ୍ୟୋଗ ପ୍ରତିଷ୍ଠା କରି ଏହାକୁ ଚଳାଇଛନ୍ତି ସେମାନଙ୍କୁ ଲୋକ ଲୋଚନକୁ

ଓ.ଡି.ଏମ୍‌. ସ୍କୁଲରେ ବିଶ୍ୱ ଯୁବ ଦକ୍ଷତା ଦିବସ ଅନୁଷ୍ଠିତ

ଭୁବନେଶ୍ୱର : ଓ.ଡି.ଏମ୍‌. ଗ୍ଲୋବାଲ ସ୍କୁଲ ଏବଂ ପବ୍ଲିକ ସ୍କୁଲ ପରିସରରେ ବିଶ୍ୱ ଯୁବ ଦକ୍ଷତା ଦିବସ ୨୦୨୪ ପାଳିତ ହୋଇଯାଇଅଛି । ଓ.ଡି.ଏମ୍‌. ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡକ୍ଟର ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓ.ଡି.ଏମ୍‌.