Recent Posts
ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଅପଚେଷ୍ଟା
ଇସ୍କନ ପକ୍ଷରୁ ପୁଣି ଅଦିନିଆ ରଥଯାତ୍ରା
ଭୁବନେଶ୍ବର : ଇସ୍କନ ପକ୍ଷରୁ ଆମେରିକାର ହଷ୍ଟନ ଟେକ୍ସସାସ ସହରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନଭେମ୍ବର ୩ରେ ଏବଂ ରଥ ଯାତ୍ରା ନଭେମ୍ବର ୯ କରାଯିବା ନିଷ୍ପତ୍ତି ଗ୍ରହଣ ଯୋଗ୍ୟ ନୁହେଁ, ପୂର୍ବରୁ ମଧ୍ୟ ଲୁଧିଆନ ଓ ଦିଲ୍ଲୀରେ ଅଦିନିଆ ରଥଯାତ୍ରା!-->!-->!-->…
ଗୋଟିଏ ଛାତ ତଳେ ମିଳିବ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ସାମଗ୍ରୀ
ବାପୁଜୀ ନଗରରେ ରିଲାଏନ୍ସ ଡିଜିଟାଲ'ର ନୂଆ ଷ୍ଟୋର
ଉଦଘାଟନୀ ଅବସରରେ ମିଳିବ ସ୍ବତନ୍ତ୍ର ରିହାତି
ଭୁବନେଶ୍ୱର : ଭୁବନେଶ୍ୱର ଶିଶୁଭବନ ଛକ ନିକଟ ବାପୁଜୀ ନଗରରେ ରିଲାଏନ୍ସ ଡିଜିଟାଲ ଏହାର ନୂତନ ଷ୍ଟୋର୍ ଲଞ୍ଚ କରିଛି। ଓଲିଉଡ୍ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଏହି ଷ୍ଟାରକୁ ଉଦ୍ଘାଟନ!-->!-->!-->!-->!-->…
Reliance Digital unveils its newly launched store in Bapuji Nagar, Bhubaneswar.
India’s largest electronic retailer, now open at Bapuji Nagar, Bhubaneswar
With exclusive inaugural offers and the widest range of the latest tech, customers are in for an enhanced shopping experience here.
Bhubaneswar : Reliance!-->!-->!-->!-->!-->…
ବାତ୍ୟା ମୁକାବିଲା ପାଇଁ ଟିପିସିଓଡିଏଲ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର: ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହଙ୍କ ଅଧ୍ୟକ୍ଷତାରେ ବାତ୍ୟା ଦାନା ପାଇଁ ପ୍ରସ୍ତୁତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଟିମ୍ ମଧ୍ୟରେ ସମନ୍ୱୟକୁ ସୁନିଶ୍ଚିତ କରିବା ସହ ରଣନୈତିକ ସମ୍ବଳ ନିୟୋଜନ ଏବଂ ବିଦ୍ୟୁତ୍ ଯନ୍ତ୍ରାଂଶ ଠିକ୍ ସମୟରେ!-->…
ରାଜ୍ୟରେ କ୍ରୀଡାର ବିକାଶ ପାଇଁ କ୍ରୀଡାନୀତି ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି : କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଓଡ଼ିଶା କ୍ରୀଡାନୀତି କର୍ମଶାଳା ଅନୁଷ୍ଠିତ
ଜିଲ୍ଲାରୁ ବ୍ଲକସ୍ତର ପର୍ଯ୍ୟନ୍ତ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ କରିବା, ତୃଣମୂଳ ସ୍ତରରେ କ୍ରୀଡ଼ାବିତ୍ ମାନଙ୍କର ସାମଗ୍ରିକ ବିକାଶ କରିବା ହିଁ ଆମର ଲକ୍ଷ୍ୟ : ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
!-->!-->!-->!-->…
ଟାଇମ୍ସ ବିଜନେସ ଆୱାର୍ଡକୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ
ବିଭିନ୍ନ କ୍ଷେତ୍ରରୁ ୧୫ଟି ବର୍ଗରେ ଉଦ୍ୟୋଗୀ ହେଲେ ପୁରସ୍କୃତ
ଭୁବନେଶ୍ୱର : ଟାଇମ୍ସ ଗ୍ରୁପ ପକ୍ଷରୁ ଅନୁଷ୍ଠିତ ଟାଇମ୍ସ ବିଜନେସ ଆୱାର୍ଡ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଏହାକୁ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ!-->!-->!-->…
ସମାଜରେ ବରିଷ୍ଠ ନାଗରିକଙ୍କ ଅବଦାନ ଅତୁଳନୀୟ
ଏନ୍ଆରସିଡବ୍ଲୁଡି ପକ୍ଷରୁ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ
ଭୁବନେଶ୍ୱର, (ଚକ୍ରଧର ମାଝି) : ଏନ୍ ଆରସି ଡବ୍ଲ୍ୟୁଡି ପକ୍ଷରୁ ରେଳ ଅଡିଟୋରିୟମରେ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ଅନୁଷ୍ଠିତ ହୋଇଯାଇଛି। ଦିବସର ବିଷୟବସ୍ତୁ ରହିଥ୍ ଲା, ସମ୍ମାନର ସହିତ ବାର୍ଦ୍ଧକ୍ୟ, ବିଶ୍ଵବ୍ୟାପୀ ବୟସ୍କ!-->!-->!-->…
ଏୟାରଟେଲର ଏଆଇ କ୍ଷମତାଯୁକ୍ତ ନେଟୱାର୍କ ସମାଧାନ ବ୍ୟବସ୍ଥା ଓଡ଼ିଶାର ଗ୍ରାହକଙ୍କୁ ସ୍କାମକଲ ଏବଂ ଏସଏମଏସ ବନ୍ଦ କରିବାରେ…
ସମସ୍ତ ଏୟାରଟେଲ ଗ୍ରାହକଗଣ ମାଗଣାରେ ଏକ ସ୍ଵୟଂସ୍ଖଳିତ କାର୍ଯ୍ୟକ୍ଷମ ସମାଧାନର ସୁବିଧା ଭୁବନେଶ୍ଵର : ଭାରତୀ ଏୟାରଟେଲ୍ ର ନୂତନ ଏଆଇ କ୍ଷମତାଯୁକ୍ତ ସ୍କାମ ସନ୍ଧାନକାରୀ ବ୍ୟବସ୍ଥା ଓଡ଼ିଶାର ଗ୍ରାହକମାନଙ୍କୁ ବହୁ ପ୍ରତୀକ୍ଷିତ ଆରାମ ପ୍ରଦାନ କରିବାରେ ସମର୍ଥ ହୋଇପାରିବ । ଶୁଭାରମ୍ଭର ୨୦ଦିନ!-->…
ବିଶ୍ୱ ଚାମ୍ପିଅନ ନୀରଜଙ୍କ ଦ୍ୱାରା ଓଡିଶାରେ ଅଣ୍ଡର୍ ଆର୍ମର୍ର ପ୍ରଥମ ଷ୍ଟୋର୍ ଉଦ୍ଘାଟନ
ଭୁବନେଶ୍ୱର: ଭାରତରେ ଅଣ୍ଡର୍ ଆର୍ମର୍ ପାଇଁ ଏକ୍ସକ୍ଲୁସିଭ ଡିଷ୍ଟ୍ରିବ୍ୟୁଟର ଓ ଲାଇସେନ୍ସିଂ ସଂସ୍ଥା, ଅଣ୍ଡରଡଗ୍ ଆଥ୍ଲେଟିକ୍ସ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଅଣ୍ଡର୍ ଆର୍ମର ବ୍ରାଣ୍ଡ ହାଉସ୍ର ଶୁଭାରମ୍ଭ ଘୋଷଣା କରାଯାଇଛି ଏହି ଷ୍ଟୋର୍କୁ ପ୍ରଶଂସକଙ୍କ ଭିଡ ଓ ଉତ୍ସାହ ମଧ୍ୟରେ !-->…
କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି
୧୫୦ରୁ ଅଧିକ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,(ଚକ୍ରଧର ମାଝି) : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡରେ କାର୍ଯ୍ୟରତ ବିଏମସି ସଫେଇ କର୍ମଚାରୀ ମାନଙ୍କୁ ଏକ ନିଆରା ଢଙ୍ଗରେ ପୂଜାଭେଟି ଦେଇଛନ୍ତି କର୍ପୋରେଟର ଜୟନ୍ତୀ ସାହୁ । ଆଜି ୧୨ ନମ୍ବର ୱାର୍ଡ!-->!-->!-->…
ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ସଫଳ କ୍ରୀଡ଼ାବିତ୍ଙ୍କୁ ସମ୍ବର୍ଦ୍ଧନା
୭୨ କ୍ରୀଡ଼ାବିତ୍ଙ୍କୁ ୩ ଲକ୍ଷ ୮୫ ହଜାର ୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ
ଭୁବନେଶ୍ୱର, (ଚକ୍ରଧର ମାଝି) : ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହୋଇଥିବା କ୍ରୀଡା ପ୍ରତିଯୋଗିତା ମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ୱାରା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିବା!-->!-->!-->…
Odisha confers cash award to 72 athletes for their outstanding performance
Bhubaneswar, (Chakradhar Majhi) : The Sports and Youth Services Department (DSYS) today felicitated 72 athletes with special cash award for their exceptional performances at national and international competitions and bringing laurels for!-->…
ମା ସମଲେଇଙ୍କ ପୀଠରେ କାମ ନ କରି ବାହାବା ନେବାକୁ ଚେଷ୍ଟା କରୁଛି ବିଜେପି ସରକାର : ବିଜେଡି
ମା ସମଲେଇ ମନ୍ଦିର ଆଗରେ ପୋଷ୍ଟର ଲଗାଇ ନିଜର ପ୍ରଚାର କରୁଛି ବିଜେପି ସରକାର
କାମ ନକରି କେବଳ ପ୍ରଚାର ପ୍ରସାରରେ ବ୍ୟସ୍ତ ବିଜେପି ସରକାର
ବିଜେପି ସରକାର କପି ପେଷ୍ଟ ସରକାର
ଭୁବନେଶ୍ୱର : ରାଜ୍ୟରେ ଥିବା ବିଜେପି ସରକାର ଏକ କପି ପେଷ୍ଟ ସରକାର ଓ କେବଳ ନବୀନ ସରକାରଙ୍କ ଅମଳରେ!-->!-->!-->!-->!-->!-->!-->…
ଜୟଦେବ ଭବନ ପାର୍କିଂରେ ହାଇଡ୍ରାମା; ଦୁଇ ମହିଳା ହାତାହାତି
ଭୁବନେଶ୍ଵର : ଜୟଦେବ ଭବନ ପାର୍କିଂରେ ହାଇଡ୍ରାମା। ଦୁଇ ମହିଳା ହାତାହାତି। ଚୁଟି ଟଣାଟଣି ହୋଇ ମରାମରି ହୋଇଛନ୍ତି ଦୁଇ ଜଣ। ସେମାନେ ଉଭୟ ନିଜକୁ ସମାଜସେବୀ ବୋଲି କହିଛନ୍ତି। ଜଣେ ମହିଳା ଗଣମାଧ୍ୟମକୁ ବାଇଟ୍ ଦେଉଥିବା ବେଳେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ସେଠାରେ!-->…
ଇନଫୋସିଟିରେ ଖୋଲିଲା ଓଡିଶ୍ରୀ ବିରିୟାନୀ
ଭୁବନେଶ୍ବର : ବର୍ତ୍ତମାନ ସମୟରେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ରେସ୍ତୋରାଁ। ସାଙ୍ଗ ସାଥି ହେଉ କି ପରିବାର ଲୋକ ସହ ଏସି ରୁମରେ ଖାଦ୍ୟର ମଜ୍ଜା ନେଉଛନ୍ତି। ଏହାକୁ ନଜରରେ ରଖି ଭୁବନେଶ୍ବରରେ ଭଳିକି ଭଳି ରେସ୍ତୋରାଁ ଖୋଲିଛି। ଏହି କ୍ରମରେ ଇନଫୋସିଟି ପ୍ଲାଜା ପଟିଆରେ ଖୋଲିଛି!-->…
ବିଜେପି ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବୁ : ବିଜେଡି
ନବୀନ ରାଜ୍ୟବାସୀଙ୍କ ସର୍ବାଧିକ ଲୋକପ୍ରିୟ ନେତା
ଜନ ସମ୍ପର୍କ ପଦଯାତ୍ରାରେ ବିଜେଡି ପ୍ରତି ଜନ ସମର୍ଥନ ଅବ୍ୟାହତ
ଭୁବନେଶ୍ୱର : ବିଜୁ ଜନତା ଦଳର ଉପଦେଷ୍ଟା କମିଟିର ବୈଠକ ଦଳର ବରି ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧକ୍ଷତାରେ ଆଜି ଶଙ୍ଖ ଭବନ ଠାରେ ଅନୁ ିତ ହୋଇଯାଇଛି । ଏହି!-->!-->!-->!-->!-->…
ଅନନ୍ୟ କ୍ରୀଡ଼ା ମହୋତ୍ସବ ଅଲମ୍ପିଆ ଉଦ୍ଘାଟିତ
ଭୁବନେଶ୍ବର : ଭୁବନେଶ୍ବରର ଭାମ୍ପାୟାର୍ସ କ୍ଲବ୍ ଆନୁକୂଲୃରେ ପିନାଲ୍ ଫାର୍ମା, ଗ୍ୟାଲେକ୍ସି ମେଡିକେୟାର ପ୍ରାଇଭେଟ୍ ଲିମିଟେଡ୍, ଭାୟୋଟୋନିକ୍ସ, ଇଜି ଆଣ୍ଡୋଟେକ୍ ଓ ପଶୁପତି ପ୍ରାଇଭେଟ୍ ଲିଭିଟେଡ୍ ଦ୍ବାରା ପ୍ରାୟୋଜିତ ଅନନ୍ୟ କ୍ରୀଡ଼ା ମହୋତ୍ସବ ‘ଅଲମ୍ପିଆ ୨୦୨୪-୨୫’!-->…
ଓଡ଼ିଶାରେ ଅନୁଷ୍ଠିତ ହେବ ହକି ଇଣ୍ଡିଆ ଲିଗ୍- ୨୦୨୪-୨୫
ଓଡିଶାରୁ ପ୍ରତିନିଧିତ୍ବ କରିବେ ୨ଟି ଟିମ୍
ଭୁବନେଶ୍ୱର : ଓଡ଼ିଶାରେ ଅନୁଷ୍ଠିତ ହେବ ଚଳିତବର୍ଷର ହକି ଇଣ୍ଡିଆ ଲିଗ୍- ୨୦୨୪-୨୫। ଏଥର ପ୍ରଥମଥର ପାଇଁ ହକି ଇଣ୍ଡିଆ ଲିଗ୍ ରେ ଉଭୟ ପୁରୁଷ ଏବଂ ମହିଳା ହକିଦଳ ଅଂଶଗ୍ରହଣ କରିବେ। ଆସନ୍ତା ୨୮ ଡିସେମ୍ବର, ୨୦୨୪ ଠାରୁ ୦୧ ଫେବୃଆରୀ, ୨୦୨୫!-->!-->!-->…
ରାଜଧାନୀରେ ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସି ଏହାର ରିଟେଲ ଷ୍ଟୋର ଉଦଘାଟିତ
ଭୁବନେଶ୍ୱର : ସାରା ଭାରତରୁ ସୁଲଭ ମୂଲ୍ୟରେ ଶାଢୀ ସଂଗ୍ରହ କରିଥିବା ବଙ୍ଗଳାର ଅଗ୍ରଣୀ ରିଟେଲ ଚେନ୍ ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସିସ୍ ଓଡ଼ିଶାର ଭୁବନେଶ୍ୱରରେ ଏହାର ନୂଆ ଷ୍ଟୋର ଆରମ୍ଭ କରିଛି । ଏହି ଷ୍ଟୋରକୁ ମୁଖ୍ୟ ଅତିଥି ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସିର ପ୍ରତି ।ତା ପ୍ରତିଭା!-->…
ବିଶ୍ୱର ପ୍ରଥମ ୩ଡି+୪କେ ୫୫” ଏଣ୍ଡୋସ୍ପାଇନ୍ ଅସ୍ତ୍ରୋପଚାର ଏବେ ଓଡ଼ିଶାରେ ଉପଲବ୍ଧ
ଭୁବନେଶ୍ୱର : ମେରୁଦଣ୍ଡ ଓ ଭର୍ଟେବାଏ ସ୍ଲିପ ଡିସ୍କ ତଥା ସ୍କିଆଟିକାର ଦୁଇଟି ସାଧାରଣ ଓ ଯନ୍ତ୍ରଣାଦାୟକ ରୋଗର ସଫଳ ଅସ୍ତ୍ରୋପଚାର କରାଯାଇପାରିବ ବୋଲି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ମଡର୍ଣ୍ଣ ଆର୍ଥୋ କ୍ଲିନିକର ଏଣ୍ଡୋସ୍କୋପିକ୍ ସର୍ଜନ୍ ତଥା ଅର୍ଥୋପେଡ଼ିସିଆନ୍ ଡାକ୍ତର ପିସି ଦେ କହିଛନ୍ତି!-->…