Odia news portal

Recent Posts

ବିଶ୍ୱ ଚାମ୍ପିଅନ ନୀରଜଙ୍କ ଦ୍ୱାରା ଓଡିଶାରେ ଅଣ୍ଡର୍ ଆର୍ମର୍‌ର ପ୍ରଥମ ଷ୍ଟୋର୍‌ ଉଦ୍‌ଘାଟନ

ଭୁବନେଶ୍ୱର:  ଭାରତରେ ଅଣ୍ଡର୍ ଆର୍ମର୍ ପାଇଁ ଏକ୍ସକ୍ଲୁସିଭ ଡିଷ୍ଟ୍ରିବ୍ୟୁଟର ଓ ଲାଇସେନ୍ସିଂ ସଂସ୍ଥା, ଅଣ୍ଡରଡଗ୍ ଆଥ୍‌ଲେଟିକ୍ସ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଅଣ୍ଡର୍ ଆର୍ମର ବ୍ରାଣ୍ଡ ହାଉସ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି  ଏହି ଷ୍ଟୋର୍‌କୁ  ପ୍ରଶଂସକଙ୍କ ଭିଡ ଓ ଉତ୍ସାହ ମଧ୍ୟରେ …

କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି

୧୫୦ରୁ ଅଧିକ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଭୁବନେଶ୍ୱର,(ଚକ୍ରଧର ମାଝି) : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡରେ କାର୍ଯ୍ୟରତ ବିଏମସି ସଫେଇ କର୍ମଚାରୀ ମାନଙ୍କୁ ଏକ ନିଆରା ଢଙ୍ଗରେ ପୂଜାଭେଟି ଦେଇଛନ୍ତି କର୍ପୋରେଟର ଜୟନ୍ତୀ ସାହୁ । ଆଜି ୧୨ ନମ୍ବର ୱାର୍ଡ…

ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ସଫଳ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା

୭୨ କ୍ରୀଡ଼ାବିତ୍‌ଙ୍କୁ ୩ ଲକ୍ଷ ୮୫ ହଜାର ୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ ଭୁବନେଶ୍ୱର, (ଚକ୍ରଧର ମାଝି) : ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହୋଇଥିବା କ୍ରୀଡା ପ୍ରତିଯୋଗିତା ମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ୱାରା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିବା…

ମା ସମଲେଇଙ୍କ ପୀଠରେ କାମ ନ କରି ବାହାବା ନେବାକୁ ଚେଷ୍ଟା କରୁଛି ବିଜେପି ସରକାର : ବିଜେଡି

ମା ସମଲେଇ ମନ୍ଦିର ଆଗରେ ପୋଷ୍ଟର ଲଗାଇ ନିଜର ପ୍ରଚାର କରୁଛି ବିଜେପି ସରକାର କାମ ନକରି କେବଳ ପ୍ରଚାର ପ୍ରସାରରେ ବ୍ୟସ୍ତ ବିଜେପି ସରକାର ବିଜେପି ସରକାର କପି ପେଷ୍ଟ ସରକାର ଭୁବନେଶ୍ୱର : ରାଜ୍ୟରେ ଥିବା ବିଜେପି ସରକାର ଏକ କପି ପେଷ୍ଟ ସରକାର ଓ କେବଳ ନବୀନ ସରକାରଙ୍କ ଅମଳରେ…

ଜୟଦେବ ଭବନ ପାର୍କିଂରେ ହାଇଡ୍ରାମା; ଦୁଇ ମହିଳା ହାତାହାତି

ଭୁବନେଶ୍ଵର : ଜୟଦେବ ଭବନ ପାର୍କିଂରେ ହାଇଡ୍ରାମା। ଦୁଇ ମହିଳା ହାତାହାତି। ଚୁଟି ଟଣାଟଣି ହୋଇ ମରାମରି ହୋଇଛନ୍ତି ଦୁଇ ଜଣ। ସେମାନେ ଉଭୟ ନିଜକୁ ସମାଜସେବୀ ବୋଲି କହିଛନ୍ତି। ଜଣେ ମହିଳା ଗଣମାଧ୍ୟମକୁ ବାଇଟ୍ ଦେଉଥିବା ବେଳେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ସେଠାରେ…

ଇନଫୋସିଟିରେ ଖୋଲିଲା ଓଡିଶ୍ରୀ ବିରିୟାନୀ

ଭୁବନେଶ୍ବର : ବର୍ତ୍ତମାନ ସମୟରେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ରେସ୍ତୋରାଁ। ସାଙ୍ଗ ସାଥି ହେଉ କି ପରିବାର ଲୋକ ସହ ଏସି ରୁମରେ ଖାଦ୍ୟର ମଜ୍ଜା ନେଉଛନ୍ତି। ଏହାକୁ ନଜରରେ ରଖି ଭୁବନେଶ୍ବରରେ ଭଳିକି ଭଳି ରେସ୍ତୋରାଁ ଖୋଲିଛି। ଏହି କ୍ରମରେ ଇନଫୋସିଟି ପ୍ଲାଜା ପଟିଆରେ ଖୋଲିଛି…

ବିଜେପି ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବୁ : ବିଜେଡି

ନବୀନ ରାଜ୍ୟବାସୀଙ୍କ ସର୍ବାଧିକ ଲୋକପ୍ରିୟ ନେତା ଜନ ସମ୍ପର୍କ ପଦଯାତ୍ରାରେ ବିଜେଡି ପ୍ରତି ଜନ ସମର୍ଥନ ଅବ୍ୟାହତ ଭୁବନେଶ୍ୱର : ବିଜୁ ଜନତା ଦଳର ଉପଦେଷ୍ଟା କମିଟିର ବୈଠକ ଦଳର ବରି ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧକ୍ଷତାରେ ଆଜି ଶଙ୍ଖ ଭବନ ଠାରେ ଅନୁ ିତ ହୋଇଯାଇଛି । ଏହି…

ଅନନ୍ୟ କ୍ରୀଡ଼ା ମହୋତ୍ସବ ଅଲମ୍ପିଆ ଉଦ୍‌ଘାଟିତ

ଭୁବନେଶ୍ବର : ଭୁବନେଶ୍ବରର ଭାମ୍ପାୟାର୍ସ କ୍ଲବ୍‌ ଆନୁକୂଲୃରେ ପିନାଲ୍‌ ଫାର୍ମା, ଗ୍ୟାଲେକ୍ସି ମେଡିକେୟାର ପ୍ରାଇଭେଟ୍‌ ଲିମିଟେଡ୍‌, ଭାୟୋଟୋନିକ୍ସ, ଇଜି ଆଣ୍ଡୋଟେକ୍‌ ଓ ପଶୁପତି ପ୍ରାଇଭେଟ୍‌ ଲିଭିଟେଡ୍‌ ଦ୍ବାରା ପ୍ରାୟୋଜିତ ଅନନ୍ୟ କ୍ରୀଡ଼ା ମହୋତ୍ସବ ‘ଅଲମ୍ପିଆ ୨୦୨୪-୨୫’…

ଓଡ଼ିଶାରେ ଅନୁଷ୍ଠିତ ହେବ ହକି ଇଣ୍ଡିଆ ଲିଗ୍- ୨୦୨୪-୨୫

ଓଡିଶାରୁ ପ୍ରତିନିଧିତ୍ବ କରିବେ ୨ଟି ଟିମ୍ ଭୁବନେଶ୍ୱର : ଓଡ଼ିଶାରେ ଅନୁଷ୍ଠିତ ହେବ ଚଳିତବର୍ଷର ହକି ଇଣ୍ଡିଆ ଲିଗ୍- ୨୦୨୪-୨୫। ଏଥର ପ୍ରଥମଥର ପାଇଁ ହକି ଇଣ୍ଡିଆ ଲିଗ୍ ରେ ଉଭୟ ପୁରୁଷ ଏବଂ ମହିଳା ହକିଦଳ ଅଂଶଗ୍ରହଣ କରିବେ। ଆସନ୍ତା ୨୮ ଡିସେମ୍ବର, ୨୦୨୪ ଠାରୁ ୦୧ ଫେବୃଆରୀ, ୨୦୨୫…

ରାଜଧାନୀରେ ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସି ଏହାର ରିଟେଲ ଷ୍ଟୋର ଉଦଘାଟିତ

ଭୁବନେଶ୍ୱର : ସାରା ଭାରତରୁ ସୁଲଭ ମୂଲ୍ୟରେ ଶାଢୀ ସଂଗ୍ରହ କରିଥିବା ବଙ୍ଗଳାର ଅଗ୍ରଣୀ ରିଟେଲ ଚେନ୍ ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସିସ୍ ଓଡ଼ିଶାର ଭୁବନେଶ୍ୱରରେ ଏହାର ନୂଆ ଷ୍ଟୋର ଆରମ୍ଭ କରିଛି । ଏହି ଷ୍ଟୋରକୁ ମୁଖ୍ୟ ଅତିଥି ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସିର ପ୍ରତି ।ତା ପ୍ରତିଭା…

ବିଶ୍ୱର ପ୍ରଥମ ୩ଡି+୪କେ ୫୫” ଏଣ୍ଡୋସ୍ପାଇନ୍ ଅସ୍ତ୍ରୋପଚାର ଏବେ ଓଡ଼ିଶାରେ ଉପଲବ୍ଧ

ଭୁବନେଶ୍ୱର : ମେରୁଦଣ୍ଡ ଓ ଭର୍ଟେବାଏ ସ୍ଲିପ ଡିସ୍କ ତଥା ସ୍କିଆଟିକାର ଦୁଇଟି ସାଧାରଣ ଓ ଯନ୍ତ୍ରଣାଦାୟକ ରୋଗର ସଫଳ ଅସ୍ତ୍ରୋପଚାର କରାଯାଇପାରିବ ବୋଲି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ମଡର୍ଣ୍ଣ ଆର୍ଥୋ କ୍ଲିନିକର ଏଣ୍ଡୋସ୍କୋପିକ୍ ସର୍ଜନ୍ ତଥା ଅର୍ଥୋପେଡ଼ିସିଆନ୍ ଡାକ୍ତର ପିସି ଦେ କହିଛନ୍ତି…

ଝାଡଖଣ୍ଡ ନିର୍ବାଚନ ପାଇଁ ଓଡିଶା ରାଜଭଵନ ବିଜେପିର ୱାର ରୁମ ପାଲଟିଛି : ବିଜେଡି

ଓଡିଶା ରାଜଭଵନର ଗାରିମା କ୍ଷୁର୍ଣ୍ଣ ହେଉଛି ରାଜନୈତିକ ସ୍ୱାର୍ଥ ହାସଲ ଲାଗି ରାଜଭଵନର ଗାରିମାକୁ କଳୁଷିତ କରାଯାଉଛି ରାଜ୍ୟପାଳଙ୍କ ପୁଅଙ୍କ ଆକ୍ରମଣର ଶିକାର ଏଏସଓଙ୍କୁ ଏବେବି ନ୍ୟାୟ ପ୍ରଦାନ କରି ନାହାନ୍ତି ବିଜେପି ସରକାର ଭୁବନେଶ୍ୱର : ଗତ କିଛି ଦିନ ଭିତରେ, ଓଡ଼ିଶାର ରାଜଭଵନ…

ବିଜେଡି ଲୋକଙ୍କ ହୃଦୟରେ ଅଛି ଏବଂ ସବୁବେଳେ ରହିଥିବ

ଭୁବନେଶ୍ୱର: ଆଜି ଗାନ୍ଧୀ ଜୟନ୍ତୀ । ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେଲା । ଏ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଲୋକଙ୍କ ସହ ଯୋଡି ହେବା ପାଇଁ ପଦଯାତ୍ରା ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ । ବିଜୁ…

ସରକାରୀ ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ବିଡିଏ କଲୋନୀ ବାସୀଙ୍କ ବିକ୍ଷୋଭ

ଭୁବନେଶ୍ୱର,(ଚକ୍ରଧର ମାଝି) : ବିଡିଏ କଲୋନୀରୁ ନାଲକୋ ଛକ- ରେଲୱେ କଲୋନୀ ରାସ୍ତାକୁ ସଂଯୋଗ କରୁଥିବା ସରକାରୀ ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ଅଜି ବିଡିଏ କଲୋନୀ ବାସିନ୍ଦାମାନେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କୁ ପ୍ରତିବାଦ ଜଣାଇଛନ୍ତି । ୧୫ ଦିନ ମଧ୍ୟରେ ହେମଲତା…

ଦୁର୍ଗାପୂଜା ଭସାଣିକୁ ସରସ ସୁନ୍ଦର ଓ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ନିଷ୍ପତ୍ତି

ଭୁବନେଶ୍ୱର : ଉତ୍ତର ଭୁବନେଶ୍ୱର ଭସାଣି କମିଟିର ପ୍ରସ୍ତୁତି ବୈଠକ ପଟିଆ ସ୍ଥିତ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଭସାଣି କମିଟିରର ସଭାପତି କିଶୋର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଉତ୍ତରର ଭାଇଚାରା…

ଡ଼ ନାରାୟଣ ମହାପାତ୍ରଙ୍କୁ ‘ବ୍ୟାସ ସେବା ସମ୍ମାନ’ରେ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଆଜି ବୁଦ୍ଧମନ୍ଦିର ସ୍ଥିତ ସମ୍ମିଳନୀ କକ୍ଷରେ ବ୍ୟାସ ଫାଉଣ୍ଡେସନ ପାରାଦ୍ୱୀପ ଜଗତସିଂହପୁର ପକ୍ଷରୁ ସମାଜ ସେବା ନିମନ୍ତେ ଡ଼ ନାରାୟଣ ମହାପାତ୍ରଙ୍କୁ "ବ୍ୟାସ ସେବା ସମ୍ମାନ"ରେ ସମ୍ବର୍ଦ୍ଧିତ କରାଯାଇଛି ‌। ଏହି ସଭାରେ ମୁଖ୍ୟଅତିଥି ଭାବେ ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ…

ସରକାରଙ୍କ ବିଫଳତା ଓ ବିଜେପିର ମିଛ ବିଷୟରେ ଲୋକଙ୍କୁ ସଚେତନ କର : ନଵୀନ

ବରିଷ୍ଠ ନେତୃବୃନ୍ଦଙ୍କ ସହ ନବୀନ ପଟ୍ଟନାୟକଙ୍କ ବିଚାର ବିମର୍ଶ ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା ଆରମ୍ଭ, ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୬ ରେ ସରିବ । ପୂଜା ପରେ ଅକ୍ଟୋବର ୨୧ ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଚାଲିବ ପଦଯାତ୍ରା । ଅପାରଗତା ଯୋଗୁଁ ପୁଞ୍ଜି ଫେରି ଯାଉଛି ଭୁବନେଶ୍ୱର :…

୪ର୍ଥ ଇଣ୍ଡିଆନ୍‌ ଓପନ୍‌ ଅଣ୍ଡର-୨୩ ଆଥଲେଟିକ୍ସ ପ୍ରତିଯୋଗିତା : ଓଡିଶାରୁ ଭାଗନେବେ ୧୦ ପ୍ରତିଯୋଗୀ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ବିହାରର ପାଟନାଠାରେ ୪ର୍ଥ ଇଣ୍ଡିଆନ୍‌ ଓପନ୍‌ ଅଣ୍ଡର-୨୩ ଆଥଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଓଡିଶାରୁ ୧୦ ଜଣ ଆଥଲିଟ୍ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଓଡ଼ିଶାର ଅନିମେଶ କୁଜୁର ଏବଂ ରେୟାନ୍‌ ବାଶା ୧୦୦ ମିଟର…

ରାଜ୍ୟ ବିଜେପି ସରକାର ପଛୁଆ ବର୍ଗର ସ୍ୱାର୍ଥପ୍ରତି ଅଣଦେଖା କରୁଛନ୍ତି : ବିଜେଡି

ଶହେ ଦିନରେ ରାଜ୍ୟର ପ୍ରାୟ ୫୪% ପଛୁଆ ବର୍ଗର ଲୋକଙ୍କ ପାଇଁ ପଦୁଟିଏ ମୁହଁ ଖୋଲି ନାହାନ୍ତି ରାଜ୍ୟ ସରକାର ରାଜ୍ୟର ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ସରଂକ୍ଷଣ ନାହିଁଜାତି ଭିତ୍ତିକ ଜନ ଗଣନା ବିଜେଡିର ଦାବୀ ଭୁବନେଶ୍ୱର : ରାଜ୍ୟ ବିଜେପି ସରକାର ଓବିସି ଓ ଏସସିବିସି ବର୍ଗର…